Latest Odisha News

BREAKING NEWS

ଦୁଲୁକୁଛି ପ୍ରଚାର ମଇଦାନ, ଜମୁଛି ବେଣୁଧରଙ୍କ କ୍ୟାମ୍ପେନ

ବାଲେଶ୍ୱର: ପାଖେଇ ଆସିଲାଣି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ । ଏଥିପାଇଁ ଜମୁଛି ପ୍ରଚାର । ଦୁଲୁକୁଛି ପ୍ରଚାର ମଇଦାନ । ନେତା ମନ୍ତ୍ରୀଙ୍କ ସ୍ୱରରେ କମ୍ପୁଛି ବାଲେଶ୍ୱର-ତିର୍ତ୍ତୋଲ । ନେତାଠାରୁ ଆରମ୍ଭ କରି ଷ୍ଟାର କ୍ୟାମ୍ପେନରଙ୍କ ଲାଗିଛି ଭିଡ । ଅନେକ ହେଭିୱେଟ୍ ନେତାଙ୍କ ମଧ୍ୟ…

ସମସ୍ତଙ୍କୁ ମିଳିବ କରୋନା ଟିକା: ମୋଦି

ନୂଆଦିଲ୍ଲୀ: ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା । କୌଣସି ବି ଜଣେ ଭାରତୀୟ କରୋନା ଟିକାରୁ ବଂଚିତ ହେବେ ନାହିଁ । ଏନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କହିଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୮…

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତ

ଅହମ୍ମଦାବାଦ: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ବହୁ ରାଜନେତା ଶୋକ ପ୍ରକାଶ କରିଛନ୍ତି । କେଶୁଭାଇ ପଟେଲଙ୍କ…

କିଏ ବନାଇଛି ଆରୋଗ୍ୟ ସେତୁ ଆପ୍‌? ଜବାବ ରଖିଲେ ସରକାର

ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପର ନିର୍ମାଣକୁ ନେଇ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ର ଆକ୍ଷେପ ପରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିଛନ୍ତି । ସରକାରଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ସୂଚନା-ବିଜ୍ଞାନ କେନ୍ଦ୍ର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (ଏନଆଇସି) ପକ୍ଷରୁ ଘରୋଇ କମ୍ପାନୀ…

ଆସିଲା ରାଜକୁମାର ଓ ପ୍ରିୟଙ୍କାଙ୍କ ‘ଦ ହ୍ୱାଇଟ ଟାଇଗର’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆସିଲା ‘ଦ ହ୍ୱାଇଟ ଟାଇଗର’ର ଟ୍ରେଲର । ଟ୍ରେଲରରେ ଦମ୍‌ଦାର ଲୁକ୍‌ରେ ନଜର ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ରାଜକୁମାର ରାଓ । ଟ୍ରେଲରଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦୀର୍ଘ ଦିନର ବିରତି ପରେ ଏହି ଫିଲ୍ମ ଜରିଆରେ ପୁଣି…

ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ଚାଲି ପାରିବନି ପୋଲିସର ଦମନଲୀଳା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ପୋଲିସ କରିପାରିବନି ହଇରାଣ । ବ୍ୟକ୍ତିର ସ୍ୱାଧୀନତା ଉପରେ ଚାଲି ପାରିବନି ପୋଲିସର ଦମନଲୀଳା । ଅଦାଲତ ଫେସବୁକ ୟୁଜରଙ୍କ ମତକୁ ଆଧାର କରି ପୁଲିସ ଯାହା କରୁଛି ତାହା ନିନ୍ଦନୀୟ। ନିଜ ସୀମା ଭିତରେ ରହି କାମ କରିବା ଦରକାର ବୋଲି ସୁପ୍ରିମକୋର୍ଟ ଦେଶର ପୁଲିସ…

ରାଜ୍ୟରେ ପୁଣି କରୋନା ନେଲା ୧୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ପ୍ରତିଦିନ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଉଛି କିଲର ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୧୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।…

ରାଜ୍ୟରେ ୧୬୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ମିଟର । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳେ ରହୁଛି । ଗତ ୨୪ ଘଂଟାରେ ରାଜ୍ୟରେ୧୬୧୭  ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୯୪୧ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ  ୬୭୬ଟି  ହେଉଛି ଲୋକାଲ୍…

ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ । ଜଣେ ଡ୍ରାଇଭରଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ତେବେ ହାଜାରେ କି ଲକ୍ଷେ ନୁହେଁ ଏକାଥରକେ ୨୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ରାଉରକେଲା ସେକ୍ଟର-୨୦ର ଜଣେ ଡ୍ରାଇଭରଙ୍କୁ ଏ ନେଇ ଜିଏସ୍‌ଟି…

ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ

ଗଞ୍ଜାମ: ବୋମା ଭିଡୁଥିବା ବେଳେ ବିସ୍ଫୋରଣ । ଗଂଜାମ ଜିଲ୍ଲା ବଡଗଡ ଭୀମପୁର ଗାଁରେ ଘଟିଛି ଏଭଳି ଅଘଟଣ । ବଡ ଧରଣର ବିସ୍ଫୋରଣ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ…