Latest Odisha News

BREAKING NEWS

ଭୁବନେଶ୍ୱରର ଏହି ମଲରେ ଦିଆଯିବ ଦ୍ୱିତୀୟ ଡୋଜ୍ କୋଭାକ୍ସିନ୍

ଭୁବନେଶ୍ୱର: ରାଜଧାନୀରେ କରୋନା ଟିକାକରଣକୁ ବିଏମସି ବ୍ୟାପକ କରିଛି । ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଅନ୍ୟପଟେ ଘରୋଇ ହସ୍ପିଟାଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକାଦାନ ବନ୍ଦ ରହିଛି । ଫଳରେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା…

ନଭିମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନ ଭଡ଼ା ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡ୍ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଏପ୍ରିଲରୁ ବ୍ୟବହାର କରି ଆସୁଥିଲେ । ଏହାର ଭଡ଼ା ବାବଦ ଦେୟ ୨ କୋଟି ୧୬…

ଭାଙ୍ଗିଲା ନକ୍ସଲଙ୍କ ସହିଦ ସ୍ମାରକୀ !

ମାଲକାନଗିରି: ବିଜାପୁର ଏନକାଉଣ୍ଟର ପରଠୁ ପୂର୍ବ ଅପେକ୍ଷା ଅଧିକ ସଜାଗ ରହିଛନ୍ତି ଡିଆର୍‌ଜି ଯବାନ । ଜାରି ରହିଛି ଜୋରଦାର କୁମ୍ବିଂ ଅପରେସନ୍ । ସୂଚନା ମିଳିଛି ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ନକ୍ସଲଙ୍କର ଏକ ସହିଦ ସ୍ମାରକୀକୁ ଭାଙ୍ଗିଦେଇଛନ୍ତି ଡିଆର୍‌ଜି ଯବାନ ।…

ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆ ନିଲମ୍ବିତ !

ମାଲକାନଗିରି: ନିଲମ୍ବିତ ହେଲେ ପୂର୍ବତନ ତହସିଲଦାର ବାବୁ । ଆଉ ତା ପୁଣି ଜମି ଦୁର୍ନୀତି ମାମଲାରେ । କିଛି ଏପରି ଖବରକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା । କାଲିମେଳାର ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆ କିଛି ମାସ ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଜମି…

ଗବ ଗରଗଡ଼ ତେଟେଙ୍ଗେ, ମନ ପଡ଼ିଗଲେ ଉଠେଙ୍ଗେ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ସେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥାଏ ମୁଁ । ବୋଧହୁଏ ଆଦ୍ୟ କୈଶୋରରେ ପାଦ ଦେଉ ଦେଉ ଯେଉଁ ସବୁ ଶାରୀରିକ ଓ ମାନସିକ ପରିବର୍ତ୍ତନ ଘଟେ, ସେ ସବୁ ମୋ କ୍ଷେତ୍ରରେ ଟିକିଏ ବେଶୀ ଅନୁଭବ ହେଉଥିଲା । ହୁଏତ ଏହା ସମସ୍ତଙ୍କ କ୍ଷେତ୍ରରେ ହେଉଥିବ,…

ବରଗଡ଼ରେ ICU ଓ ଭେଣ୍ଟିଲେଟର ସୁବିଧା ଥିବା କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ

ବରଗଡ଼: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବରଗଡ଼ରେ କୋଭିଡ୍ କେୟାର ସେଣ୍ଟର ଉଦଘାଟିତ । ICU ଓ ଭେଣ୍ଟିଲେଟର ସୁବିଧା ଥିବା କୋଭିଡ୍ କେୟାର ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ କନଫରେନ୍ସିଂରେ ଉଦଘାଟିତ ହୋଇଛି । କୋଭିଡ୍ ରୋଗୀଙ୍କ ପାଇଁ ବିକାଶ…

ପୁଣି କଙ୍ଗନାଙ୍କ ନାଁରେ ମାମଲା, FIR ଦେଲେ ଟିଏମସି ମୁଖପାତ୍ର

ନୂଆଦିଲ୍ଲୀ: ବିବାଦ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପିଛା ଛାଡୁନି । ବାରମ୍ବାର ବିବାଦୀୟ ମତ ଓ ମନ୍ତବ୍ୟ ପାଇଁ ତାଙ୍କୁ ଟୁଇଟର ସସପେଣ୍ଡ କରିଥିଲା । ଏବେ କଙ୍ଗନାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ଟିଏମସି ମୁଖପାତ୍ର ରିଜୁ ଦତ୍ତା । ପୂର୍ବରୁ କୋଲକାତାର ଜଣେ ଓକିଲ ସାମ୍ପ୍ରଦାୟିକ…

ବାଙ୍ଗିରିପୋଷିରୁ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବାରିପଦା: ବଜ୍ରକାପ୍ତା ଚାଲାଣ ବେଳେ ଚଢ଼ାଉ । ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କଲା ବାରିପଦା ଟାଉନ୍ ଥାନା ପୋଲିସ । ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗହିରାପାଳ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଗିରଫ ଅଭିଯୁକ୍ତଙ୍କ…

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ଦେହାନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ସାମ୍ବାଦିକ ପ୍ରଦୀପ କିଶୋର ସାହୁଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ସେ ଦୈନିକ ଖବରକାଗଜ 'ସମ୍ବାଦ'ର ବ୍ରହ୍ମପୁର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ତେବେ ସେ ଦୀର୍ଘଦିନ ଧରି…

କାକଟପୁରରେ ଚାଲିଥିଲା ନକଲି କୋଭିଡ୍ ଟେଷ୍ଟ ସେଣ୍ଟର, ଜଣେ ଗିରଫ

ପୁରୀ: କରୋନା କାଳରେ ଲୋକଙ୍କ ଜୀବନ ସହ ଖେଳ । ଘରୋଇ ପାଥୋଲାବରେ ହେଉଥିଲା ନକଲି କରୋନା ଟେଷ୍ଟ ଓ ଚିକିତ୍ସା । ଖବର ପାଇ ଚଢ଼ାଉ କଲା ପୋଲିସ୍ ଓ ପ୍ରଶାସନିକ ଅଧିକାରୀ। ପୁରୀ ଜିଲ୍ଲା କାକଟପୁରରେ ଘରୋଇ ପାଥୋଲାବରେ ଚଢ଼ାଉ ପରେ ନକଲି କାରନାମା ପଦାକୁ ଆସିଛି । ନକଲି କୋରୋନା ଟେଷ୍ଟ ଓ ଚିକିତ୍ସା…