Latest Odisha News

BREAKING NEWS

ଯୋଗୀଙ୍କ ଜନସଂଖ୍ୟା ହ୍ରାସ ଫର୍ମୂଲା: ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ସୁବିଧାରେ କାଣ୍ଟଛାଣ୍ଟ

ଲକ୍ଷ୍ନୌ: ଜନସଂଖ୍ୟା ହ୍ରାସ ପାଇଁ ଉତ୍ତରପ୍ରଦେଶରେ ଯୋଗୀ ସରକାର ନୂଆ ବିଧେୟକ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ଦୁଇରୁ ଅଧିକ ପିଲା ଥିବା ବାପା-ମାଆଙ୍କୁ କିଛି ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିପାରେ । ଗୋଟିଏ ପିଲାର ବାମା-ମାଆଙ୍କ ନେକ ସରକାରୀ ସୁବିଧା ଉପଲବ୍ଧ ହେବ । ଉତ୍ତରପ୍ରଦେଶ…

୧୫ଟି ୟୁରୋପୀୟ ଦେଶରେ କୋଭିଶିଲ୍ଡକୁ ମିଳିଲା ସ୍ୱୀକୃତି

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କୋଭିଶିଲ୍ଡ ଟିକାକୁ ସ୍ୱୀକୃତି ଦେବା ପାଇଁ ବେଲଜିୟମ ସର୍ବଶେଷ ୟୁରୋପୀୟ ଦେଶ ହୋଇପାରିଛି। କୋଭିଶିଲ୍ଡ ବର୍ତ୍ତମାନ ୧୫ ୟୁରୋପୀୟ ଦେଶ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ସେରମ୍…

କୁଳାଙ୍ଗାର ଉବାଚ : ହୋ ଭଗତେ ୨୦୨୧

ହୋ ଭଗତେ... ହୋ...  ରଥ ଯାଏ ଗଡି.. ଚକ ଯାଏ ଗଡି, କବାଟ ଫାଙ୍କରେ ଚାହିଁଲା ବେଳକୁ ବୁଢାକୁ ଟାଣୁଛି ବୁଢୀରେ.... ଡିଡ୍ଡାଣି.. ଡିଡ୍ଡାଣି... ଡାଆଣି.....। ହୋ ଭଗତେ... ହୋ... ବସ ଚାଲୁ ନାହିଁ.. ତାଲା ବନ୍ଦି ପାଇଁ, ବଡଲୋକ ବୋଲି ସିଏ ତାବେଳକୁ ଦେଖ ଗଳାବାଟ…

ଥମିନି କରୋନା ପ୍ରକୋପ; ‘ହୁ’ ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ: ଏଯାଏ ଥମିନି କରୋନା ପ୍ରକୋପ। ସତର୍କ ରହିବାକୁ ପରାମର୍ଶ ଦେଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ‌ସୌମ୍ୟା ସ୍ବାମୀନାଥନ୍। ସେ କହିଛନ୍ତି ଯେ କରୋନାଭାଇରସ୍ ମହାମାରୀର ଗତି ମନ୍ଥର ହେଉନି ବରଂ ବଢି ବଢି ଚାଲିଛି। କାରଣ ଡେଲଟା ପ୍ରକାରର ବିସ୍ତାର ଏବଂ ଟିକାକରଣର…

ମହିଳା କ୍ରିକେଟର ହରଲିନଙ୍କ ଜବରଦସ୍ତ କ୍ୟାଚ୍, ଭିଡିଓ ଦେଖିଲେ ଆପଣ ବି କହିବେ କମାଲ୍ ….

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତୀୟ ମହିଳା କ୍ରିକେଟର ହରଲିନ୍ ଦେଓ୍ୱଲ ଏବେ ସୋସିଆଲ୍ ମିଡିଆରେ ସୁପର ଓ୍ୱିମେନ୍ ପାଲଟିଛନ୍ତି । ବ୍ରାଉଣ୍ଡି ଲାଇନରେ ସେ ଏମିତି ଗୋଟିଏ କ୍ୟାଚ୍ ଧରିଥିଲେ ଯାହାକୁ ଦେଖିଲେ ଆପଣ ବି କହିବେ କି କମାଲ୍ କଲେ ହରଲିନ୍ । ଅସମ୍ଭବ କ୍ୟାଚ୍…

ଘୋଷ ଯାତ୍ରାକୁ ଆଉ ୨ ଦିନ, ଆଜି ଉଭାଯାତ୍ରା ଓ ଆଜ୍ଞାମାଳ ବିଜେ

ପୁରୀ: ଆଉ ୨ଦିନ ରହିଲା ରଥଯାତ୍ରା। ଶୁକ୍ରବାର ନବଯୌବନ ଦର୍ଶନ ଥିବା ବେଳେ ଆଜି ଶନିବାର ଉଭାଯାତ୍ରା ସାଙ୍ଗକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ସରିବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ସେପଟେ ରଥ ପ୍ରସ୍ତୁତ ହେବାରେ ଲାଗିଛି। ଶୁକ୍ରବାରଠାରୁ କନା ପଡ଼ିବା ଆରମ୍ଭ…

ଆଜି ଓଡିଶାରୁ ୨୩୩୪ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ହାର ୩.୦୮%

ଭୁବନେଶ୍ବର: ରାଜ୍ୟରେ ସ୍ଥିର ରହିଛି କାରୋନା ସଂକ୍ରମଣ। ଆଜି ଚିହ୍ନଟ ହୋଇଛନ୍ତି ୨୩୩୪ ନୂଆ ଆକ୍ରାନ୍ତ। ଏମାନଙ୍କ ଭିତରେ ସଂଗରୋଧରୁ ୧୩୪୨ ଓ ଲୋକାଲ କେସ ରହିଛି ୯୯୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୦ ଓ କଟକରୁ ଚିହ୍ନଟ ହୋଇଛନ୍ତି ୩୭୧ ଆକ୍ରାନ୍ତ। କେନ୍ଦ୍ରାପଡ଼ାରୁ ୧୯୬, ଯାଜପୁରରୁ…

ନିରଞ୍ଜନ ସେଠୀଙ୍କ ‘ ପୁଣ୍ୟବ୍ରହ୍ମ ‘ ‘ ପ୍ରୀତିନୀଡ଼’ ଓ ‘ନଥିବା ଲୋକର ଛାଇ’…

ଭୁବନେଶ୍ୱର : ମିରାମ୍ବିକା ପ୍ରଡକ୍ସନ ଏବଂ ସାଇ ସୃତି ପବ୍ଲିକେସନ ଆନୁକୂଲ୍ୟରେ କବି ନିରଞ୍ଜନ ସେଠୀଙ୍କ ରଚିତ ଜୀବନ, ଯନ୍ତ୍ରଣା ଓ ଜଗନ୍ନାଥ ଆଧାରିତ ଛଅଟି ଗୀତର ଅଡିଓ 'ପୁଣ୍ୟବ୍ରହ୍ମ' ଏବଂ ପ୍ରୀତିନୀଡ଼' ଓ "ନଥିବା ଲୋକର ଛାଇ' ଦୁଇଟି କବିତା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସୂଚନା ଓ…

କବିତା : ଅଷ୍ଟମ ଗର୍ଭର ଝିଅ

ମାନସ ରଞ୍ଜନ ମହାପାତ୍ର ଅଷ୍ଟମ ଗର୍ଭରେ ଶୂନ୍ୟରୁ ମିଳିଥିବା ଝିଅ ମିଳେଇଯାଏ ପବନରେ ଅଜାଣତରେ ଦିଗବଳୟରେ ସମଗ୍ର ଇତିହାସକୁ ବଞ୍ଚେଇରଖିବାକୁ ସବୁକାଳେ ବଳିପଡନ୍ତି ଝିଅମାନେ କେବେ ବଞ୍ଚେଇବାକୁ ଇଶ୍ଵର ତ କେବେ ରାଜମୁକୁଟ ହଜିଯାଏ ଗୋଟେ କୋମଳ ସ୍ଵର ଜୟଜୟକାର ନିନାଦରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୦-୭-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୧୦ ରିଖ ଶନିବାର ମିଥୁନ ୨୬ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର- ବୃଷ, ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର- କନ୍ୟା ରାଶି ପୁରୁଷ ବିଛା…