ନଦୀର ନାମ ଗନ୍ଧବତୀ…
ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ନିୟମିତ ସ୍ତମ୍ଭ: ବିଲୁପ୍ତି ବିପ୍ଳବ
ନଦୀର ନାମ ଗନ୍ଧବତୀ...
ସୁଦର୍ଶନ ଦାସ
ଗନ୍ଧବତୀ ନାମକ ଏକ ନଦୀକୁ ଓଡ଼ିଶାରେ ବହୁତ କମ୍ ଲୋକ ଜାଣନ୍ତି । ଉତ୍କଳ – କଳିଙ୍ଗ ସଭ୍ୟତା ଏକଦା ଗଢି ଉଠିଥିଲା ଏହି ନଦୀ କୂଳରେ । ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ କଳିଙ୍ଗ ସମ୍ରାଟ…