ଅଫିସ ଭିତରେ ଆଉ ଚଳିବନି ‘ଭାଇ’ ଡ଼ାକ; ଡ଼ାକିଲେ ନିଆଯିବ ଦୃଢ କାର୍ଯାନୁଷ୍ଠାନ !
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟମାନଙ୍କରେ ପୂର୍ବରୁ ଚଳୁଥିବା ‘ଭାଇ’ ଡ଼ାକର ଆଉ ଶୁଣିବାକୁ ମିଳିବନି । ଯଦି କେହି ଡ୍ୟୁଟି କରୁଥିବା ବେଳେ ଅନ୍ୟ ଜଣେ କର୍ମଚାରୀଙ୍କୁ ଭାଇ ବୋଲି ସମ୍ବୋଧନ କରିଦିଏ ତେବେ ତାଙ୍କ ଉପରେ ନିଆଯାଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ । ଏମିତି ଏକ ସରକାରୀ…