Latest Odisha News

BREAKING NEWS

ଦିନ ଦ୍ୱିପହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ବିଭତ୍ସ ହତ୍ୟା

ଝାରସୁଗୁଡା : ବିନ ଦ୍ୱିପ୍ରହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବ ନାୟକଙ୍କୁ ବିଭତ୍ସ ହତ୍ୟା । ସେ ଘରେ ଥିବା ବେଳେ ଜଣେ ଦୁର୍ବୁତ ତାଙ୍କୁ ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ…

ଦେଶରେ ବିଳମ୍ବରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ: ସେଣ୍ଟର କୋଭିଡ-୧୯ ୱାର୍କିଙ୍ଗ୍‌ ଗ୍ରୁପ୍‌ର ମୁଖ୍ୟ ଡ. ଏନ.କେ ଅରୋରା ରବିବାର କହିଛନ୍ତି ଯେ କରୋନା ଭାଇରସର ତୃତୀୟ ତରଙ୍ଗ ବିଳମ୍ବରେ ଆସିବାର ସମ୍ଭାବନା ରହିଛି। ଡକ୍ଟର ଆରୋରା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ ଅନୁଯାୟୀ ତୃତୀୟ ତରଙ୍ଗ ଦେଶରେ ବିଳମ୍ବରେ ଆସିବ।…

ଗାଁରେ ସ୍ୱପ୍ନ ବିକାଶର ଚିତ୍ର

ରାୟଗଡା : ଚାରିଆଡେ ଡଙ୍ଗର ଆଉ ମଝିରେ ଗାଁ । ସାତ ଦଶନ୍ଦି ପରେ ବି ଲୋକେ ପାଉନାହାନ୍ତି ମୌଳିକ ସୁବିଧା । ବିକାଶର ଛାଇ ସ।ତ ସପନ ହୋଇଯାଇଛି ରାୟଗଡା ଜିଲ୍ଲାରେ । ଜିଲ୍ଲାର ଚିତ୍ର ସଂପୂର୍ଣ୍ଣ ଅଲଗା ।  ଜିଲାର ସଦର ମହକୁଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ସେରାପଡି ଗାଁ । ରାୟଗଡା…

ପଥରରେ ନନ୍ଦିଘୋଷ ରଥ

ପୁରୀ : ସାରା ବିଶ୍ୱରେ ଏବେ କୋଭିଡ ମହାମାରୀ ଆତଙ୍କ । ଏହି ପରିସ୍ଥିତିରେ ଚଳିତ ବର୍ଷ ବି ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ହେବାକୁ ଥିବାରୁ ଏହି ସ୍ମୃତିରେ ପୁରୀର ଜଣେ ପଥର ଶିଳ୍ପୀ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ…

ମିଳିଲା ୧୪୦,୦୦୦ ବର୍ଷ ପୁରୁଣା ପ୍ରାଚୀନ ମାନବ ପ୍ରଜାତିର ପରିଚୟ

ନୂଆଦିଲ୍ଲୀ: ମିଳିଲା ୧,୪୦,୦୦୦ ବର୍ଷ ପୁରୁଣା ପ୍ରାଚୀନ ମାନବ ପ୍ରଜାତିର ପରିଚୟ। ଏହାକୁ ବୈଜ୍ଞାନିକମାନେ ହୋମୋ ଲୋଙ୍ଗି କିମ୍ବା 'ଡ୍ରାଗନ୍ ମ୍ୟାନ୍' ନାମରେ ନାମିତ କରିଛନ୍ତି। ବୈଜ୍ଞାନିକମାନେ ଶୁକ୍ରବାର ଘୋଷଣା କରିଛନ୍ତି ଯେ ଉତ୍ତର-ପୂର୍ବ ଚାଇନାରେ ଏହି ବିରଳ ପ୍ରଜାତିର ପ୍ରାଚୀନ…

ବିପଦ ଡାକୁଛି ନାଗାବଳୀ ନଦୀ, ଅନିଶ୍ଚିତତା ଘେରରେ ୨୩ ଗାଁ

ରାୟଗଡା : ବିପଦ ଡାକୁଛି ନାଗାବଳୀ ନଦୀ । ଅନିଶ୍ଚିତତା ଘେରରେ ୨୩ ଗାଁ । କଲ୍ୟାଣି ଏବଂ ନାଗାବଳୀ ନଦୀର ସଙ୍ଗମସ୍ଥଳ କଲ୍ୟାଣସିଂପୁରକୁ ଆଣିଦେଇଛି ବିପତ୍ତି । କେଉଁ ମୁହୁର୍ତ୍ତରେ ନଦୀ ଗର୍ଭରେ ଲୀନ ହୋଇଯିବ ଏହି ଗାଁ ତାହା କହିହେବନି । ଦଶନ୍ଧି ଧରି ଗାଁର ଲୋକେ ଏମିତି ବିପଦ ସଙ୍କୁଳ ଅବସ୍ଥାରେ…

ଏହି ରାଜ୍ୟରେ ଜୁଲାଇ ୫ ଯାଏ ବଢିଲା ଲକ୍‌ଡାଉନ

ଚଣ୍ଡୀଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ରାଜ୍ୟରେ ଜୁଲାଇ ୫ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର। ଏଥର କିନ୍ତୁ ଲକ୍‌ଡଡାଉନ୍‌ ଅବଧି ବଢିବା ସହିତ କିଛିଟା କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର। କେତେକ ଜରୁରୀକାଳୀନ ସେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି…

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ ବୋଲି କହିଛନ୍ତି ପ୍ରଫେସର ଗଣେଶୀ ଲାଲ୍‍ ।…

ଦୁନିଆରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଡିଜେ: ପ୍ୟାରିସ୍ ହିଲଟନ୍

ଲସ୍ ଆଞ୍ଜେଲସ୍: ସମାଜସେବୀ ତଥା ଉଦ୍ୟୋଗୀ ପ୍ୟାରିସ୍ ହିଲଟନ୍ ହେଉଛନ୍ତି ବିଶ୍ବର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଡିଜେ। ସେ କହିଛନ୍ତି ଯେ ଏଥିପାଇଁ ସେ କେବଳ ତାଙ୍କ ଆବେଗକୁ ଅନୁସରଣ କରିଥିଲେ ଏବଂ ସଙ୍ଗୀତ ବଜାଇବା ଏବଂ ଅଭିନୟକୁ ସେ ସବୁବେଳ ପ୍ରାଥମିକତା ଦେଇଆସିଥିଲେ। ସଙ୍ଗୀତ…

ଗୋଦରା କୋଡ଼େ ଯେତେ ମାଡ଼େ ସେତେ

ଆମ ଓଡ଼ିଆରେ ଗୋଟେ କଥା ଅଛି ଗୋଦରା କୋଡ଼େ ଯେତେ ମାଡ଼େ ସେତେ । ଅର୍ଥ ସମସ୍ତେ ଜାଣନ୍ତି । ଆଜି ପୁଣି ସେ କଥା କାହିଁକି ?ଆଜିକାଲି ଆମ ସରକାର ଜନସାଧାରଣଙ୍କ ଗମନାଗମନ ଉପରେ ଅଗ୍ରାଧିକାର ଦେଉଛନ୍ତି । ଭଲ କଥା । ଖରାପ କିଏ କହିବ? କାହିଁକି ବା କହିବ? ହଁ ବିରୋଧି ଦଳଙ୍କ କଥା ଅଲଗା । ଅନେକ…