Latest Odisha News

BREAKING NEWS

କବିତା : ମହାମାରୀ

ସୁପ୍ରିୟା ପଣ୍ଡା    ହା ହା କାର ଆଜି ଜନମାନସରେ ଦୁର୍ବିପାକର ସମୟ , ଦୂର ଦେଶୁ କେଉଁ କ୍ଷୁଦ୍ର କଣିକା ମାନବ ଜାତିର ଭୟ। ବ୍ୟାଧିର ରାକ୍ଷସ ବାହୁ ତଳେ ଆଜି ବିଶ୍ୱ କବଳିତ ହୁଏ, କୋଣ ଅନୁକୋଣେ କାୟା ବିସ୍ତାରି ସଭିଙ୍କ ପ୍ରାଣ ଥରାଏ । ପଶୁପକ୍ଷୀ ସବୁ ନିର୍ଭୟର ଚିତ୍ତେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୭-୫-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା୭ ରିଖ ଶୁକ୍ରବାର ମେଷ ୨୪ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ପୂର୍ବ ଭାଦ୍ର ନକ୍ଷତ୍ର ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ବିଛା, ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ ତୁଳା…

ଘରୋଇ ହସ୍ପିଟାଲରେ ୧୮-୪୪ ବର୍ଷ ବୟସବର୍ଗଙ୍କୁ ଟୀକାକରଣ ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର : ଦ୍ରୁତଗତିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ୧୮-୪୪ ବର୍ଷ ବୟସବର୍ଗଙ୍କୁ ଘରୋଇ ହସ୍ପିଟାଲରେ ଟୀକାକରଣ ପାଇଁ ଅନୁମତି ମିଳିଛି । କୋଭାକ୍ସିନ ଓ କୋଭାଲସିଲ୍ଡ ଟୀକା ଲୋକଙ୍କୁ ମାଗଣାରେ ଦିଆଯାଉଛି । କିନ୍ତୁ ଘରୋଇ ହସ୍ପିଟାଲରେ…

କରୋନାରେ ସିଂହର ମୃତ୍ୟୁ ପରେ ସବୁ ଚିଡିଆଖାନାରେ ନିଆଗଲା ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ୱର: କରୋନା କେବଳ ମାନବ ସମାଜର କ୍ଷତି କରୁଛି ତା ନୁହେଁ । ଏହା କବଳରେ ପଶୁ ମାନେ ବି ପଡିଲେଣି । ହାଇଦ୍ରାବାଦରେ ଗୋଟିଏ ସିଂହର କରୋନାରେ ମୃତ୍ୟୁ ହେବା ପରେ ଦେଶର ସବୁ ଚିଡ଼ିଆଖାନାରେ ସତର୍କ ଓ ସୁରକ୍ଷା ପଦକ୍ଷେପ ବଢାଇବାକୁ ନିର୍ଦ୍ଦେଶ ଆସିଛି। ଜଙ୍ଗଲ ପରିବେଶ ମନ୍ତ୍ରାଳୟ ସବୁ…

ରାଜଧାନୀରେ ଲକ୍ ଡାଉନ ସମୟରେ ବାହାଘର ଓ ଶୁଦ୍ଧଘର କାମ ପାଇଁ ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ୱର: ଲକଡାଉନ ସମୟରେ ବାହାଘର ଓ ଶୁଦ୍ଧଘର କାମ ପାଇଁ ଅନୁମତି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଏହି ନମ୍ବରଟି ହେଉଠି ୮୧୪୪୨୦୭୧୦୦ । ଏହି ନମ୍ବରକୁ କଲ କଲେ କେବଳ ଭୁବନେଶ୍ୱର ପାଇଁ ଉଦ୍ଦିଷ୍ଟ । 8144207100 ,This number is for…

ସିଙ୍ଗଲ ଡୋଜ ବ୍ୟବହାର ଅନୁମତି ଦେଇ ଭ୍ୟାକ୍ସିନ ଦୌଡରେ ଆଗରେ ରହିଲା ରୁଷିଆ

ମସ୍କୋ: କରୋନା ମହାମାରୀ ମୁକାବିଲା ପାଇଁ ପ୍ରାୟ ସମସ୍ତ ଦେଶ ଭ୍ୟାକ୍ସିନ ଉପରେ ଜୋର ଦେବା ଆରମ୍ଭ କରିଛନ୍ତି । ଏହି ଦୌଡରେ ପୁନର୍ବାର ଆଗରେ ରହିଛି ରୁଷିଆ । ପ୍ରାପ୍ତ ଖବର ଅନୁସାରେ ରୁଷିଆ ଭ୍ୟାକ୍ସିନର ସିଙ୍ଗଲ ଡୋଜ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ରୁଷ ସ୍ୱାସ୍ଥ୍ୟାଧିକାରୀ ଏ ନେଇ…

ଇରଫାନ ପଠାନଙ୍କ ବିରୋଧରେ ଅବୈଧ ସମ୍ପର୍କ ରଖିବା ଅଭିଯୋଗ

ଅହମ୍ମଦାବାଦ: ଅହମ୍ମଦାବାଦ ପୋଲିସ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସୟେଦ ଇବ୍ରାହିମ ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ବିରୋଧରେ ତାଙ୍କ ବୋହୂ ସହ ଅବୈଧ ସମ୍ପର୍କ ରଖିବା ଅଭିଯୋଗ ଆଣିଛନ୍ତି । ଅଭିଯୋଗକାରୀ ଦମ୍ପତି ଏକ ଭିଡିଓ ଜାରୀ କରି ଏ ନେଇ ନ୍ୟାୟ ମାଗିଛନ୍ତି । ଯଦି ନ୍ୟାୟ ନ…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ସାଂସଦ ରଘୁନାଥ ମହାପାତ୍ରଙ୍କ ପତ୍ନୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପ୍ରଦୀପ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟେଲିଫୋନରେ ଶ୍ରୀ ନାୟକଙ୍କ ପତ୍ନୀଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ନାୟକ ବର୍ତ୍ତମାନ ଏମସରେ ଭେଣ୍ଟିଲେଟରରେ ଅଛନ୍ତି ।…

ମାଲେସିଆ ଓପନ ବ୍ୟାଡମିଂଟନରେ ଅଂଶଗ୍ରହଣ କରିପାରିବ ନାହିଁ ଭାରତୀୟ ଟିମ୍

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଂଟନ ଖେଳାଳିଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । କୋଭିଡ୧୯ କଟକଣା ଯୋଗୁ ଏବେ ଭାରତୀୟ ବିମାନ ଉପରେ ମାଲେସିଆ ପ୍ରତିବନ୍ଧ ଲଗାଇଛି । ଯାହା ଫଳରେ ଚଳିତ ମାସ ଶେଷ ଭାଗରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତୀୟ ଟିମ୍ ଅଂଶଗ୍ରହଣ କରିପାରିବ ନାହିଁ ।…

କରୋନା ଯୋଗୁ ମାଆ ଓ ଭଉଣୀଙ୍କୁ ହରାଇଲେ ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତିଙ୍କ ଉପରେ ଦୁଃଖର ପାହାଡ ଖସି ପଡିଛି । କରୋନା ମହମାରୀରେ ଅଳ୍ପ ଦି ମଧ୍ୟରେ ସେ ତାଙ୍କ ମାଆ ଚେଲୁବମ୍ବା ଦେବୀ ଓ ଭଉଣୀ ବତ୍ସଲାଙ୍କୁ ହରାଇ ସାରିଛନ୍ତ । ବେଦା ଲେଖିଛନ୍ତି ମୋ ଟେଷ୍ଟ ନେଗେଟିଭ ଅଛି । ଏହି ଦୁଃଖଭରା ପରିସ୍ଥିତି…