Latest Odisha News

BREAKING NEWS

ପାପା ଜୋ, ନୋପୋ ଗ୍ୟାଙ୍ଗ କାର୍ତ୍ତିକଙ୍କଠାରୁ ଦୂରେଇ ରୁହ :କଙ୍ଗନା

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ‌ଙ୍କୁ ଦୋସ୍ତାନା୨ ଫିଲ୍ମରୁ ବାହାର କରି ଦିଆଯିବା ପରେ କୁଇନ କଙ୍ଗନା ରାନାୱତ ତାଙ୍କ ଷ୍ଟାଇଲରେ କରନ ଜୋହର ଏବଂ ନେପୋ କିଡ୍ସଙ୍କୁ ଟାର୍ଗେଟ କରିଛନ୍ତ । ସେ ସୋସିଆଲ ସାଇଟ୍ସରେ ଲେଖିଛନ୍ତି, କାର୍ତ୍ତିକ ନିଜ ଦକ୍ଷତାରେ ଏତେ ବାଟ ଆସି ପାରିଛନ୍ତି । ସେ ଆହୁରି…

ସରିଲା ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କ ନିର୍ବନ୍ଧ; ଖୁବ୍‌ ଶୀଘ୍ର କରିବେ ବିବାହ

ନୂଆଦିଲ୍ଲୀ: ଲୋକପ୍ରିୟ କପିଲ ଶର୍ମା ଶୋର ଚର୍ଚ୍ଚିତ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କର ପ୍ରେମିକ ସଙ୍କେତ ଭୋସଲେଙ୍କ ସହ ନିର୍ବନ୍ଧ ହୋଇସାରିଛି। ଖୁବ୍‌ ଏହି ଯୋଡି ବିବାହ ବନ୍ଧନରେ ଆବନ୍ଧ ହେବେ। ସୁଗନ୍ଧା ଏବଂ ସାଙ୍କେତ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କ ବିଷୟରେ ଘୋଷଣା…

ସୁଶାନ୍ତଙ୍କ ପରେ ଆଉ ଏକ ଇଂଜିନିୟରଙ୍କ ପଛରେ ପଡିଛି ବଲିଉଡର ଗଡଫାଦର ଗ୍ୟାଙ୍ଗ

ମୁମ୍ବାଇ: ଫିଲ୍ମ ପ୍ରଶଂସକଙ୍କ ଟାର୍ଗେଟରେ ଏବେ ପୁଣି ପଡିଛନ୍ତି କରନ ଜୋହର । କୌଣସି ଉପଯୁକ୍ତ କାରଣ ନ ଦର୍ଶାଇ ଦୋସ୍ତାନା୨ରୁ କାର୍ତ୍ତିକ ଆର୍ଯ୍ୟନଙ୍କ ବାହାର କରିବା ଯୋଗୁ କରନ ବିଭିନ୍ନ ମହଲରେ ସମାଲୋଚିତ ହୋଇଛନ୍ତି । ଏପରି କି ସୁଶାନ୍ତ ସିଂ ରାଜପୁତ ଯେପରି ହଇରାଣ ହେଉଥିଲେ ଏବେ…

ଲାଲ୍‌ଗଡରେ ପୁଣି ପ୍ରଜାମେଳି

ମାଲକାନଗିରି:ଲାଲ୍‌ଗଡରେ ପୁଣିଥରେ ପ୍ରଜାମେଳି । ବିଭିନ୍ନ ସମସ୍ୟାର ସମାଧାନ ସହ ନୂଆ ପଞ୍ଚାୟତ ଦାବିରେ ପ୍ରଜାମେଳି ଅନୁଷ୍ଠିତ ହୋଇଛି । ଖୁବଶିଘ୍ର ସମସ୍ୟାର ସମାଧାନ ସହ ଦାବି ପୂରଣ ନହେଲେ ଆଗାମୀ ଭୋଟ ବର୍ଜନ ପାଇଁ ଚେତାବନୀ ଦିଆଯାଇଛି

ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଗିରଫ ହେଲେ ଦୀପ୍‌ ସିଦ୍ଧୁ

ନୂଆଦିଲ୍ଲୀ: ଲାଲ କିଲ୍ଲା ଗଣତନ୍ତ୍ର ଦିବସ ହିଂସା ମାମଲାରେ ଦିଲ୍ଲୀ କୋର୍ଟ ଜାମିନ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ପୋଲିସ ଅନ୍ୟ ଏକ ମାମଲାରେ ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ପୁଣି ଗିରଫ କରିଛି। ଲାଲ କିଲ୍ଲାରେ ହୋଇଥିବା ହିଂସା ସମ୍ପର୍କରେ ASI ଦ୍ବାରା ଦାଖଲ…

ବରିଷ୍ଠ ନାଗରିକ ମହାସଂଘର ବୈଠକ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ପ୍ରତିଷ୍ଠାତା କୃପାସିନ୍ଧୁ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ( ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସଭାରେ…

ଗ୍ୟାଙ୍ଗଷ୍ଟର ହାଇଦରର ହାଇଡ୍ରାମା

୧୨୦ଘଣ୍ଟାର ଅପରେସନ ପରେ ତେଲେଙ୍ଗାନରୁ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର । ପୁଲିସର ଦୁଇଟି ଟିମ୍ ତେଲେଙ୍ଗାନା ପ।ଇ ଛାନ୍‌ଭିନ୍ ପରେ ଧରାପଡିଥିଲା ସେଖ୍ ହାଇଦର । ତେବେ ଦୀର୍ଘ ୧୬ ବର୍ଷ ପରେ ହାଇଦର ଫେରାର ହେବା ପଛରେ କିଛି ଷଡନ୍ତ୍ର ଥିଲା କି? ନା ଅଲଗା କିଛି ରହସ୍ୟ ଅଛି । ଏନେଇ ତଦନ୍ତ…

ରେଳ ଷ୍ଟେସନ ଏବଂ ଟ୍ରେନ୍‌ ଭିତରେ ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ଫାଇନ୍‌

ନୂଆଦିଲ୍ଲୀ: ରେଳ ଷ୍ଟେସନ ଏବଂ ଟ୍ରେନ ଭିତରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ। ଏ ନେଇ ଭାରତୀୟ ରେଳବାଇ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। କେବଳ ଏତିକି ନୁହେଁ, ରେଳବାଇ ପରିଷ୍କାର ପରିଚ୍ଛନ୍ନତାର ସହ ଯାତ୍ରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଛେପ…

କୋଭିଡ୍‌ ରୋଗୀଙ୍କୁ ଉତ୍ସାହିତ କରିବା ପାଇଁ କୋଭିଡ୍‌ ଯୋଦ୍ଧାଙ୍କ ନିଆରା ପ୍ରୟାସ

ଗୁଜରାଟ: ଡାକ୍ତରଖାନାରେ କୋଭିଡ ରୋଗୀଙ୍କୁ ମନୋରଞ୍ଜନ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଗୁଜୁରାଟର ଭଦୋଦରାସ୍ଥିତ ପାରୁଲ ସେବାଶ୍ରମ ହସ୍ପିଟାଲରେ ଏହି ଭିଡିଓ ରେକର୍ଡ କରାଯାଇଛି। ମୁମ୍ବାଇର ଲୋକପ୍ରିୟ ଫଟୋଗ୍ରାଫର ଭାଇରାଲ ଭାୟାନି ଏହି…

ରହସ୍ୟମୟ କୁମ୍ଭୀର ଭବ୍ୟା

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ଅସମ୍ଭବକୁ ସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…