ମୁମ୍ବାଇର ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଉଛନ୍ତି ସଲମାନ; ଭିଡିଓ ଭାଇରାଲ
ମୁମ୍ବାଇ: ଦେଶରେ କରୋନା କାୟା ମେଲାଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରେକର୍ଡ ହେଉଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ମହା ସରକାର ଦୁଇ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟରେ ଲକ୍ଡାଉନ୍ ଲାଗୁ କରିଛନ୍ତି।
ଲକ୍ଡାଉନ୍ ସମୟରେ ମେଡିକାଲ ଏବଂ ପୋଲିସ୍ କର୍ମଚାରୀ, ବିଏମସି…