Latest Odisha News

BREAKING NEWS

୨୦୨୦ ଛୁଟି ତାଲିକା: କାହିଁକି ଖୁସି ନୁହଁନ୍ତି ସରକାରୀ କର୍ମଚାରୀ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୦ ମସିହା ଲାଗି ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛନ୍ତି । ଏହି କର୍ମଚାରୀମାନେ ଏହି ଛୁଟି ତାଲିକା ଦେଖି ସେପରି ଆନନ୍ଦ ଅନୁଭବ କରିପାରୁନାହାନ୍ତି । ସେମାନଙ୍କ ଲାଗି କ୍ଷୋଭର ବିଷୟ ହେଲା ଯେ, ଏହି ଛୁଟି ତାଲିକାରେ ରହିଛି ୮ଟି…

ଭାରତର ଏହି ଗାଁର ଲୋକେ କୁହନ୍ତି ପର୍ତ୍ତୁଗିଜ୍‌ ଭାଷା !

ଭୁବନେଶ୍ୱର: ଆମ ଦେଶ ଭାରତ ଏହାର ଏକତା ପାଇଁ ସବୁଠି ଉଚ୍ଚ ପ୍ରଶଂସିତ । ଏହା ଏମିତି ଏକ ଦେଶ ଯେଉଁଠି ସବୁଧର୍ମ ଓ ବହୁ ଭାଷାଭାଷୀର ଲୋକେ ବସବାସ କରନ୍ତି। ତେବେ ଏସବୁ ଭିତରେ ମହାରାଷ୍ଟ୍ର ରାଜ୍ୟର ରାଇଗଡର କୋରଲାଇ ଗାଁ ଟିକିଏ ନିଆରା। ଏଠାରେ ବସବାସ କରୁଥିବା ଲୋକମାନେ ଭାରତୀୟ ହୋଇଥିଲେ…

ଖୋଲିଲା ହିରାକୁଦର ୮ଟି ଗେଟ୍

ସମ୍ବଲପୁର: ହିରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଗୁରୁବାର ଦିନ ଜଳଭଣ୍ଡାରର ଅଧିକ ୩ଟି ଗେଟ୍ ଖୋଲିଛନ୍ତି । ଏହା ଫଳରେ ହିରାକୁଦ ଡ୍ୟାମର ସମୁଦାୟ ୮ଟି ଗେଟ ଦ୍ୱାରା ଜଳ ନିଷ୍କାସିତ ହେଉଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ରାଜ୍ୟରେ ପ୍ରବଳ ମାତ୍ରାରେ ଲଗାଣ ବର୍ଷା ତଥା ଛତିଶଗଡ଼ ଆଡ଼କୁ…

ମିଳିତ ଜାତିସଂଘର ୭୪ତମ ପ୍ରତିଷ୍ଠା ଦିବସରେ ଜାଣନ୍ତୁ ଏହା ସମ୍ପର୍କରେ କିଛି ଅଜଣା କଥା

ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତ୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହୋଇଥିଲା । ଏହି ଦିନକୁ ଆଜି ମିଳିତ ଜାତିସଂଘ ଦିବସ…

ଚାଇନା ବାଣ ଉପରେ ଲାଗିଲା କଟକଣା; ବିକ୍ରେତା ଧରାପଡ଼ିଲେ ଦେବାକୁ ପଡ଼ିବ ଜୋରିମାନା

ଭୁବନେଶ୍ୱର: ଦୀପାବଳି ଉତ୍ସବର ଅବ୍ୟବହିତ ପୂର୍ବରୁ ଚାଇନା ବାଣ ଉପରେ ଲାଗିଛି କଟକଣା । ଚୋରା ଚାଲାଣ ହୋଇ ବିକ୍ରିହେଉଥିବା ଏହି ବାଣ ଧରାପଡ଼ିଲେ ବିକ୍ରେତାଙ୍କୁ କଡ଼ା ଜୋରିମ।।ନା ଦେବାକୁ ପଡ଼ିବ । ଏପରିକି ଏହି ବାଣ ବ୍ୟବହାର କରୁଥିବା ନେଇ ଜଣା ପଡ଼ିଲେ ବାଣ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ…

ପ୍ରବଳ ବର୍ଷାରେ ବାତିଲ୍ ହେଲା ବହୁ ଟ୍ରେନ, ଜାଣନ୍ତୁ…

ଭୁବନେଶ୍ୱର: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବରେ ବିଭିନ୍ନ ରେଲୱେ ଟ୍ରାକ୍ ଉପରେ ବର୍ଷା ଜଳ ପ୍ରବାହିତ ହେବା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ରେଳସେବା ବାଧାପ୍ରାପ୍ତ ହୋବା…

ବିଜେପୁର ଉପନିର୍ବାଚନ ଫଳାଫଳ: ବହୁ ଆଗରେ ବିଜେଡି

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନ ଲାଗି ଭୋଟଗଣତି ଜାରି ରହିଥିବାବେଳେ ୧୨ ରାଉଣ୍ଡ ସୁଦ୍ଧା ବିଜେଡି ଅନ୍ୟ ପ୍ରତିଦ୍ୱନ୍ଦୀ ଦଳଙ୍କଠାରୁ ଆଗୁଆ ରହିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ଆଜି ଭୋଟ୍ ଗଣତିର ୧୨ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ…

ବିଧାନସଭା ନିର୍ବାଚନ ୨୦୧୯: ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ଓ ହରିୟାଣାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାଇ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଭୋଟ ଗଣତିର ଯଥେଷ୍ଟ ଆଗରେ ରହିଥିବା ବେଳେ ହରିଆଣାରେ…

ବିଜେପୁର ଉପନିର୍ବାଚନ ଭୋଟଗଣତି: ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନ ଲାଗି ଭୋଟଗଣତି ଗୁରୁବାର ଦିନ ଜାରି ରହିଥିବାବେଳେ ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ସବୁଠୁ ଆଗୁଆ ରହିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ଆଜି ଭୋଟ୍ ଗଣତିର ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଖାତାରେ ୭୨୭୦…

ବର୍ଷାରେ ସ୍ଥିତି ବେହାଲ, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଗଜପତି: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଜୀବନଯାତ୍ରା ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଗଞ୍ଜାମ ଓ ଗଜପତି, ଢେଙ୍କାନାଳ, କଟକ, କେନ୍ଦ୍ରପଡା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା…