Latest Odisha News

BREAKING NEWS

ନବରାତ୍ରର ସପ୍ତମଦିନ; ମା’ଙ୍କୁ କାଳରାତ୍ରୀ ସ୍ବରୂପରେ ଆବାହନ କରୁଛନ୍ତି ଭକ୍ତ

ଭୁବନେଶ୍ୱର: ନବରାତ୍ରୀ ଏକ ହିନ୍ଦୁ ପର୍ବ ଓ ଏହା ନଅ ରାତି (ଏବଂ ଦଶ ଦିନ) ଧରି ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବଏ ପାଳନ କରାଯାଇଥାଏ ।ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୩-୧୦-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ମସିହା ଅକ୍ଟୋବର ତା ୨୩ ରିଖ ଶୁକ୍ରବାର ତୁଳା ୭ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ଉତ୍ତରା ଷାଢା ନକ୍ଷତ୍ର ମକର ଚନ୍ଦ୍ର  ଘାତ ବାର :-ବିଛା ଧନୁ ଓ ମୀନ ରାଶିର   ଘାତ ଚନ୍ଦ୍ର:-ସିଂହ ରାଶି…

ଅନ୍‌ଲାଇନ୍ ଜୁଆ ଭସାଇନେଲା ସୁନାର ସଂସାର !

ତାମିଲନାଡୁ: ମୋବାଇଲ ଦୋକାନକୁ ନେଇ ଖୁସୀଖୁସୀ ଚାଲୁଥିଲା ସଂସାର ଗାଡି । ବ୍ୟବସାୟ ସହ ମାନସିକ ସ୍ଥିତି ବି ଭଲ ଥିଲା । ହେଲେ ହଠାତ୍ ବନ୍ଧୁ ଓ ଅନଲାଇନ୍ ଜୁଆ ରୂପରେ ଜୀବନରେ ମାଡିଆସିଥିଲା ଅନ୍ଧାରୁଆ ମେଘ । ଆଉ ତା ପରେ ଜୁଆରେ ଲିଭିଗଲା ଜୀବନ ଦୀପ । ରବିବାର ପୁଡୁଚେରୀର ବିଜୟକୁମାର ନାମକ…

ନିଜ ଜିଲ୍ଲାରେ ପିଆଜ ଦର ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପିଆଜ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଦର ଏବଂ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି.ଭି ଯାଦବ ଏକ ଚିଠି ମାଧ୍ୟମରେ କହିଛନ୍ତି ଯେ, ପିଆଜ କିଣା ଯାଉଥିବା…

ହାଇଦ୍ରାବାଦ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ

ଦୁବାଇ : ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୫୫ ରନର ବିଜୟ ଲକ୍ଷ୍ୟ ହାଇଦ୍ରାବାଦ ଆଗରେ  ରଖିଛି । ଆଜି ହାଇଦ୍ରାବାଦ ଦଳ ଟସ ଜିଣି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନର ଦୁଇ ଓପନର ରବିନ ଉଥପ୍ପା ଓ ବେନ ଷ୍ଟୋକ୍ସ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି…

ବିହାର କଂଗ୍ରେସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ

ପାଟନା: ବିହାରର ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି । ପରିସର ମଧ୍ୟରେ ଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ୮.୫ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ କୌଣସି ଟଙ୍କା ଜବତ ହୋଇ ନାହିଁ ବୋଲି କହିଛି । ପରିସର ବାହାରେ ଥିବା ଏକ…

ଭିସା ଓ ଭ୍ରମଣ କଟକଣାରେ ପର୍ଯ୍ୟାୟକ୍ରମେ କୋହଳ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ମହାମାରୀ ସ୍ଥିତି ଯୋଗୁଁ ଭାରତ ସରକାର ୨୦୨୦ ଫେବୃୟାରୀଠାରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆନ୍ତର୍ଜାତିକ ଯାତ୍ରୀମାନଙ୍କ ଯାତାୟତ ଉପରେ କଟକଣା ଜାରି କରିଥିଲେ । ଏହା ଫଳରେ ଭାରତ ଭିତରୁ ବାହାରକୁ ଏବଂ ବାହାରୁ ଭାରତକୁ ଯାତ୍ରୀମାନଙ୍କ ଯାତାୟତ ପ୍ରାୟତଃ ବନ୍ଦ ରହିଥିଲା ।…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୧୨୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୫୭,୦୪୧ ଛୁଇଁଛି।…

ହିତାଧିକାରୀଙ୍କ ସୁବିଧା ପାଇଁ ଏବେ ସବୁ କାମ ହେବ ଅନଲାଇନରେ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ କରାଯାଉଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ…

ରୋନାଲ୍ଡୋ ପୁନର୍ବାର କରୋନା ପଜିଟିଭ

ଲିସବନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ପୁନର୍ବାର କରୋନା ପଜିଟିଭ ଥିବା ଜଣାପଡିଛି । ଇଟାଲୀର ଜୁଭେଟଂସ ପକ୍ଷରୁ ଖେଳଥିବା ଏହି ଖେଳାଳି ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । କିଛି ଦିନ ପରେ ସୁସ୍ଥ ଅନୁଭବ କରିବାରୁ ସେ ପୁନର୍ବାର ଟେଷ୍ଟ କରାଇଥିଲେ, ମାତ୍ର ଏହା…