Latest Odisha News

BREAKING NEWS

ଚଳିତ ଥର କେବଳ ପୁରୀରେ ରଥ ଯାତ୍ରା, ଭକ୍ତଙ୍କୁ ବାରଣ

ପୁରୀ: ଚଳିତ ଥର କେବଳ ପୁରୀରେ ହେବ ମହାପ୍ରଭୁଙ୍କ ରଥଯାତ୍ରା ।  ଭକ୍ତଙ୍କୁ ବାରଣ କେବଳ ପୁରୀ ଛଡ଼ା ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ । ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ହେବ । ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ଜାଗାରେ ରଥ ଯାତ୍ରା…

ଭୁବନେଶ୍ବରରେ ଆକ୍ରାନ୍ତ ତୁଳନାରେ ସୁସ୍ଥ ହେଉଛନ୍ତି ଅଧିକ

ଭୁବନେଶ୍ବର : ରାଜଧାନୀ ସୁଧୁରୁଛି କରୋନା ସ୍ଥିତି । ଯେତିକି ଆକ୍ରାନ୍ତ ହେଉଛନ୍ତି, ତାଠୁ ଅଧିକ ସୁସ୍ଥ ହେଉଛନ୍ତି । ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୫୬୮ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୦୯ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୫୯ । ସେହିପରି ଆଜି…

ପୁରୀ ଓ କାମାକ୍ଷା ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀ ଓ କାମାକ୍ଷା ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏହି ରୁଟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ୦୫୬୪୦/୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ କାମାକ୍ଷା ଠାରୁ ଜୁନ ୨୦ ତାରିଖରୁ ପ୍ରତ୍ୟେକ ରବିବାର ଦିନ…

କରୋନାରୁ ସୁସ୍ଥ ହେଲେ ଆଉ ୮ ହଜାର ୨୯୯ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥତା ସଂଖ୍ୟା। ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୨୯୯ ଜଣ ଆକ୍ରାନ୍ତ । https://twitter.com/HFWOdisha/status/1402975953035300867?s=19…

ଗଞ୍ଜାମର ଏହିସବୁ ପଞ୍ଚାୟତ କାରୋନା ମୁକ୍ତ

ଗଞ୍ଜାମ: ବରଗଡ ଜିଲ୍ଲାର ଅନ୍ତରାଦି ଅଞ୍ଚଳ କେବଳ ଯେ ଗୋଟିଏ କାରୋନା ମୁକ୍ତ ଅଞ୍ଚଳ ନୁହେଁ। ଏଥିରେ ସାମିଲ ହୋଇଛି ଗଞ୍ଜାମ ଜିଲ୍ଲାର କିଛି ପଞ୍ଚାୟତ। ଯେଉଁଠି କରୋନା ସଂକ୍ରମଣର ପନ୍ଦର ମାସ ପରେ ମଧ୍ୟ ଗୋଟିଏ ବି ପଜିଟିଭ ମାମଲା ଚିହ୍ନଟ ହୋଇନାହିଁ। ୨୦୨୧ ମସିହା ଏପ୍ରିଲରେ ଭାରତକୁ…

ଗାଈ ଓ ମଇଁଷି ପାଇଁ ଚାଷୀଙ୍କୁ ମିଳିବ ୩୦ ହଜାର ଟଙ୍କା

ଭୁବନେଶ୍ବର : ବାତ୍ୟା ୟାସ୍‌ରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାଜେକ ଘୋଷଣା । ପ୍ରଭାବିତ ଜିଲ୍ଲାର ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ବଳ୍ପ ମିଆଦୀ ଋଣ ହେବ ମଧ୍ୟମ ମିଆଦୀ ହେବ । ସେହିପରି ବାତ୍ୟାରେ ଦୁଧି ଆଳୀ ଗାଈ, ମଇଁଷି, ଛେଳି, ମେଣ୍ଢା ଓ…

ବିଶ୍ୱ ପରିବେଶ ଦିବସ; ସୋଆରେ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ ଷ୍ଟ୍ରିମିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍‌)ର ଓଡ଼ିଶା କାର୍ଯ୍ୟାଳୟ ପକ୍ଷରୁ ଜୁନ୍ ୫ ତାରିଖରେ ସୋଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ…

ରଜ ପାଇଁ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ

ଭୁବନେଶ୍ୱର: ରଜ ପାଇଁ ବଢ଼ିଲା କଟକଣା । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଅନ୍ୟପଟେ କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ସିଲ୍ କରାଯିବ…

ତିନି ରଥର ଚକ କାର୍ଯ୍ୟ ସମ୍ପୁର୍ଣ୍ଣ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ତିନି ରଥର ମୋଟ ୩୯ଟି ଚକ ସମ୍ପୁର୍ଣ୍ଣ ହୋଇଛି । ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତ ମାନେ । ଏଥି ସହ ତିନି ରଥର ଚାରିନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ରଥର ଚାରି…

‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ପ୍ୟାକେଜ

ଭୁବନେଶ୍ୱର : ୟାସ ପ୍ରଭାବିତ କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ବା ତା ଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମ ମାତ୍ର ଚାଷୀଙ୍କ ପାଇଁ ଇନପୁଟ…