Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା୨୭-୪-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨୭ ତାରିଖ ମଙ୍ଗଳବାର ମେଷ ୧୪ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଭୁକ୍ତ ପ୍ରତିପଦା ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର  ଆଜିର ଘାତ ବାରମକର ରାଶିର ଆଜିର ନିଷେଧ ଖାଦ୍ୟ :  ମତ୍ସ୍ୟ,…

କବିତା : ମନସ୍ତତ୍ତ୍ୱ

ସୁପ୍ରିୟା ପଣ୍ଡା  ଏଇ ଚୁପଚାପ ବେଳର ଅସୁମାରୀ କେତେ ପ୍ରହେଳିକା ପ୍ରଶ୍ନର ପାଚେରୀ ପୁଣି ନିରୀମାଖୀ ମନ ଆତଙ୍କିତ ସବୁ ତାରା ମାଳ ଖିନଭିନ  ଛାତି ଝଡ଼ ପରି ଟିକେ ସ୍ନେହ ପୁଣି ନିରବତା ! କେତେବେଳେ ସ୍ନେହ ଆକୁଳତା ଭରା ଉକ୍ତି ଗଦ ଗଦ ଭାବ ସମୁଦ୍ରକୁ ଶଙ୍ଖେ ସୁଖ ପାରିଲା ପଣ…

ବିଶିଷ୍ଟ ଶିକ୍ଷାବିତ୍ ବିଜୟ ବିଷ୍ଣୁଙ୍କ ଦେହାନ୍ତ

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଂରାଜୀ ପଢ଼ାଉଥିବା ବିଶିଷ୍ଟ ଶିକ୍ଷାବିତ୍ ଡ. ବିଜୟ ବିଷ୍ଣୁଙ୍କର ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ଗତ ଏକ ବର୍ଷ ଧରି ଅଗ୍ନାଶୟ କର୍କଟ ରୋଗରେ ବିଷ୍ଣୁ (୫୫) ଏପ୍ରିଲ୍ ୨୪ରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ପତ୍ନୀ ଅଳକାନନ୍ଦ ମିଶ୍ର…

କରୋନା ପାଇଁ କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏଭଳିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ କଟକଣାକୁ ଜୋରଦାର କରିବାକୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଗତ ସପ୍ତାହେ ହେବ ଦେଶରେ ପଜିଟିଭ୍ ହାର ୧୦…

ଶିଶୁପୁତ୍ରର ମୃତ ଦେହକୁ ଅସମ୍ମାନ

ଢେଙ୍କାନାଳ:ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ ଦେହକୁ ଅସମ୍ମାନ। ଢେଙ୍କାନାଳ ହସ୍ପିଟାଲରୁ ମିଳିଲାନି ମହାପ୍ରୟାଣ ଗାଡ଼ି । କାନ୍ଧରେ ପକେଇ ବୋହି ବୋହି ନେବା ବାଟରେ ଅଟକାଇଲେ ଲୋକେ। ଆଉ ବେସରକାରୀ ଶବବୁହା ଗାଡିରେ ପଠାଇଲେ ଘରକୁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।

କୋଭିଡ ହସ୍ପିଟାଲ ଲାଗି ହେଲ୍ପଲାଇନ ନଂ ଜାରି କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ସୋମବାର ଦିନ ସହରରେ ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନାଗୁଡ଼ିକ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ବିଏମସି ଏହାର ଟ୍ୱିଟରେ କହିଛି ଯେ, ରୋଗୀଙ୍କ ଅବସ୍ଥା ସମ୍ପର୍କରେ ଜାଣିବା ପାଇଁ ତାଙ୍କ ପରିବାର ସଦସ୍ୟ ମାନେ ଏହି…

ଟିକା ଦର ହ୍ରାସ କରିବାକୁ ନିର୍ମାତା କମ୍ପାନୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । କିନ୍ତୁ ଏହା ପୂର୍ବରୁ ଚାଲିଥିବା ଭ୍ୟାକ୍ସିନ ଦରକୁ ନେଇ ବିବାଦ ପରେ ଟିକା ଦର କମାଇବାକୁ ନିର୍ମାତା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଟିକା ଦରକୁ ନେଇ ସରକାରଙ୍କୁ ସମାଲୋଚନା…

କ୍ଲୋଇ ଜାଓଙ୍କୁ ଓସ୍କାର

ଶ୍ରେଷ୍ଠ ନିର୍ଦ୍ଦେଶିକା ଭାବେ ଓସ୍କାର ଆୱାର୍ଡ ପାଇଲେ କ୍ଲୋଇ ଜାଓ । ପ୍ରଥମ ଏସୀୟ ମହିଳା ଭାବେ ସମ୍ମାନୀତ । ‘ନୋମାଡଲାଣ୍ଡ’ ଫିଲ୍ମର ନିର୍ଦ୍ଦେଶନା ନେଇଥିବା ଚୀନ୍‌ର କ୍ଲୋଇଙ୍କୁ ମିଳିଛି ଏକାଡେମୀ ଆୱାର୍ଡ । ପରିଣତ ବୟସରେ ଜୀବନ ଜୀଇଁବାର ସଂଘର୍ଷକୁ ଫିଲ୍ମରେ ରୂପ ଦେଇଛନ୍ତି ‘କ୍ଲୋଇ’ ।…

ଦୂର ହେବ ଜଳକଷ୍ଟ

ସମ୍ବଲପୁର:ସମ୍ବଲପୁରକୁ ରାଜ୍ୟ ସରକାରଙ୍କ ୧୮୮ କୋଟିର ଭେଟି, ଦୂର ହେବ ଜଳକଷ୍ଟ । ରାଜ୍ୟ କ୍ୟାବିନେଟର ଏହି ସ୍ବତନ୍ତ୍ର ପ୍ଲାନ ପାଇଁ ଟେଣ୍ଡର ଅନୁମୋଦନ ଶେଷ ହୋଇଛି । ଏହି ଯୋଜନା ଦ୍ବାରା ଜିଲ୍ଲାର ସମସ୍ତ ଉପାନ୍ତ ଅଞ୍ଚଳକୁ ପର୍ଯ୍ୟାପ୍ତ ବିଶୁଦ୍ଧ ଜଳ ଯୋଗାଣ ହୋଇପାରିବ । ସମ୍ବଲପୁର ମହାନଗର…

ତ୍ରିଭେନ୍ଦ୍ରମ ଓ ମାଲଦା ଟାଉନ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ତ୍ରିଭେନ୍ଦ୍ରମ ଓ ମାଲଦା ଟାଉନ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ୦୬୧୮୫/୦୬୧୮୬ ତ୍ରିଭେନ୍ଦ୍ରମ-ମାଲଦା ଟାଉନ-ତ୍ରିଭେନ୍ଦ୍ରମ ସ୍ବତନ୍ତ୍ର ଟ୍ରେନ ତ୍ରିଭେନ୍ଦ୍ରମ ଠାରୁ ୨୭ ଏପ୍ରିଲ୍ ଏବଂ ମେ ୧ (ମଙ୍ଗଳବାର ଏବଂ ଶନିବାର) ଦିନ ସନ୍ଧ୍ୟା ଛଅ…