Latest Odisha News

BREAKING NEWS

ରାଜଧାନୀରେ ଅସ୍ଥାୟୀ ଦୋକାନରେ ଦୀପ ବିକ୍ରି ମନା

ଭୁବନେଶ୍ୱର: କରୋନା ସଙ୍କଟ ମଧ୍ୟରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ରାସ୍ତା କଡ଼ରେ ବସୁଥିବା ଅସ୍ଥାୟୀ ଦୋକାନ ଗୁଡିକରେ ଦୀପ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। କୋଭିଡ୧୯ ମହାମାରୀ ଯୋଗୁଁ ସମ୍ଭାବ୍ୟ କ୍ଷତିକାରକ ପରିଣାମକୁ ବିଚାର କରି ବାଣ କିଣିବା ଓ ଫଟାଇବାକୁ ଓଡିଶା…

ୱେଷ୍ଟଇଣ୍ଡିଜର ବିବାଦୀୟ କ୍ରିକେଟର ସାମୁଏଲ୍ସଙ୍କ ଅବସର ଘୋଷଣା

ଆଟିଂଗୁଆ:ୱେଷ୍ଟଇଣ୍ଡିଜର ବିବାଦୀୟ କ୍ରିକେଟର ମାର୍ଲନ ସାମୁଏଲ୍ସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ବିବାଦ ସତ୍ୱେ ସାମୁଏଲ୍ସଙ୍କ ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ ୨ଥର ଟି୨୦ ବିଶ୍ୱକପ ଜିତିବାର ଗୌରବ ଅର୍ଜନ କରିଛି । ୱେଷ୍ଟଇଣ୍ଡିଜ କ୍ରିକେଟ ମୁଖ୍ୟ ଗ୍ରେଭ ସାମୁଏଲ୍ସ ତାଙ୍କ…

‘ଶୀତ ଦିନ ପାଇଁ ସାବଧାନ’

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ତଳମୁହାଁ ରହିଛି । ହେଲେ ରାଜ୍ୟରୁ କରୋନାର କୋପ କମିନି । ଅନ୍ୟ ଭୂତାଣୁ ଓ କରୋନା ଭାଇରସ ମଧ୍ୟରେ ଅନେକ ଫରକ ରହିଛି । ଆଗକୁ ଶୀତ ଆସୁଥିବାରୁ ସଜାଗ ରହିବା ଆବଶ୍ୟକ । ଶୀତ ଲାଗି କରୋନା ବ୍ୟାପିବା ଅଧିକ ସମ୍ଭାବନା ରହିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ…

ନଭେମ୍ବର ୨୦ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରୁ ବସିବ ବିଧାନସଭା ଶୀତ ଅଧିବେଶନ । ଏହା ନଭେମ୍ବର ୨୦ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଚଳିତଥର…

ଆରପାରିରେ ପୂର୍ବତନ କ୍ରିକେଟ ଖେଳାଳି ଶାନ୍ତନୁ ଶତପଥୀ

ଭୁବନେଶ୍ୱର: ପରଲୋକରେ ପୂର୍ବତନ କ୍ରିକେଟ୍ ଖେଳାଳି ଶାନ୍ତନୁ କୁମାର ଶତପଥୀ। ୭୯ ବର୍ଷ ବୟସରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ଶାନ୍ତନୁ ଜଣେ ପ୍ରସିଦ୍ଧ କ୍ରିକେଟର ଥିଲେ ଯିଏ ରଣଜୀ ଟ୍ରଫିରେ ଓଡିଶା, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ର ଭଳି ତିନୋଟି ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ। ସେ…

ରାସ୍ତା ମଝିରେ ଦୁଇ ଯୁବତୀଙ୍କୁ ଛୁରାମାଡ

ନୂଆପଡା: ବିଚ ରାସ୍ତାରେ ଦୁଇ ଯୁବତୀଙ୍କୁ ଛୁରାମାଡ । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଛୁରାମାଡ କଲା ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେନ୍ ବଜାର ରାସ୍ତାରେ । ଏକ ତରଫା ପ୍ରେମରେ ବିଫଳ ହେବା ପରେ ଯୁବକ ଜଣକ ଛୁରାମାଡ କରିଥିବା ଅଭିଯୋଗ ହୋଇଛି । ଛୁରାମାଡରେ…

ଗଣିତ ଖେଳ : ଆସ ଦେଖିବା ସଂଖ୍ୟା

ଗଣିତ କହିଲେ ସଂଖ୍ୟାର ଖେଳ । ସଂଖ୍ୟାକୁ ଚିହ୍ନିଲେ ହିଁ ଗଣିତକୁ ଭଲ କରି ବୁଝିହେବ । ସଂଖ୍ୟାକୁ ଦେଖିପାରିଲେ ଆମେ ଗଣିତ ସମୀକରଣକୁ ବି ଦେଖିପାରିବା । କଳାପଟା ରେ କି ଖାତାରେ ୧, ୨, ୩, ୪.... ଭଳି ପୂର୍ଣ ସଂଖ୍ୟା ଲେଖିଲା ବେଳେ ଆମେ ଏହାକୁ କେବଳ ଗୋଟିଏ ଚିହ୍ନ ଭାବରେ ଲେଖେ । ସଂଖ୍ୟାକୁ…

ଭାରତକୁ ଶତ୍ରୁ କବଳରୁ ରକ୍ଷା କରିବ ଏହି ଉପଗ୍ରହ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ୭ ନଭେମ୍ବରରେ ଉତକ୍ଷେପଣ କରିବାକୁ ଯାଉଛି। ଇସ୍ରୋ ଏହି ଉପଗ୍ରହ ଶ୍ରୀହରିକୋଟାଙ୍କ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ନଭେମ୍ବର ୭ ରେ ଅପରାହ୍ନ ୩ଟା ସମୟରେ ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି।…

ମହାରାଷ୍ଟ୍ର ପରେ ଏବେ କେରଳରେ ପଶି ପାରିବନି CBI !

କେରଳ: ଏବେ କେରଳରେ ପଶି ପାରିବନି ସିବିଆଇ । ମହାରାଷ୍ଟ୍ର ସରକାରଙ୍କ ଭଳି ରାଜ୍ୟରେ ସିବିଆଇର ଅବାଧ ପ୍ରବେଶ ଉପରେ କେରଳ ସରକାର ରୋକ ଲଗାଇଛନ୍ତି। ପୂର୍ବରୁ ଥିବା ନିୟମ ଅନୁଯାୟୀ, ସିବିଆଇ ଯେ କୌଣସି ମାମଲାରେ କେରଳରେ ପଶି ତଦନ୍ତ କରିବାର କ୍ଷମତା ରଖିଥିଲା। ଏଥିପାଇଁ ରାଜ୍ୟ ସରକାର ଓ ସିବିଆଇ…

ଢେଙ୍କାନାଳରୁ ଉଦ୍ଧାର ହେଲା ୬ଫୁଟ ଲମ୍ବର ଅଜଗର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଆଲାସୁଅ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ୬ଫୁଟ ଲମ୍ବର ଅଜଗର ସାପ। ସାପ ଖେଳ ଦେଖାଉଥିବା ସମୟରେ ଜଙ୍ଗଲ ଅଧିକାରୀମାନେ ଏହି ୬ ଫୁଟ ଲମ୍ବର ପାଇଥନକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସାପ ଖେଳ ହେଉଥିବା ଖବର ପାଇ ବିଭାଗୀୟ ବନ ଅଧିକାରୀ…