ଦୁଇ ପାରିବାର କଳହର କରୁଣ ପରିଣତି; ଗୋଟିଏ ପରିବାରର ୪ ଗୁରୁତର
ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ନୁଆଗାଁ ଗ୍ରାମର ଦୁଇ ପରିବାର ମଧ୍ୟରେ କଳହର କରୁଣ ପରିଣତି। ଦୁଇ ମହିଳାଙ୍କ ସମେତ ଗୋଟିଏ ପରିବାରର ଚାରିଜଣ ସଦସ୍ୟ ଗୁରୁତର ଆହତ ହୋଇଥିବା ସୂଚନା।
ଖବର ଅନୁଯାୟୀ, ଦୁଇ ପରିବାର ମଧ୍ୟରେ ଛୋଟ କଥାକୁ ନେଇ ଝଗଡା ତୀବ୍ର…