Latest Odisha News

BREAKING NEWS

ସାପ କାମୁଡ଼ାରେ ଭାଇ ଓ ଭଉଣୀ ମୃତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଏକ ଗ୍ରାମରେ ଶୁକ୍ରବାର ରାତିରେ ବିଷାକ୍ତ ସାପ କାମୁଡାରେ ତିନି ବର୍ଷର ଝିଅ ଓ ତା'ର ୧୧ ବର୍ଷୀୟ ଭାଇର ମୃତ୍ୟୁ ଘଟିଛି। ମୃତ ଭାଇ ଓ ଭଉଣୀ ଭୁମିକା ଏବଂ ଅଭିଷେକ ବୋଲି ଜଣାପଡିଛି। ସେମାନେ ଆଳି ନିକଟ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାସଙ୍କ ସନ୍ତାନ।…

ଇଟାୱା ସଫାରି ପାର୍କରେ ୨ ସିଂହୀ କରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଇଟାୱା ସଫାରି ପାର୍କରେ ଥିବା ୨ ସିଂହୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଉ ଏକ ସିଂହୀଙ୍କୁ କୋଭିଡ୍ ସଂକ୍ରମିତ ବୋଲି ସନ୍ଦେହ କରାଯାଉଛି। ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଆଇଭିଆରଆଇ) ବରେଲି ପରୀକ୍ଷା ରିପୋର୍ଟ ପଠାଇବା ସହ ସନ୍ଦିଗ୍ଧ ସିଂହୀର ନମୁନା…

କଟକ ଜେଲ୍‌ରେ ଆଉ ୯ କଏଦୀ କରୋନା ପଜିଟିଭ

କଟକ: କଟକ ଜିଲ୍ଲାର ସାଲେପୁର ସବ୍‌-ଜେଲରେ କରୋନା ଆକ୍ରାନ୍ତ ହୋଇଥିବା ଅନ୍ତେବାସୀଙ୍କ ସଂଖ୍ୟା ୨୨ କୁ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ଆଉ ୯ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ, ଏପ୍ରିଲ୍ ୩୦ରେ ୬ ଜଣ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ…

ଶୋଇଛି ସରକାର ? କରୋନା ରୋଗୀଙ୍କୁ ମିଳୁନି, ନଦୀରେ ଭାସୁଛି ରେମଡେସିଭର ଇଞ୍ଜେକ୍ସନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ସମସ୍ତଙ୍କ ନିଦ ହଜାଇ ଦେଇଛି । ଦେଶରେ ଅକ୍ସିଜେନ୍, ବେଡଠୁ ନେଇ ଔଷଧ ସବୁକିଛିର ଅଭାବ ଦେଖା ଦେଇଛି । କେଉଁଠି ଅକ୍ସିଜେନ୍ ପାଇଁ ଛଟପଟ ହୋଇ ଜୀବନ ଯାଉଛି ତ ଆଉ କେଉଁଠି ଔଷଧ ପାଇଁ । ଏହାରି ଭିତରେ ପଞ୍ଜାବର ଏକ ଭିଡିଓକୁ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ…

ଟିକାଦାନ କେନ୍ଦ୍ରରେ ଅସନ୍ତୋଷ, କର୍ମଚାରୀ ବିଳମ୍ବରେ ଆସୁଥିବା ଅଭିଯୋଗ

ସୋନପୁର: ଟିକା ନେବାକୁ ଭୋରରୁ ଲାଗୁଛି ଲାଇନ୍ । ରାତି ସାଢ଼େ ୩ଟାରୁ ଟିକାଦାନ କେନ୍ଦ୍ରରେ ଲାଇନ୍ ଦେଉଛନ୍ତି ଲୋକ । କିନ୍ତୁ ସକାଳ ୮ଟା ସୁଦ୍ଧା ସେଣ୍ଟରକୁ ଆସୁ ନାହାନ୍ତି କର୍ମଚାରୀ । ଫଳରେ ଟିକାକରଣ ବିଳମ୍ବ ହେଉଛି । ଏଭଳି ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଥିବା…

କରୋନାରେ ଚାଲିଗଲା ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ

କୋରାପୁଟ: କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। କୋରାପୁଟର ବରିଷ୍ଠ ସାମ୍ବାଦିକ ଡି ଶଙ୍କର ରାଓ ଶନିବାର ସକାଳେ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, ଶ୍ରୀ ରାଓଙ୍କ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ…

ଚୀନ୍ ଟିକାର ଜରୁରୀ ବ୍ୟବହାରକୁ ଅନୁମତି ଦେଲା WHO

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଚୀନ୍ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଚୀନର ସିନୋଫାର୍ମ ପ୍ରସ୍ତୁତ କୋଭିଡ୍ ଟିକାକୁ ଗ୍ରୀନ୍ ସିଗନାଲ ମିଳିଛି । ଏହା ହେଉଛି ଚୀନର ପ୍ରଥମ ଟିକା ଯାହାକୁ ମିଳିଛି WHO ମଞ୍ଜୁରୀ । ଏନେଇ ଏକ ସାମ୍ବାଦିକ…

ବଙ୍ଗଳା ପାଠ୍ୟ ପୁସ୍ତକରେ ସ୍ଥାନ ପାଇଲା ମାନବ ଏବଂ ଅର୍ଚ୍ଚନାଙ୍କ ଯୋଡି

ମୁମ୍ବାଇ: ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଏବଂ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଫଟୋ ଏଣିକି ପିଲାମାନଙ୍କ ପାଇଁ ବଙ୍ଗଳା ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ। ବଙ୍ଗଳାର ଛାତ୍ରଛାତ୍ରୀ ଏବେ ଉଭୟଙ୍କ ସମ୍ପର୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବେ। ଏହା ସୁଶାନ୍ତ ଏବଂ…

ଭାରତରେ ବ୍ୟବହାର ହେବ ବ୍ରିଟେନ୍ ପଠାଯିବାକୁ ଥିବା ୫୦ ଲକ୍ଷ ‘କୋଭିସିଲ୍ଡ’

ନୂଆଦିଲ୍ଲୀ: ବ୍ରିଟେନ୍ ପଠାଯିବାକୁ ଥିବା ‘କୋଭିସିଲ୍ଡ’ ଭ୍ୟାକ୍ସିନର ୫୦ ଲକ୍ଷ ଡୋଜର ବ୍ୟବହାର ଭାରତ କରାଯିବ । ଏହି ଡୋଜକୁ ଦେଶର ୨୧ ରାଜ୍ୟର ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଛି । ପୂର୍ବରୁ ଏହି ଡୋଜକୁ ସେରମ ଇନଷ୍ଟିଚ୍ୟୁଟ୍ ବ୍ରିଟେନ୍…

କରୋନା ସଙ୍କଟ ବେଳେ ପୁଣି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ, ଖୁବଶୀଘ୍ର ଟିଭି ପରଦାରେ ରାମାୟଣ !

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଗାଥା ରାମାୟଣ ପୁଣି ଥରେ ଖୁବସୀଘ୍ର ଟିଭି ପରଦରେ ଦେଖିବାର ସୁଯୋଗ ମିଳିବ । ଆସନ୍ତା ଗୁରୁବାରଠାରୁ କଲର୍ସ ଚ୍ୟାନେଲରେ ଏହାର ପ୍ରସାରଣ ହେବ । କରୋନା ସଙ୍କଟ ଭିତରେ ଏବେ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ୍ ଓ କରୋନା କର୍ଫ୍ୟୁ ଲାଗିଛି । ସମସ୍ତେ ଘରେ…