Latest Odisha News

BREAKING NEWS

ଏସ୍‌ପି ନେତା ମହମ୍ମଦ ଆଜାମ ଖାନ କରୋନା ପଜିଟିଭ

ନୂଆଦିଲ୍ଲୀ: ବର୍ତ୍ତମାନ ସୀତପୁର ଜେଲରେ ରହୁଥିବା ବରିଷ୍ଠ ସମାଜବାଦୀ ପାର୍ଟି ସାଂସଦ ମହମ୍ମଦ ଆଜାମ ଖାନ ଶୁକ୍ରବାର ରାତିରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜାମ ଖାନ ଜେଲ ପରିସରରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଜମି…

ଭାରତ ଫେରନ୍ତାଙ୍କ ଉପରେ ବ୍ୟାନ୍ ଲଗାଇଲା ଅଷ୍ଟ୍ରେଲିଆ, ଉଲ୍ଲଂଘନ କଲେ ଜେଲ୍ ଓ ଜରିମାନା

ସିଡନୀ: ଭାରତରେ କରୋନା ସଂକ୍ରମଣ ବ୍ୟାପୁଛି । ବିଭିନ୍ନ ଦେଶ ଭାରତକୁ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଅଷ୍ଟ୍ରେଲିଆ । ଏପରିକି ନିୟମ ଉଲ୍ଲଂଘନକାରୀଙ୍କୁ ଜେଲ୍ ପଠାଇ ଦିଆଯିବ ।…

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୮ ମୃତ

ଭାରୁଚ: ଗୁଜୁରାଟର ଭାରୁଚର ଏକ ଡାକ୍ତରଖାନାରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଚାରି ମହଲା ବିଶିଷ୍ଟ ୱେଲଫେୟାର ହସ୍ପିଟାଲରେ ପ୍ରାୟ ୫୦ ଜଣ ରୋଗୀ ଥିବା ବେଳେ ରାତି ୧ଟାରେ କୋଭିଡ ୱାର୍ଡରେ ନିଆଁ ଲାଗିଥିଲା। ସୌଭାଗ୍ୟବଶତଃ ସେମାନଙ୍କୁ…

ଆଜିଠୁ ଆରମ୍ଭ ହେବ ଝାରସୁଗୁଡା-ପାଟନା ମଧ୍ୟରେ ବିମାନ ଚଳାଚଳ

ଝାରସୁଗୁଡା: ଦେଶର ଦ୍ୱିତୀୟ ବୃହତ୍ତମ ବିମାନ କମ୍ପାନୀ ସ୍ପାଇସଜେଟ୍ ପଶ୍ଚିମ ଓଡିଶା ସହରର ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛି। ଶନିବାର ଦିନ ଅର୍ଥାତ୍‌ ଆଜିଠୁ ଝାରସୁଗୁଡା ଏବଂ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ କରିଛି। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଅଧିକାରୀ କିଶୋର କୁମାର…

ମାଲକାନଗିରିରେ ଲସି ପିଇ ଶତାଧିକ ଅସୁସ୍ଥ

ମାଲକାନଗିରି: କାଳ ହେଲା ଲସି । ସାପ୍ତାହିକ ହାଟରୁ ଲସି ପିଇ ଶତାଧିକ ଅସୁସ୍ଥ । ମାଲକାନଗିରି ଜିଲ୍ଲାରୁ ଏଭଳି ଖବର ସାମନାକୁ ଆସିଛି । କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ୬୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା…

ଆଜି ଭାରତ ପହଞ୍ଚିପାରେ ସ୍ପୁଟ୍‌ନିକ-ଭିର ପ୍ରଥମ ଡୋଜ

ନୂଆଦିଲ୍ଲୀ: ଆଜି ଭାରତକୁ ଆସିପାରେ ରୁଷିଆ ଟିକା ସ୍ପୁଟ୍‌ନିକ-ଭି ପ୍ରଥମ ଡୋଜ। କରୋନାଭାଇରସ୍ ରୋଗ ବିରୁଦ୍ଧରେ ରୁଷିଆରେ ନିର୍ମିତ ଟିକା ଗ୍ରହଣ କରିବାକୁ ଯାଉଛି। କାରଣ ଦେଶରେ କୋଭିଡ୍-୧୯ ରୋଗ ଏବଂ ମୃତ୍ୟୁ ସଂଖ୍ୟା ବଢିଚାଲିଛି ଏବଂ ଗତ ୯ ଦିନ ଧରି ଦେଶରେ ୩ ଲକ୍ଷରୁ ଅଧିକ ନୂତନ ସଂକ୍ରମଣ…

ଆଜିଠୁ ୧୮ରୁ ୪୪ ବର୍ଷ ଯାଏ ଟିକାକରଣ: ଟିକା ଦେଇପାରିବେ କେବଳ ଏହି ୬ଟି ରାଜ୍ୟ

ନୂଆଦିଲ୍ଲୀ: ଦେଶରେ ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ବର୍ଷରୁ ୪୪ ବର୍ଷ ମଧ୍ୟରେ ସମସ୍ତଙ୍କୁ ଦିଆୟିବ ଟିକା । କିନ୍ତୁ ଅଧିକାଂଶ ରାଜ୍ୟରେ ଏହି ବର୍ଗର ଲୋକଙ୍କୁ ଆଜିଠୁ ଆରମ୍ଭ ହୋଇ ପାରିନି ଟିକାକରଣ । କାରଣ ରାଜ୍ୟଗୁଡ଼ିକୁ ଟିକା ଯୋଗାଇ ପାରି ନାହାନ୍ତି କମ୍ପାନୀ । କେବଳ ୬ଟି ରାଜ୍ୟ…

ରାଜସ୍ଥାନରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି

ରାଜସ୍ଥାନ: ରାଜସ୍ଥାନରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ରାଜସ୍ଥାନ ସରକାର ଶୁକ୍ରବାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌କୁ ଦୁଇ ସପ୍ତାହ ବଢାଇଇ ଦେଇଛନ୍ତି ଏବଂ ଏହାକୁ' ପାଣ୍ଡେମିକ୍ ରେଡ୍ ଆଲର୍ଟ' ଭାବେ ଘୋଷଣା କରିଛନ୍ତି। ଏପ୍ରିଲ ୧୮ରେ, ସରକାର ରାଜ୍ୟରେ ଏକ ଆଂଶିକ ଲକ୍‌ଡାଉନ୍‌ ଘୋଷଣା…

ଦୈନିକ ସଂକ୍ରମଣ ଭାଙ୍ଗିଲା ସବୁ ରେକର୍ଡ: ଦେଶରୁ ଦିନକରେ ଚାରି ଲକ୍ଷରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ମେ’  ପହିଲାରେ ମହାମାରୀ ମାରିଲା ଲମ୍ବା ଲମ୍ଫ । ଦେଶରେ ନୂଆ ବିଶ୍ୱ ରେକର୍ଡ କରିଛି ଦୈନିକ ସଂକ୍ରମଣ । ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ଲକ୍ଷ ୨ହଜାର ୯୯୩ ପଜିଟିଭ୍ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ ।…

ପର୍ଯ୍ୟଟକଙ୍କ ଲାଗି ୩ମାସ ଯାଏଁ ଭିତରକନିକା ବନ୍ଦ

କେନ୍ଦ୍ରାପଡା: ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଶନିବାର ଠାରୁ ଆସନ୍ତା ତିନି ମାସ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏହି କଟକଣା ସାଧାରଣତଃ ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲାଗୁ ହେବ। ପ୍ରଜନନ ସମୟରେ ଏମାନେ ଅଧିକ ହିଂସ୍ର ହୋଇପଡୁଥିବାରୁ ଆକ୍ରମଣ…