Latest Odisha News

BREAKING NEWS

ପୁରୀରେ ଅଣାୟତ କରୋନା ସ୍ଥିତି, ଆରପିଏଫ ପୋଲିସ ପକ୍ଷରୁ ରେଳଷ୍ଟେସନରେ ବ୍ୟାପକ ସଚେତନତା 

ପୁରୀ: ରାଜ୍ୟରେ ଭୟଙ୍କର ରୂପ ନେଲାଣି କରୋନା ସଂକ୍ରମଣ । ପୁରୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ । ପୁରୀରେ କରୋନା ଚେନ୍ ବ୍ରେକ୍ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଆରପିଏଫ ପୋଲିସ ପକ୍ଷରୁ ରେଳଷ୍ଟେସନରେ ବ୍ୟାପକ ସଚେତନତା କରାଯାଇଛି । ଟ୍ରେନରେ…

ବିଶେଷଜ୍ଞଙ୍କ ପରାମର୍ଶ; ସଂକ୍ରମଣରୁ ବର୍ତ୍ତିବା ପାଇଁ ଏନ୍‌ ୯୫ ମାସ୍କ ବ୍ୟବହାର କରିବା ଉଚିତ

ନୂଆଦିଲ୍ଲୀ: ବାୟୁରେ ବ୍ୟାପୁଛି କରୋନା। ଲାନସେଟ୍ ରିପୋର୍ଟରେ ଏହାକୁ ନେଇ ଦୃଢ ଦାବି କରାଯାଇଛି। ଏଥିପାଇଁ  N95 କିମ୍ବା KN95 ମାସ୍କ ବ୍ୟବହାର କରିବା ଉଚିତ୍ ବୋଲି ଡା ଫହିମ୍ ୟୁନୁସ୍ କହିଛନ୍ତି। ସେ କହିଛନ୍ତି କୋଭିଡ୍-୧୯ ଏକ ବାୟୁବାହୀ ରୋଗ। ଏଥିରୁ ବର୍ତ୍ତିବା ପାଇଁ ଆମକୁ କପଡା…

କୁମ୍ଭମେଳା ଫେରନ୍ତାଙ୍କ ଉପରେ ସରକାରଙ୍କ କଡ଼ା ନଜର: ନବ ଦାସ

ଭୁବନେଶ୍ୱର: କୁମ୍ଭମେଳା ଫେରନ୍ତାଙ୍କଠାରୁ ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୁମ୍ଭମେଳା ଫେରନ୍ତଙ୍କ ଉପରେ ଏବେ ସରକାର ସ୍ୱତନ୍ତ୍ର ନଜର ରଖିଛନ୍ତି । ଉତ୍ତରାଖଣ୍ଡରେ ନାମ ପଞ୍ଜିକରଣ କରି ଯେଉଁମାନେ କୁମ୍ଭମେଳାକୁ ଯାଇଥିଲେ ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ସେମାନଙ୍କୁ…

ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡା. ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ

ଭୁବନେଶ୍ୱର:  ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ ପାଇଁ ଚୟନ କରାଯାଇଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି ଫିଜିସିଆନ ତରଫରୁ ୨୦୨୧ ବର୍ଷ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି ।  ସୁନାମଧନ୍ୟ ହୋମିଓପାଥି…

ଘାଇକୁ ଖସିପଡ଼ିଲା କାର୍‌; ଗୋଟିଏ ପରିବାରର ୫ ମୃତ

ନୂଆଦିଲ୍ଲୀ: ଶନିବାର ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ବଦ୍ରିନାଥ ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମୃତ ପାଞ୍ଚଜଣ ବିବାହ ସମାରୋହରୁ ଫେରୁଥିବାବେଳେ ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯାହା ପରେ ଶନିବାର ରାତିରେ…

କେଜ୍ରିଓ୍ୱାଲ କହିଲେ ଦିଲ୍ଲୀରେ ଖାଲି ଅଛି ଶହେରୁ କମ୍ ICU ବେଡ୍, କରୋନା ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର କରାଳ କାୟା । ଦୈନିକ ସଂକ୍ରମଣରେ ବ୍ରେକ୍ ଲାଗୁନି । ପଜିଟିଭ୍ ରେଟ୍ ୨୪ପ୍ରତିଶତରୁ ୩୦ ପ୍ରତିଶତକୁ ବଢ଼ିଛି । ଗତ ୨୪ ଘଣ୍ଟାରେ ୨୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ପରେ କରୋନା ମୁକାବିଲା ଚିନ୍ତା ବଢ଼ିଛି ।…

ଅଜୟ ଦେବଗନଙ୍କ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଇଦରେ ରିଲିଜ ହେବ !

ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଆଇପିଏଲ ଅବସରରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଚୂଡାନ୍ତ ହୋଇଥିଲା । ଏ ନେଇ ଅଜୟଙ୍କ ସହ ଆଡ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ତେବେ ଫିଲ୍ମର ପୋଷ୍ଟ…

ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା, ସ୍ଥିତି ନିୟନ୍ତ୍ରଣ ପାଇଁ ଆଜି କ୍ୟାବିନେଟ୍‌ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା । ଅସମ୍ଭାଳ ହେଲାଣି ସ୍ଥିତି । ଦିନକୁ ଦିନ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ସଂକ୍ରମଣ ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ଓ ଅମ୍ଳଜାନର ଅଭାବ ଦେଖାଗଲାଣି । ଏହାସହ କରୋନା ଇଞ୍ଜେକସନ ମଧ୍ୟ ଆଉ ମିଳୁନାହିଁ । ଯାହା ଦିଲ୍ଲୀ ସରକାରଙ୍କୁ ଚିନ୍ତାରେ…

ଆଲିଆ ଭଟ୍ଟଙ୍କ ବିପକ୍ଷରେ ବଲିଉଡ୍‌ରେ ଡେବ୍ୟୁ କରିବେ ପାର୍ଥ ସମ୍‌ଥାନ

ମୁମ୍ବାଇ: ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ଟେଲିଭିଜନ ଆକ୍ଟର ପାର୍ଥ ସମଥାନ। ସେ ପ୍ରକାଶ କରିଛନ୍ତି ଯେ ସେ ଆଲିଆ ଭଟ୍ଟଙ୍କ ଶୀର୍ଷକ ଏକ ଚଳଚ୍ଚିତ୍ରରୁ ତାଙ୍କ ବଲିଉଡ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଯାହା ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍ ଅଧୀନରେ ଅଛି। ରିପୋର୍ଟ ଅନୁଯାୟୀ ପାର୍ଥ…

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ଭବାନୀପାଟଣା: ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । ଘଟଣା ଘଟିଛି କଳାହାଣ୍ଡି ଥୁଆମୂଳ ରାମପୁର ପଡାପଦର ପଞ୍ଚାୟତ ଭିତରଡୁଙ୍ଗାରେ । ପାହାଡ ଜଙ୍ଗଲ ଅଞ୍ଚଳ ହୋଇଥିବା ବେଳେ ବେଳେ ଗମନା ଗମନର କୌଣସି ସବୁିଧା ନାହିଁ । ଏମିତି ଅଣ ଓସାରିଆ…