Latest Odisha News

BREAKING NEWS

ସତ୍ୟନାରାୟଣ ପୂଜା ଭୋଗ ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ

ଉଦଳା: ଘରେ ହୋଇଥିବା ସତ୍ୟନାରାୟଣ ପୂଜାର ଭୋଗ ଖାଇ ଗୋଟିଏ ପରିବାରର ୬ଜଣ ସଦସ୍ୟ ଅସୁସ୍ଥ ହୋଇଥବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସୂଚନାନୁସାରେ, କପ୍ତିପଦା ଥାନା ସୋଲଗଡିଆ ଗ୍ରାମର…

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହତ୍ୟାକାଣ୍ଡ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ହତ୍ୟାକାଣ୍ଡ। ଜଣେ ଶ୍ରମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି। ମୃତକଙ୍କ ଗୁଜୁରାମ ସିଂ ହୋଇଥିବା ବେଳେ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ବୋଲି ଜଣାପଡିଛି। ସୂଚନାନୁସାରେ, ଗୁଜୁରାମ ଏହି…

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ୨୫୦ କେଜି ଗଞ୍ଜେଇ ଜବତ; ୨ ଅଟକ

ଲମତାପୁଟ: ପୁଣି ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ୨୫୦ କେଜିର ଗଞ୍ଜେଇ ଜବତ। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ, କଳାହାଣ୍ଡିକୁ ଗଞ୍ଜେଇ ଚୋରା ଚାଲାଣ ବେଳେ କୋରାପୁଟ ଜିଲ୍ଲା ପାଡ଼ୁଆ ପୋଲିସ ଚଢ଼ାଉ କରି ଏହି ଗଞ୍ଜେଇ…

ନଭେମ୍ବରରେ ଖୋଲାହେବନି ସ୍କୁଲ: ସମୀର ଦାଶ

ଭୁବନେଶ୍ୱର: ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ରାଜୟରେ ଏବେ ଖୋଲିବନି ସ୍କୁଲ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ମାସରେ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି…

ସୁବର୍ଣ୍ଣପୁରରେ ହାତୀ ଆକ୍ରମଣ: ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଚ ହାତିପାଉଲ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ନାଁ ଉଗ୍ରସେନ ଭୋଇ ଏବଂ ତାଙ୍କ ବୟସ ୫୭ ବର୍ ବୋଲି ଜଣାପଡିଛି।ହାତିପାଉଲ ଗାଁ ଜଙ୍ଗଳରେ ହାତୀ ପଲ କିଛି ଦିନ ହେବ ଉତ୍ପାତ କରି ଆସୁଛନ୍ତି ।…

ପେପରଲେସ୍ ବିଧାନସଭା ପାଇଁ ଆଜିଠୁ ବିଧାନସଭା କର୍ମଚାରୀଙ୍କୁ ଦିଆଯିବ ଟ୍ରେନିଂ

ଭୁବନେଶ୍ୱର : ଏଣିକି ବିଧାନସଭାରେ ଅନଲାଇନ ଫାଇଲ କାମ ହେବ । ଆଉ ପେପରଲେସ୍ ହେବ ବିଧାନସଭା । ଏଥି ପାଇଁ ଆଜିଠାରୁ ଓକାକ ପକ୍ଷରୁ ଟ୍ରେନିଂ ଦିଆଯିବ । ବିଧାନସଭା କର୍ମଚାରୀ, ବାଚସ୍ପତି, ଉପବାଚସ୍ପତି ଓ ବିଧାୟକମାନେ ଏହି ଟ୍ରେନିଂ ନେବେ । ଚଳିତ ଶୀତ ଅଧିବେଶନରେ ଅନଲାଇନରେ ବିଧାଯକମାନେ…

ହୋଟେଲ ମ୍ୟାନେଜମେଣ୍ଟରେ ଶିକ୍ଷା ଓ ତାଲିମ ପାଇଁ ଜିଲ୍ଲାର ଯୁବକ ଯୁବତୀଙ୍କୁ ଡିଏମଏଫର ସହାୟତା

ସୁନ୍ଦରଗଡ଼: ପ୍ରବାସ ଫେରନ୍ତା ବ୍ୟକ୍ତି ତଥା ଜିଲ୍ଲାର ବେକାର ଯୁବକ ଯୁବତୀଙ୍କ ପାଇଁ ହୋଟେଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଶିକ୍ଷା ଓ ତାଲିମ ଲାଗି ସହାୟତାର ହାତ ବଢ଼ାଇଛି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ)। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଚଳିତ ଶିକ୍ଷାବର୍ଷ ପାଇଁ…

ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏବେ ଦୈନିକ ମିଳିବ ଅଧିକ ୯୬.୪୦ ଟଙ୍କା ମଜୁରି

ସୁନ୍ଦରଗଡ଼: ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ବା ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏଣିକି ଦୈନିକ ୩୦୩ ଟଙ୍କା ୪୦ ପଇସା ହାରରେ ମଜୁରି ମିଳିବ। ଆଗରୁ ଦୈନିକ ମଜୁରି ୨୦୭ ଟଙ୍କା ରହିଥିଲା। ଏବେ ଦୈନିକ ଅଧିକ ୯୬ ଟଙ୍କା ୪୦ ପଇସା ମଜୁରି ପ୍ରଦାନ କରାଯିବ। ଏହି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୬-୧୧-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୬ ରିଖ ଶୁକ୍ରବାର ତୁଳା ୨୧ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର :- ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର:- କନ୍ୟା ରାଶି…

ଷଷ୍ଠ ଥର ଆଇପିଏଲ୍ ଫାଇନାଲରେ ମୁମ୍ୱାଇ ଇଣ୍ଡିଆନ୍ସ

ଦୁବାଇ: ରୋହିତ ବାହିନୀର ରୋମାଞ୍ଚକର ବିଜୟ । ଷଷ୍ଠ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ମୁମ୍ୱାଇ ଇଣ୍ଡିଆନ୍ସ । ପ୍ରଥମ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ହରାଇ ପ୍ରଥମ ଫାଇନାଲିଷ୍ଟ ହୋଇଛି ମୁମ୍ୱାଇ । ଏହି ବିଜୟ ସହ ପଞ୍ଚମ ଥର ଚାମ୍ପିଅନ୍ ଆଇପିଏଲ ଚାମ୍ପିଅନ୍ ହେବାଠାରୁ…