ନାରୀବାଦୀକୁ ନେଇ କଣ ପ୍ରତିକ୍ରିୟା ଦେଲେ ସୋନା….
ମୁମ୍ବାଇ: ବଲିଉଡ ଗାୟିକା ସୋନା ମହାପାତ୍ର ନାରୀବାଦ ବିଷୟରେ ଅନେକ ସମୟରେ ଆଲୋଚନା କରନ୍ତି। ସେ ଅନେକ ସମୟରେ ମହିଳାଙ୍କ ପ୍ରତି ସ୍ୱର ଉତ୍ତୋଳନ ମଧ୍ୟ କରନ୍ତି। ତେବେ ନିକଟରେ ଏକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ସୋନାଙ୍କୁ ନାରୀବାଦକୁ ନେଇ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୋନା…