Latest Odisha News

BREAKING NEWS

ପୁଣି ଆସୁଛି ପବଜି; ଏଥର ନୂଆ ନାଁରେ

ନୂଆଦିଲ୍ଲୀ: ଲୋକପ୍ରିୟ ଗେମ୍ ନିର୍ମାତା କ୍ରାଫ୍ଟନ୍ ଖୁବ୍ ଶୀଘ୍ର ବ୍ୟାଟଲଗ୍ରାଉଣ୍ଡସ୍ ମୋବାଇଲ୍ ଇଣ୍ଡିଆ ଲଞ୍ଚ କରିବାକୁ ଯାଉଛି। ଯାହାର ଟିଜର ଲଞ୍ଚ ହୋଇଛି। ପବଜୀ ମୋବାଇଲ୍ ତିଆରି କରୁଥିବା ଦକ୍ଷିଣ କୋରିଆ କମ୍ପାନୀ ଭାରତୀୟ ୟୁଜର୍ସଙ୍କ ପାଇଁ ଏହି ଖେଳର ପରିକଳ୍ପନା କରିଛି।…

ପରଲୋକରେ ବର୍ଷୀୟାନ ପାଲା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା

ଭୁବନେଶ୍ୱର: ପରଲୋକରେ ପାଲା ଜଗତର ଉଜ୍ଜ୍ୱଳ ନକ୍ଷତ୍ର ତଥା ଭାଗବତ ଭୂଷଣ ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା । ଗତକାଲି ରାତିରେ ଭୁବନେଶ୍ୱର ଉପକଣ୍ଠ ଗଣ୍ଡରପୁର ସ୍ଥିତ ଝିଅ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ ।…

ଖୁବଶୀଘ୍ର ଫେରିବେ ଭାରତରେ ଫସି ରହିଥିବା ଅଷ୍ଟ୍ରେଲୀୟ ନାଗରିକ

ମେଲବୋର୍ଣ୍ଣ: କରୋନା ସଂକ୍ରମିତ ଭାରତରେ ଫସି ରହିଥିବା ନିଜ ନାଗରିକ ମାନଙ୍କୁ ମେ ୧୫ ପରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଶୁକ୍ରବାର ଦିନ କହିଛନ୍ତି। ପୂର୍ବରୁ ନାଗରିକ ମାନଙ୍କର ଅଷ୍ଟ୍ରେଲିଆ ଫେରିବା ଉପରେ ପ୍ରତିବନ୍ଧକ…

କରୋନା ଚିକିତ୍ସା ପାଇଁ ନୂଆ ଔଷଧ ‘ଟୋସିଲିଜୁମାବ’, ଗୁରୁତର ରୋଗୀଙ୍କୁ ଦିଆଯିବ

ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ଆସିଲା ନୂଆ ମେଡିସିନ୍ ଟୋସିଲିଜୁମାବ । ଏଣିକି ଗୁରୁତର ଥିବା କରୋନା ରୋଗୀ କିମ୍ବା ଭେଣ୍ଟିଲେଟରରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କୁ ଟୋସିଲିଜୁମାବ ଇଞ୍ଜେକସନ୍ ଦିଆଯାଇପାରିବ । ଏହି ଇଞ୍ଜେକସନର ବ୍ୟବହାରକୁ ଅନୁମତି ଦେଇଛି ଊଉଏଓ । ଏହାପରେ ଏସଓପି ଜାରି…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମକେ ଷ୍ଟାଲିନ୍

ତାମିଲନାଡୁ: ଡିଏମକେ ସଭାପତି ଏମ କେ ଷ୍ଟାଲିନ୍ ଶୁକ୍ରବାର ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୩୩ ଡିଏମକେ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ରାଜ୍ୟପାଳ ବନୱାରିଲାଲ ପୁରୋହିତ ଗୁରୁବାର ଦିନ ତାଙ୍କ ବିଭାଗର ମନ୍ତ୍ରୀ ଭାବରେ…

ପ୍ରାଣଘାତୀ କରୋନା: ଦେଶରୁ ୧୦ ଦିନରେ ନେଲାଣି ୩୬ ହଜାର ଜୀବନ, ପ୍ରତି ଘଣ୍ଟାରେ ୧୫୦ ମୃତ

ନୂଆଦିଲ୍ଲୀ: ସେକେଣ୍ଡେ ଓ୍ୱେଭରେ ଭାରତରେ କରୋନା କରାଳ ରୂପ ଦେଖାଉଛି । ମୃତ୍ୟୁର ବିଭୀଷିକାରେ ବ୍ରେକ ଲାଗୁନି । ଏବେ ଦୈନିକ ମୃତ୍ୟୁସଂଖ୍ୟା ୩ହଜାର ତଳକୁ ଖସିବାର ନାଁ ଧରୁନି । ଗତ ୧୦ ଦିନ ହେବ ପ୍ରତିଦିନ ଦେଶରୁ ୩ହଜାରରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ୧୦ ଦିନରେ ୩୬ ହଜାରରୁ ଅଧିକ…

କ୍ରମାଗତ ଦ୍ୱିତୀୟ ଦିନରେ ଦେଶରୁ ୪ ଲକ୍ଷ କରୋନା ପଜିଟିଭ୍, ମୃତ୍ୟୁରେ ଲାଗୁନି ବ୍ରେକ୍

ନୂଆଦିଲ୍ଲୀ: ଘାତକ ହେଉଛି କରୋନା । ଦେଶରେ ସ୍ଥିତି ଉଦବେଗଜନକ । ମେ’ ମାସରେ ଦୈନିକ ସଂକ୍ରମଣ ୪ ଲକ୍ଷରୁ ଅଧିକ ରହୁଛି । ଦିନକରେ ୪ ହଜାର ପାଖାପାଖି ମୃତ୍ୟୁବରଣ କରୁଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ୪ ଲକ୍ଷ ଉପରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ…

ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସୁଥିଲେ ୧୪ ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଏଭଳି ସ୍ଥଳେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଦିଲ୍ଲୀକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଇନଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଭାଇରସର ଏକ ଭାରିଏଣ୍ଟ ଚିହ୍ନଟ…

ଆସାମରେ ୨.୮ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ

ଗୁଆହାଟୀ: ଆସାମରେ ଶୁକ୍ରବାର ଦିନ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସକାଳୁ ସକାଳୁ ମୋରିଗାନ୍ ଅଞ୍ଚଳରେ ଏହି ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୨.୮ । ସକାଳ ପ୍ରାୟ ୬ଟା ୧୩ ମିନିଟରେ ଭୂମିକମ୍ପ ହୋଇଥିବା ନେଇ ନ୍ୟାସନାଲ୍ ସେଣ୍ଟର ଫର୍…

ଓଡ଼ିଶାରୁ କରୋନା ନେଲା ଆଉ ୧୯ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ ସହ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଜି ଚଳିତବର୍ଷ ସର୍ବାଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ୧୧ ଜିଲ୍ଲାରୁ ୧୯ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୦ ଜଣ ପୁରୁଷ ଓ ୯ ଜଣ ମହିଳା । Regret to…