କେମିତି ଶିଳ୍ପାଙ୍କ ପ୍ରେମରେ ପଡିଥିଲେ ରାଜ; ରହସ୍ୟ ଖୋଲିଲେ ଶିଳ୍ପା
ମୁମ୍ବାଇ: ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଅଭିନୀତ ଫିଲ୍ମ ହଙ୍ଗାମା ୨। ଏଥିରେ ୧୯୯୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ମେ ଖିଲାଡି ତୁ ଅନାଡି'ର ଲୋକପ୍ରିୟ ଗୀତ ଚୁରାକେ ଦିଲ୍ ମେରାର ରିମେକ୍ ହୋଇଥିବା ଦେଖିବାକୁ ମିଳିଛି।
ତେବେ ସେହି…