Latest Odisha News

BREAKING NEWS

ବାବା ରାମଦେବଙ୍କ କ୍ଲାସ୍ ନେଲେ ଡାକ୍ତର ଲେଲେ

ନୂଆଦିଲ୍ଲୀ: ଏଲୋପାଥିକୁ ବେକାର କହି ଚର୍ଚ୍ଚାକୁ ଆସିଛନ୍ତି ବାବା ରାମଦେବ । ଏହି ମନ୍ତବ୍ୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାବା ରାମଦେବ ଓ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) । ନିକଟରେ ଏକ ଟିଭି ଡିବେଟ୍‌ରେ ଆଇଏମ୍‌ଏର ସେକ୍ରେଟାରୀ ଜନେରାଲ୍ ଡାକ୍ତର ଜୟେଶ ଲେଲେଙ୍କଠାରୁ ବାବା…

ଏଚପିସିଏଲ୍‌ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ବିଶାଖାପାଟନମ୍‌: ଆଜି ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ଏକ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ) ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ ଅଗ୍ନିଶମ ବିଭାଗ କର୍ମଚାର ତୁରନ୍ତ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।…

ଭୁଷୁଡିଲା ୩ ମହଲା ଘର

ରାଉରକେଲା: ରାଉରକେଲାରେ ଭୁଷୁଡିଲା ୩ ମହଲା ଘର । ରାଉରକେଲା ସେକ୍ଟର -୨୧ରେ ଥିବା ବ୍ୟାଙ୍କ କଲୋନୀର ତିନି ମହଲା ଘର ଭୁଷୁଡି ପଡଛି । ଏହା ବ୍ୟାଙ୍କ ଅଫ ବରୋଦାର ପୁରୁଣା ପରିତ୍ୟକ୍ତ ବିଲ୍ଡିଂ । ଘଟଣା ସ୍ଥଳରେ ଅଗ୍ନିଶମ ଅଧିକାରୀଙ୍କ ସହ ବହୁ ପୁଲିସ ଅଧିକାରୀ ପହଂଚିଛନ୍ତି । ଭିତରକୁ…

ପାଣି ଭର୍ତ୍ତି ପଥର ଖାଦାନରେ ପଡି ନାବାଳକ ନିଖୋଜ

ବାଙ୍ଗିରିପୋଷି: ଠାକୁରାଣୀ ପାହାଡ ଇଲାକାରୁ ଆସିଲା ଦୁଃଖଦ ଖବର । ପାହାଡରେ ସୃଷ୍ଟି ହୋଇଥିବା କୃତ୍ରିମ ଗାତରେ ବୁଡି ନାବାଳକ ନିଖୋଜ । ପଥର ଖାଦାନର ଗଭୀର ଗାତରେ ପାଣି ଭର୍ତ୍ତି ଥିବାରୁ ପିଲାଟିର ସନ୍ଧାନ ମିଳିପାରିନାହିଁ । ନିଖୋଜ ନାବାଳକ କେଶରପୁର ଗାଁର ମଙ୍ଗଳ ସରେନ । ଗତକାଲି…

ୱେବିନାର ମାଧ୍ୟମରେ କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆଲୋଚନାଚକ୍ର

କୋରାପୁଟ : କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାର ଜନଜାତି ଗବେଷକଙ୍କୁ ନେଇ ୱେବିନାର ମାଧ୍ୟମରେ 'ସଂସ୍କୃତି ଏବଂ ସାହିତ୍ୟ ଚର୍ଚ୍ଚା' ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ…

କାଲିଠୁ ଅଚଳ ହୋଇଯିବ କି ଫେସବୁକ ଓ ଟ୍ୱିଟର?

ନୂଆଦିଲ୍ଲୀ: ଯଦି ନୂତନ ନିର୍ଦ୍ଦେଶାବଳୀ ପାଳନ ନକରନ୍ତି‌ ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଭାରତରେ ବ୍ୟାନ୍‌ ହୋଇପାରେ। ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନିର୍ଦ୍ଦେଶାବଳୀ ଗ୍ରହଣ କରିବାର ଶେଷ ତାରିଖ ମେ ୨୫ ରେ ଶେଷ ହେବାକୁ ଯାଉଛି। କିନ୍ତୁ…

ଚାକିରିରୁ ନିଲମ୍ବିତ ହେଲେ ରେସ୍‌ଲର୍‌ ସୁଶୀଲ କୁମାର

ନୂଆଦିଲ୍ଲୀ: ସେବାରୁ ନିବୃତ ହେଲେ ରେସ୍‌ଲର୍‌ ସୁଶୀଲ କୁମାର। ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ନିକଟରେ ଗିରଫ କରିଥିଲା। ଉତ୍ତର ରେଳବାଇର ଜଣେ ବରିଷ୍ଠ ବାଣିଜ୍ୟ ପରିଚାଳକ ଥିଲେ ସୁଶୀଲ। ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ୨୦୧୫…

ମାଗଣାରେ କରୋନା ସଂକ୍ରମିତଙ୍କୁ ପତଞ୍ଜଳୀର ‘କରୋନିଲ୍‌ କିଟ୍‌’ ବାଣ୍ଟିବ ଏହି ରାଜ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ ପତଞ୍ଜଳୀର କରୋନିଲ୍‌ କିଟ୍‌କୁ ନେଇ ବିବାଦ ଜାରି ରହିଥିବା ବେଳେ ଅନ୍ୟପଟେ ହରିୟାଣା ସରକାର କରୋନା ସଂକ୍ରମିତ ରୋଗୀଙ୍କୁ ମାଗଣାରେ ଏହା ବାଣ୍ଟିବାକୁ କହିଛନ୍ତି। ପତଞ୍ଜଳୀ ଏହାକୁ କରୋନା ପ୍ରତିରୋଧକ ବୋଲି ଦାବି କରୁଥିବା ବେଳେ ଡାକ୍ତର ଏହାକୁ କରୋନାକୁ…

ପଶ୍ଚିମବଙ୍ଗର ପୂର୍ବତନ ସିଏମ୍‌ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁୁରୁତର; ହସ୍ପିଟାଲ୍‌ରେ ଭର୍ତ୍ତି

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁୁରୁତର ହେବା ପରେ ତାଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଅମ୍ଳଜାନ ସ୍ତର କମ୍ ଥିବାରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇପଡ଼ିଥିବା…

ବାତ୍ୟାଞ୍ଚଳରେ ପୋଲିସର ମହାନତା: ଦେଖନ୍ତୁ, ନବଜାତ ଓ ଗର୍ଭବତୀଙ୍କୁ କେମିତି କରୁଛନ୍ତି ସ୍ଥାନାନ୍ତର

ଭଦ୍ରକ: ମାଡ଼ି ଆସୁଛି ବାତ୍ୟା ୟସ୍ । ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ହୋଇଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ପ୍ରଭାବିତ ଆଶଙ୍କା ଥିବା ଗାଁରୁ ଲୋକଙ୍କୁ ଖାଲି କରାଯାଉଛି । ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଓ ଉଦ୍ଧାରକାରୀ ଟିମ୍ । ବିଶେଷ କରି ଗର୍ଭବତୀ, ନବଜାତ ଓ…