Latest Odisha News

BREAKING NEWS

ଯବାନଙ୍କୁ ଶେଷ ସଲାମ

ସଇଁତଳା :ଯବାନଙ୍କୁ ଶେଷ ସଲାମ । କାନ୍ଦୁଛି ଗାଁ , ଯବାନଙ୍କୁ ହରାଇ ଝୁରୁଛି ଭିଟାମାଟି । ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିବା ପରେ ତାଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଶେଷରେ ଗାଁ ମାଟିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ଯବାନଙ୍କ । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଯବାନ ଥବୀର ।…

ଗାନ୍ଧୀ ଚର୍ଚ୍ଚା: ଅଧା ନଙ୍ଗଳା ଫକୀର ଗାନ୍ଧୀ ମହାରାଜ

ପ୍ରହଲାଦ କୁମାର ସିଂହ ‘ପ୍ରିୟ ପ୍ରଧାନ ମନ୍ତ୍ରୀ, ଆପଣ ନଙ୍ଗଳା ଫକୀରକୁ ଦଳି ଦେବାକୁ ଇଚ୍ଛା କରୁଥିବା ଜଣାଣୁଣା । ମୋତେ ଆପଣ ନଙ୍ଗଳା ଫକୀରଭାବେ ବର୍ଣ୍ଣନା କରନ୍ତି । ଦୀର୍ଘ ଦିନ ଧରି ମୁଁ ଗୋଟିଏ ଫକୀର ହେବାକୁ ସାଧନା କରୁଛି । ନଙ୍ଗଳା ଫକୀର ହେବା ତ’ ଆହୁରି କଷ୍ଟ । ତେଣୁ ଆପଣଙ୍କ…

କୋଭିଡ୍ ମହାମାରୀରେ ମିଥ୍ୟା ତଥ୍ୟ ପ୍ରଘଟ, ସାମ୍ବାଦିକ ଗିରଫ

ଅନୁଗୁଳ: ପୂର୍ବରୁ ଠିକାଦାର କିମ୍ବା ବେସରକାରୀ ସଂସ୍ଥାକୁ ବଟି ମାଗି ସାମ୍ବାଦିକ ଗିରଫ ହେବା ଖବର ସାମ୍ନାକୁ ଆସିଥିଲା । କିଛି ହାତଗଣତି ଲୋକଙ୍କ ପାଇଁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମ ଅଳ୍ପ ବହୁତ ବଦନାମ ବି ହୋଇଥିଲା । ହେଲେ ଏବେ କୋଭିଡ୍ ମହାମାରୀ ଭଳି ସମ୍ବେଦନଶୀଳ…

ଆପଣଙ୍କ ନାମରେ ପଂଜିକୃତ ସିମ୍‌କୁ ଅନ୍ୟ କେହି ବ୍ୟବହାର କରୁଛନ୍ତି କି ?

ଭୁବନେଶ୍ୱର: ମୋବାଇଲ୍ ସିମ୍ ଜାଲିଆତି । ଜଣକ ନାମରେ ପଂଜିକୃତ, ବ୍ୟବହାର କରୁଥିବେ ଅନ୍ୟ ଜଣେ । ଫିଲ୍ମ, ୱେବ୍‌ସିରିଜ୍ ଓ ଖାସ କରି ଅନେକ କ୍ରାଇମ୍ ସିରିଅଲରେ ଅପରାଧୀମାନେ ଅନ୍ୟ ଜଣକ ନାମରେ ଥିବା ସିମ୍ ବ୍ୟବହାର କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । ତେବେ ରିୟଲ୍ ଲାଇଫରେ ବି ଏପରି ଅନେକ ଥର…

ସୃଜନଶୀଳତାର ଭିନ୍ନ ଏକ ପରିଚୟ: ଟେରାକୋଟା ଶିଳ୍ପୀ ରମେଶ ଚନ୍ଦ୍ର ମୁଦୁଲି

କଳା ଓ କାରିଗରୀକୁ ନେଇ ପ୍ରିୟରଂଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ପରିବାରର କୌଳିକ ବୃତ୍ତି ବଞ୍ଚାଇ ରଖିବା ସହ ଭିନ୍ନ କିଛି କରିବାର ନିଶା ରମେଶଙ୍କୁ କରିଛି ମତୁଆଲା । ମାଟି କାଦୁଅରେ ତିଆରି ତାଙ୍କ ଭଳିକି ଭଳି କଳାକୃତ୍ତି ଦେଖିବା ମାତ୍ରକେ ମୋହିନିଏ ଗ୍ରାହକର ମନ ।…

ପରଲୋକରେ ଏସୀୟ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ବକ୍ସର୍ ଡିଙ୍କୋ ସିଂ

ଭୁବନେଶ୍ୱର: କରୋନା ବିରୋଧରେ ସେ ଜିତିଥିଲେ । ହେଲେ କ୍ୟାନ୍ସର ବ୍ୟାଧି ନିକଟରୁ ସେ ପରାଜିତ ହୋଇଛନ୍ତି । ଆଉ ନାହାଁନ୍ତି ଏସୀୟ ଗେମ୍ସରେ ସ୍ବର୍ଣ୍ଣ ବିଜେତା ବକ୍ସର ଡିଙ୍କୋ ସିଂ । ଦୀର୍ଘଦିନ ଧରି ଲିଭର କ୍ୟାନ୍ସର୍‌ରେ ପୀଡିତ ଥିବା ଏହି ବକ୍ସରଙ୍କର ଆଜି ଦେହାନ୍ତ ହୋଇଛି । ୨୦୧୭ରୁ…

ମୃତ୍ୟୁ ପରେ ବି ଅମର: ଅଙ୍ଗଦାନ କରି ୩ ରାଜ୍ୟରେ ୫ଜଣଙ୍କୁ ନୂଆ ଜୀବନ ଦେଲେ ମହିଳା

ସୁରତ: ମୃତ୍ୟୁ ପରେ ବି ଅମର । ନିଜେ ବଞ୍ଚି ପାରିଲେ ନାହିଁ । କିନ୍ତୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇଲେ । ସୁରତର ଜଣେ ମହିଳାଙ୍କ ମହାନତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ମୃତ୍ୟୁ ପରେ ଅଙ୍ଗଦାନ କରି ସେ ୩ଟି ରାଜ୍ୟର ୫ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ମହିଳାଙ୍କ ନାଁ କାମିନୀ ପଟେଲ୍ ଓ ବୟସ ୪୬…

ଓଡ଼ିଶା ପହଞ୍ଚିଲା ମୌସୁମୀ: ୪୮ ଘଣ୍ଟାରେ ସାରା ଓଡ଼ିଶାକୁ ଛୁଇଁବ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୪୮ ଘଣ୍ଟା ଭିତରେ ସାରା ଓଡ଼ିଶାରେ ସକ୍ରିୟ ହେବ । ଏନେଇ ଅନୁକୂଳ ପରିବେଶ ରହିଛି । ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବର୍ଷ…

ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ସୁଶାନ୍ତ ସିଂଙ୍କ ଜୀବନ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ’ । ଆସନ୍ତାକାଲି ଏହା ମୁକ୍ତିଲାଭ କରିବାର ଅଛି । ରିଲିଜ ଉପରେ…

ମେହୁଲ ଚୌକସୀଙ୍କ ଉପରେ ଫିଲ୍ମ କିମ୍ବା ଓ୍ୱେବ୍ ସିରିଜ କରିବେ ମଧୁର ଉଣ୍ଡାରକର !

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀକୁ ନେଇ ଫିଲ୍ମ ତିଆରି କରି ପାରନ୍ତି ମଧୁର ଉଣ୍ଡାରକର । ତାଙ୍କ ଟ୍ୱିଟରୁ ଏମିତି କିଛି ବୁଝାପଡୁଛି । ମେହୁଲ ଚୋକସୀ ଆଣ୍ଟିଗୁଆରୁ ଡୋମିନିକାକୁ ଚମ୍ପଟ ମାରିବା ଓ ସେଠାରୁ ଧରା ପଡ଼ିବା ଖବର…