Latest Odisha News

BREAKING NEWS

ମୋତେ ଘରୁ ବାହାର କରିବାକୁ ଚକ୍ରାନ୍ତ କରାଯାଉଛି: ବର୍ଷା

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ତାଙ୍କ ଶାଶୁ ଥାନାରେ ଅଭିଯୋଗ କରିବା ପରେ ଏନେଇ ମୁହଁ ଖୋଲିଛନ୍ତି ସେ । ଶାଶୁ ମା’ ମଧୁସ୍ମିତା ମହାନ୍ତିଙ୍କ ଅଭିଯୋଗ ପରେ ବର୍ଷା କହିଛନ୍ତି ଯେ ସେମାନେ ମୋତେ ଜାଣିଶୁଣି ଘରୁ ବାହାର କରିଦେବାକୁ ଚକ୍ରାନ୍ତ କରୁଛନ୍ତି । ଏନେଇ ସେ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଓଏଏସ୍ ଅଫିସରଙ୍କ ଶ୍ୱଶୁର ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯାଜପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ ତଥା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଡେପୁଟି ଜୋନାଲ୍ କମିଶନର ପ୍ରମୋଦ କୁାମର ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ପୃଷ୍ଟିକୁ ଗିରଫ କରିଛି । ଡାକ୍ତରୀ ମାଇନା ପରେ…

ପୁତିନ ପାର୍କିନସନ ରୋଗରେ ଆକ୍ରାନ୍ତ, ପଦ ଛାଡିବେ !

ମସ୍କୋ:ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ୍ ରାଷ୍ଟ୍ରପତି ପଦ ଛାଡିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦି ସନରେ ପ୍ରକାଶିତ ଖବର ଅନୁସାରେ ପୁତିନ୍ ୨୦୨୧ରେ ପଦ ଛାଡିବେ । ଏହାର କାରଣ ହେଲା ସେ ପାର୍କିନସନ ରୋଗରେ ଆକ୍ରାନ୍ତ । ୬୮ ବର୍ଷୀୟ ପୁତିନଙ୍କ ପ୍ରେମିକା ଅଲିନା କାବେୱେ…

କରୋନା ପ୍ରଭାବିତ ଅଞ୍ଚଳରୁ ଟ୍ରମ୍ପ୍‌ଙ୍କୁ ମିଳିଛି ଅଧିକ ଭୋଟ୍‌; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ​​ଜୋ ବାଇଡେନ୍‌ଙ୍କଠାରୁ ପଛରେ ପଡିଯାଇଥିବା ଦେଖିବାକୁ ମିଳିଛି। ଇଲେକ୍ଟୋରାଲ୍‌ ଭୋଟ୍‌ ମାମଲାରେ ଜୋ ବାଇଡେନ୍‌ ନିର୍ବାଚନୀ ଲଢେଇରେ ବହୁ ଆଗରେ ରହିଛନ୍ତି ଏବଂ ଏହା ବର୍ତ୍ତମାନ ଟ୍ରମ୍ପଙ୍କ ପାଇଁ ଅଧିକ ଅଡୁଆ…

ଆତଙ୍କବାଦୀ ଆକ୍ରମଣ ପରେ ଫ୍ରାନ୍‌ସ ସତର୍କ; ସୀମା ସୁରକ୍ଷା ବୃଦ୍ଧିକୁ ନେଇ ରାଷ୍ଟ୍ରପତି ମାକ୍ରନ୍‌ଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଫ୍ରାନ୍ସରେ ଏକ କାର୍ଟୁନ୍ ଉପରେ ବିବାଦ ଆରମ୍ଭ ହେବା ପରେ ଅନେକ ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ଦୃଷ୍ଟିରେ ରଖି ଫ୍ରାନ୍ସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ଏହାର ସମସ୍ତ ସୀମାରେ ସୁରକ୍ଷା ବୃଦ୍ଧି କରିଛି। ସୀମା ନିକଟସ୍ଥ ଅନେକ ସ୍ଥାନରେ ସୈନିକଙ୍କ ସଂଖ୍ୟା…

୧୦୦୦ ମ୍ୟାଚ ଜିତିଲେ ବିଶ୍ୱର ୨ ନମ୍ବର ଟେନିସ ଖେଳାଳି

ପ୍ୟାରିସ: ବିଶ୍ୱର ୨ ନମ୍ବର ଖେଳାଳି ରାଫେଲ ନାଡାଲ କ୍ୟାରିୟରର ୧୦୦୦ତମ ବିଜୟ ହାସଲ କରିଛନ୍ତି । ପ୍ୟାରିସ ମାଷ୍ଟର୍ସ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ବିଜୟୀ ହେବା ପରେ ସେ ବିଶ୍ୱର ୪ର୍ଥ ଖେଳାଳି ଭାବେ ଏହି ସଫଳତା ହାତେଇଛନ୍ତି । ନାଡାଲ ୭୮୯ ସପ୍ତାହ (ପାଖାପାଖ ୧୫ ବର୍ଷ) ପ୍ରଥମ ୧୦ ଜଣଙ୍କ…

ଆତଙ୍କବାଦୀଙ୍କୁ ରୋକିବା ପାଇଁ ଭାରତକୁ ମିଳିଲା ୭୫ରୁ ଅଧିକ ଦେଶର ସମର୍ଥନ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ୍ ତିରୁମୂର୍ତ୍ତି ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ଆତଙ୍କବାଦୀଙ୍କୁ ରୋକିବା ପାଇଁ ପଦକ୍ଷେପ ସମ୍ପର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତ ଦେଇଥିବା ଏକ ପ୍ରସ୍ତାବକୁ ୭୫ ରୁ ଅଧିକ ଦେଶର ସମର୍ଥନ ମିଳିଛି। ସେ ଖୁସି…

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ମୃତକଙ୍କ ସଂଖ୍ୟା ୧୩୯୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୩୯୩ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କଟକରୁ ୧, ଭୁବନେଶ୍ୱରରୁ ୨, ଖୋର୍ଦ୍ଧାରୁ ୧, ମାଲକାନଗିରିରୁ ୧,…

ଓଡିଶାରେ ୧୪୯୪ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୪୯୪ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୭୬୮ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ବାହା ହେବାକୁ ସଜବାଜ ହେଲେଣି ଅଭିନେତା ଶାହିର୍‌

ନୂଆଦିଲ୍ଲୀ: ନିକଟରେ ଅଭିନେତା ଶାହିର ଶେଖ୍‌ ସୋସିଆଲ ମିଡିଆରେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶାହିର ଗର୍ଲଫ୍ରେଣ୍ଡ୍‌ ରୁଚିକା କପୁରଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ ଦୁହେଁ ଡେଟିଂ କରୁଛନ୍ତି। ଏବେ ଖବର ଆସିଛି ଯେ ଏହି ସୁନ୍ଦର ଦମ୍ପତି ଖୁବ୍…