Latest Odisha News

BREAKING NEWS

ନବୀନଙ୍କୁ ଚ୍ୟାଲେଞ୍ଜ୍ ଦେବାକୁ ମୋଦୀଙ୍କ ପରେ ରାହୁଲ ଆସୁଛନ୍ତି ଓଡ଼ିଶା

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସିବା ସାଙ୍ଗରେ ଓଡ଼ିଶାର ରାଜନୀତି ଜମିବାରେ ଲାଗିଛି । ଏମିତି ଲାଗୁଛି-ଯେମିତି ଓଡ଼ିଶାରେ ହିଁ ଆଗାମୀ ଦିନରେ ହିଁ ଜବରଦସ୍ତ ନିର୍ବାଚନ ହେଉଛି । ଜଣେ ପରେ ଜଣେ ଜାତୀୟ ନେତାଙ୍କ ଗସ୍ତ ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଘୋଷଣା ଏହାକୁ ସରଗରମ କରି…

ପ୍ଲାନ ପ୍ରିୟଙ୍କା : କଂଗ୍ରେସକୁ ମିଳିବ କେତେ ଫାଇଦା ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଗାନ୍ଧୀ-ନେହରୁ ପରିବାରର ୧୧ ତମ ସଦସ୍ୟ ଭାବେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଯଦିଓ ସେ ପୂର୍ବରୁ ମାଆ ସୋନିଆ ଏବଂ ଭାଇ ରାହୁଲଙ୍କ ପାଇଁ ନିର୍ବାଚନୀ କ୍ୟାମ୍ପେନରେ ସାମିଲ ହୋଇଥିଲେ, ହେଲେ ପ୍ରଥମ ଥର ପାଇଁ ୧୯ ନିର୍ବାଚନରେ ପୂରା…

ସାଧାରଣତନ୍ତ୍ର ଦିବସରେ ଓଡିଶାରୁ ୯ଜଣ ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର : ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପାଇଁ ଅଗ୍ନିଶମ ସେବା, ହୋମ ଗାର୍ଡ ଓ ସିଭିଲ ଡିଫେନ୍ସରେ କର୍ମଚାରୀଙ୍କ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ଘୋଷଣା କରାଯାଇଛି । ଏହି ସମ୍ମାନ ଜନକ ପଦକ ପାଇଁ ଓଡିଶାରୁ ୯ଜଣ ମନୋନୀତ ହୋଇଛନ୍ତି । ଚଳିତ ବର୍ଷ ଓଡ଼ିଶାରୁ କୁମରବର…

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଭୁବନେଶ୍ୱର : ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ  ଓଡିଶା ଗସ୍ତରେ ଆସୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତକ୍ରମରେ ରାହୁଲ ଗାନ୍ଧୀ ସକାଳ ପ୍ରାୟ ୧୦ଟା ୩୦ମି.ରେ ଏକ ଦୈନିକ ସମ୍ବାଦ ପତ୍ରର ଶତବାର୍ଷିକି ଉତ୍ସବରେ ଯୋଗଦେବା ସହ ‘ଦ…

କେନ୍ଦ୍ରାପଡା ସହରରେ କର୍ଫୁ ଜାରି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ଫଳରେ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ସହରରେ କର୍ଫ୍ୟୁ ଜାରି କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର କହିଛନ୍ତି, ଆଜି ସକାଳେ…

ବିଜେଡିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ବିଧାୟକ ନବ ଦାସ

ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ନେତା ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । କଂଗ୍ରେସର ଏହି ପୂର୍ବତନ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡି (ବିଜୁ ଜନତା ଦଳ)ରେ…

ସାମ୍ପ୍ରଦାୟିକ ଉତ୍ତେଜନା ପରେ କଡ଼ା ନିରାପତ୍ତା ବଳୟ ମଧ୍ୟରେ କେନ୍ଦ୍ରାପଡ଼ା ସହର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ କଡ଼ା ନିରାପତ୍ତା ବ୍ୟବସ୍ଥା ହୋଇଛି । ମିଳିଥିବା ସୂଚନାନୁଯାୟୀ, କୌଣସି ଅପ୍ରିତିକର ଘଟଣାକୁ ପ୍ରଶୟ ନଦେବାକୁ…

ଗୁପ୍ତ ନୀତି ଲାଗି ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ବନକଲାଗି…

ବେଗୁନିଆ ଥାନାରେ ଭଙ୍ଗାରୁଜା ଘଟଣା: ୧୬ ଗିରଫ, ବିଧାୟକଙ୍କୁ ନୋଟିସ୍ ଜାରି

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦାମାନେ ଭଙ୍ଗାରୁଜା କରିବା ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଏସ୍ପି ଦିପ୍ତି ରଞ୍ଜନ ରାୟ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ମାମଲାରେ ପୋଲିସ ଏଯାବତ୍ ୧୬ ଜଣକୁ ଗିରଫ…

ଘନ କୁହୁଡି ବଳୟରେ ଉପକୂଳବର୍ତ୍ତୀ ଓଡିଶା, ବର୍ଷା ଆଶଙ୍କା

ଭୁବନେଶ୍ୱର : ଉପକୂଳବର୍ତ୍ତୀ ଓଡିଶାରେ ସକାଳ ସମୟରେ ଘନ କୁହୁଡି ଆଚ୍ଛାଦିତ ହୋଇ ରହିଥିବା ବେଳେ ଗୁରୁବାର ଦିନ ଏହି କୁହୁଡି ସ୍ତରରେ ହ୍ରାସ ଘଟିଛି । ଏହାବ୍ୟତୀତ ରାଜ୍ୟର ଦକ୍ଷିଣ ମଧ୍ୟବର୍ତ୍ତୀ ତଥା ପଶ୍ଚିମ ଜିଲ୍ଲାଗୁଡିକରେ ଆଗାମୀ ୨ଦିନ ମଧ୍ୟରେ ବର୍ଷା ସହ ବିଜୁଳି ଓ ଘଡିଘଡିର ଆଶଙ୍କା…