Latest Odisha News

BREAKING NEWS

ଭୁବନେଶ୍ୱରର ୨୬ଟି ସ୍ଥାନରେ କୋଭିଡ୍ ଟିକାକରଣ, ଜାଣନ୍ତୁ ଭ୍ୟାକ୍ସିନେସନ ସମୟ…

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି । ଏଥିସହ ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଥିବା ଟିକାଦାନ ଜାରି ରହିଛି । ଭୁବନେଶ୍ୱରର ୨୬ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାଦାନ କରାଯାଉଥିବା ନେଇ ବିଏମସି ସୂଚନା ଦେଇଛି । ଏଥିସହ ୧୮ରୁ ୪୪…

ଆରପାରିରେ ବିହାରର ବାହୁବଳୀ ନେତା ଶାହାବୁଦ୍ଦିନ

ପାଟନା: ବିହାରର ବାହୁବଳୀ ନେତା ମହମ୍ମଦ ଶାହାବୁଦ୍ଦିନଙ୍କ କରୋନାରେ ମୃତ୍ୟୁ ହୋଇଛି । ଆରଜେଡିର ଏହି ନେତା ଏକ ହତ୍ୟା ମାମଲାରେ ତିହାର ଜେଲରେ ବନ୍ଦୀ ଥିଲେ । ତାଙ୍କ ମୃତ୍ୟୁ ଖବର ନେଇ ସନ୍ଦେହ ପ୍ରକାଶ ପାଇବା ପରେ ତିହାର ଜେଲର ଡିଜି ଏହା ସ୍ପଷ୍ଟ କରିଥିଲେ । କରୋନା ଆକ୍ରାନ୍ତ ହେବା ପରେ…

କରୋନା ମୁକାବିଲା; ଭାରତ ପହଞ୍ଚିଲା ସ୍ପୁଟ୍‌ନିକ ଭି ଟିକା

ହାଇଦ୍ରାବାଦ: ରୁଷିଆର କରୋନା ବିରୋଧୀ ଟିକା ସ୍ପୁଟ୍‌ନିକ ଭିର ପ୍ରଥମ ଡୋଜ ଶନିବାର ହାଇଦ୍ରାବାଦରେ ପହଞ୍ଚିଛି। ଖବର ଅନୁଯାୟୀ, ପ୍ରଥମ ବ୍ୟାଚ୍‌ରେ ସ୍ପୁଟ୍‌ନିକ ଭିର ୧୫୦,୦୦୦ ଡୋଜ୍ ରହିଛି। ରୁଷିଆ ନିର୍ମିତ ଟିକା ର ଅନ୍ୟ ୩୦ ଲକ୍ଷ ଡୋଜ ଏହି ମାସ ଶେଷ ସୁଦ୍ଧା ଭାରତରେ ପହଞ୍ଚିବ। ଏହି…

ଖୁବ୍‌ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବେ କଙ୍ଗନା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ସହ-ନିର୍ଦ୍ଦେଶକ ଭାବରେ କଙ୍ଗନା ରାଣାୱତ ନିର୍ମାତା ଭାବରେ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ପ୍ରଥମ ଥର ପାଇଁ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ମଣକର୍ଣ୍ଣିକାରେ ସହ ନିର୍ଦ୍ଦେଶକ ଭାବେ କାମ କରି୍ଥିଲେ। ଅଭିନେତ୍ରୀଙ୍କ ବ୍ୟାନରରେ ପ୍ରଥମ ଡିଜିଟାଲ୍…

ଅଭିନେତ୍ରୀ ରୁବିନା ଡିଲାଇକ୍ କରୋନା ପଜିଟିଭ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଏବଂ ବିଗ୍ ବସ୍ ୧୪ ବିଜେତା ରୁବିନା ଡିଲାଇକ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ସେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି ସେ ଏବେ ୧୭ ଦିନ ପାଇଁ ସଙ୍ଗରୋଧରେ ରହିବେ ବୋଲି…

[ଭିଡିଓ] ଚିକିତ୍ସା ପୂର୍ବରୁ ଆଖି ବୁଜିଲା ହରିଣ !

ସୋନପୁର: ଅକାରଣରେ ଚାଲିଗଲା ହରିଣର ଜୀବନ । ବନ ବିଭାଗର ଚେଷ୍ଟା ବି ବଂଚିପାରିନଥିଲା ଜୀବନ । ସୋନପୁର କେଲଗାଁ ନଦୀ କୂଳ ନିକଟରେ ପଡିଥିବା ହରିଣକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଉଥିବାବେଳେ ରାସ୍ତାରେ ହିଁ ହରିଣଟିର…

ମାୟାଧର ମାନସିଂହଙ୍କ ପୁତ୍ର ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଲବଣ୍ୟେନ୍ଦୁ ମାନସିଂହଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଲେଖକ ମାୟାଧର ମାନସିଂହଙ୍କ ସାନପୁଅ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଲବଣ୍ୟେନ୍ଦୁ ମାନସିଂହଙ୍କର ଶନିବାର ସକାଳେ ଦେହାନ୍ତ ହୋଇଛି। ସେ ଦିଲ୍ଲୀର ଏକ ଡାକ୍ତରଖାନାରେ କରୋନା ପାଇଁ ଚିକିତ୍ସିତ ହେଉଥିଲେ। ଲବଣ୍ୟେନ୍ଦୁ ଗୁଜୁରାଟର କ୍ୟାଡର ଅବସରପ୍ରାପ୍ତ ଆଇଏଏସ୍…

ସୁସ୍ଥ ହେଉଛନ୍ତି ରଣଧୀର କପୁର

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତା ରଣଧୀର କପୁର କରୋନା ସଂକ୍ରମିତ ହେବା ପରେ ଗତକାଲି ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ୭୪ ବର୍ଷୀୟ ଅଭିନେତା ରଣଧୀର କପୁର ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ଡାକ୍ତରଖାନାର ସୂତ୍ର ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟ…

ଅମ୍ଳଜାନ ଅଭାବ ଯୋଗୁ ଡାକ୍ତରଙ୍କ ସମେତ ୮ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅକ୍ସିଜେନ ଅଭାବ ଯୋଗୁ ଶନିବାର ଦିନ ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଡାକ୍ତରଙ୍କ ସମେତ ୮ ଜଣ କୋଭିଡ ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଡାକ୍ତରଖାନା ଏକ ବିବୃତ୍ତିରେ କହିଛି ଯେ ଶନିବାର ଦିନ ଜଣେ ଡାକ୍ତରଙ୍କ ସମେତ ଅମ୍ଳଜାନ ଅଭାବରୁ ୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।…

ମନୋଜ ଦାସଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ‘ମନୋଜାୟନ’ କାର୍ଯ୍ୟକ୍ରମ

ଭବାନୀପାଟଣା : ନର୍ଲା ବ୍ଲକ୍ ବୁଢ଼ୀପଦରସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନଲାଇନ ମାଧ୍ୟମରେ ରାଜ୍ୟସ୍ତରୀୟ 'ମନୋଜାୟନ' କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ା ମାଝୀଙ୍କ…