Latest Odisha News

BREAKING NEWS

କରୋନା ମୁକାବିଲା; କୋଭିଡ୍‌ କେୟାର ସେଣ୍ଟରକୁ ୨୫୦ଟି ବେଡ୍‌ ଦେଲେ ନିର୍ମାତା ରୋହିତ ଶେଟ୍ଟୀ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଦିଲ୍ଲୀର ଗୁରୁ ତେଗ ବାହାଦୂର କୋଭିଡ୍‌ କେୟାର ସେଣ୍ଟରକୁ ୨୫୦ଟି ଶଯ୍ୟା ଦାନ କରିଛନ୍ତି। କୋଭିଡ-୧୯ ରିଲିଫ କାର୍ଯ୍ୟରେ ସେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି ଭାବେ ସାମିଲ୍‌ ହୋଇଛନ୍ତି। ଏହାସହିତ ସେ ଅନ୍ୟାନ୍ୟ ଚିକିତ୍ସା ସୁବିଧା…

ପେସ ବୋଲର ପ୍ରସିଦ୍ଧ କରୋନା ସଂକ୍ରମିତ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ପ୍ରିସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଛନ୍ତି । ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ । ସେ କୋଲକାତାର ୪ର୍ଥ ଖେଳାଳି ଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାଙ୍ଗାଲୋରରେ ନିଜ ଘରେ ସେ ଆଇସୋଲେଶନରେ ରହିଛନ୍ତି ।…

ଆଇଓସିର ଦୃଢ଼ୋକ୍ତି, ଟୋକିଓ ଅଲିମ୍ପିକ୍ସ ନିଶ୍ଚିତ ହେବ !

ଟୋକିଓ: କରୋନା ମହାମାରୀର ଦ୍ୱିତୀୟ ଲହରୀ ପରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ ଉପୁଜୁଛି । ଏପରିକି ଜାପାନ ଜନସାଧାରଣ ଧିରେ ଧିରେ ଏଥିପ୍ରତି ବିମୁଖ ହେଲେଣି । ଏହି ଅବସରରେ କିନ୍ତୁ ଶନିବାର ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦୃଢ଼ ଭାବରେ କହିଛି ସେ ଯାହା ବି ହେଉ ଟୋକିଓ…

ରାଉରକେଲାର ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉରକେଲା: କରୋନାର ଦ୍ୱିତୀୟ ତରଙ୍ଗ ଭୟଙ୍କର ହେଉଥିବା ବେଳେ ଶନିବାର ଦିନ ରାଉରକେଲାର ତିନୋଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ କରାଯିବ ବୋଲି ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନ୍ (ଆରଏମସି)…

ଓଡ଼ିଶା ପହଞ୍ଚିଲା ୧ ଲକ୍ଷ ଡୋଜ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଓଡ଼ିଶା ପହଞ୍ଚିଲା ୧ ଲକ୍ଷ ଡୋଜ କୋଭିଶିଲ୍ଡ ଟିକା। ଓଡିଶା ସରକାରଙ୍କ ଦ୍ବାରା କିଣାଯାଇଥିବା କୋଭିଶିଲ୍ଡ ଟିକାର ୧ ଲକ୍ଷ ଡୋଜ ଶନିବାର ଭୁବନେଶ୍ୱରରେ ପହଞ୍ଚିଛି। ଏହି କୋଭିଶିଲ୍ଡ ଟିକା ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଅପରାହ୍ନ ୨ ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ଚର୍ଚ୍ଚା ପ୍ରବାହ

ଆମ ଓଡିଆ ଚଳଚ୍ଚିତ୍ରର ତର୍ଜମା ଧାରା ଓ ଶୈଳୀ ଯେ ବେଶି ପ୍ରଭବୀ ନୁହେଁ ଏକଥା ସ୍ୱୀକାର କରିବାକୁ ଆମେ ବାଧ୍ୟ । ଆଉ ଏକଥା ବି ସ୍ୱୀକାର କରିବାକୁ ବାଧ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ର ଅଧିକାଂଶ ଓଡ଼ିଆଙ୍କ ମନରେ ଯେମିତି ବସା ବାନ୍ଧିଛି, ଅନ୍ୟ କେଉଁ ମନୋରଞ୍ଜନର ଭାଗ୍ୟ ସେମିତି ହୋଇନାହିଁ । ତାହା…

କୋଭିଡ୍‌ ହସ୍ପିଟାଲରେ ଆଡମିଶନ ପାଇଁ ପଜିଟିଭ ରିପୋର୍ଟ ଜରୁରୀ ନୁହେଁ

ନୂଆଦିଲ୍ଲୀ: କରୋନା ରୋଗୀମାନଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ବିଭିନ୍ନ ବର୍ଗର କୋଭିଡ୍‌ ଡାକ୍ତରଖାନା କରୋନା ରୋଗୀଙ୍କ ଆଡ୍‌ମିଶନ ଏବଂ ଚିକିତ୍ସା ବ୍ୟବସ୍ଥାରେ ସୁବିଧା ଆଣିବା ଜାତୀୟ ନୀତିରେ ସଂଶୋଧନ କରିଛି। ସଂଶୋଧିତ ନୀତି ଅନୁଯାୟୀ,…

[ଭିଡ଼ିଓ] ଓଲଟିଲା ମାଛ ଟ୍ରକ, ବୋହିନେଲେ ଲୋକେ !

ମହାରାଷ୍ଟ୍ର: କରୋନା ସଂକ୍ରମଣ ରୋକିବା ଲାଗି ମହାରାଷ୍ଟ୍ର ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ତଥାପି ଆଜି ସକାଳୁ ସୋଲାପୁରରେ ବହୁମାତ୍ରାରେ ଲୋକ ଭିଡ ଜମାଇଥିଲେ । ଏକ ମାଛ ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ସମ୍ଭାଜୀ ମହାରାଜ କେନାଲ ନିକଟରେ ଓଲଟିପଡିଥିଲା । ଯାହା ପରେ ଲୋକେ ମାଛ ହରିଲୁଟ୍…

ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଖାଆନ୍ତୁ ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ: ସାମ୍ପ୍ରତିକ କରୋନା ସଙ୍କଟ ସମୟରେ ସ୍ୱାସ୍ଥ୍ୟ ଉପରେ ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଆମ ଶରୀରକୁ କରୋନାଭାଇରସ ପ୍ରଭାବରୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥ ଏବଂ ଫିଟ୍ ରହିବା ପାଇଁ କେଉଁ…

ଢାବା ମାଲିକ ଗିରଫ, ବିପୁଳ ପରିମାଣର ମଦ ଜବତ

ଢେଙ୍କାନାଳ: ଲାଭଖୋର ଢାବା ମାଲିକଙ୍କ ଅଭିନବ ଉପାୟ । ଲକଡାଉନ୍‌ରେ ଚଢା ଦରରେ ବେଆଇନ ଭାବେ ମଦ ବିକି ମାଲାମାଲ ହେବାକୁ ଦେଖିଥିଲେ ସ୍ୱପ୍ନ । ହେଲେ ଅବକାରୀ ବିଭାଗ ସବୁ ଯୋଜନାକୁ ଭଣ୍ଡୁର କରିଦେଇଥିଲା । ଢେଙ୍କାନାଳ ୫୩ ନମ୍ବର ଜାତୀୟ ରାଜପଥ କଡରେ ଥିବା ରାଜକୁମାର ଢାବାରୁ ଜବତ ହୋଇଛି ବିପୁଳ…