Latest Odisha News

BREAKING NEWS

ବାରିପଦାରେ ନକଲି ମଦ କାରଖାନା ଠାବ

ବାରିପଦା: କବାଡିଖାନା ଆଳରେ ଦୀର୍ଘ ଦିନ ହେବ ଚାଲିଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା। ଯାହା ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି। ବିଶେଷସୂତ୍ରରୁ ଖବର ପାଇ ପୋଲିସ୍ ଗତକାଲି ରାତିରେ ଚଢାଉ କରିଥିଲା ବେଳେ ଜବତ ହୋଇଛି ବିପୁଳ ନକଲି ବିଦେଶୀ ମଦ।…

କୋରାପୁଟ ସାଂସଦଙ୍କୁ ମିଳିଲା କଂଗ୍ରେସର ନୂଆ ଦାୟିତ୍ବ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର ଦିନ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲକାଙ୍କୁ ଦଳର ଜାତୀୟ ସେକ୍ରେଟାରୀ ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ ତାଙ୍କୁ ଛତିଶଗଡର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ନିକଟରେ ପାଞ୍ଚଟି ରାଜ୍ୟରେ ଶେଷ ହୋଇଥିବା…

ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି ୨୨୫ କରୋନା ଆକ୍ରାନ୍ତ ମହିଳା

ଅଗରତାଲା: କରୋନାଭାଇରସର ଦୁଇଟି ତରଙ୍ଗ ସମୟରେ ଅତିକମରେ ୨୨୫ କରୋନା ପଜିଟିଭ ଗର୍ଭବତୀ ମହିଳା ଅଗରତାଲା ସରକାରୀ ହସ୍ପିଟାଲ୍‌ରେ ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁମାନେ ପରବର୍ତ୍ତୀ ସମୟରେ ଭୂତାଣୁରେ ସଂକ୍ରମିତ ହୋଇନଥିବା ଜଣାପଡିଛି। ପ୍ରଥମ ତରଙ୍ଗ ସମୟରେ, ୧୯୮…

ଏହି ରାଜ୍ୟରେ ଜୁନ୍ ୧୪ ଯାଏ ବଢିଲା ଲକଡାଉନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ବଢିଲା ଲକ୍‌ଡାଉନ୍। ପୂର୍ବରୁ ଜାରି ରହିଥିବା ଲକ୍‌ଡାଉନ୍‌ ଅବଧିକୁ କର୍ଣ୍ଣାଟକ ସରକାର ଜୁନ୍‌ ୧୪ ଯାଏ ବୃଦ୍ଧି କରିଥିବା ସୂତ୍ରରୁ ପ୍ରକାଶ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଡିୟୁରପ୍ପା କହିଛନ୍ତି ଯେ ରାଜ୍ୟରେ କରୋନାଭାଇରସ୍ ସମ୍ପୂର୍ଣ୍ଣ…

ମହାରାଷ୍ଟ୍ରର ରଣଜିତସିନ ଡିସଲେ ହେଲେ ଗ୍ଲୋବାଲ୍‌ ଟିଚର୍‌ ପ୍ରାଇଜ୍‌ ୨୦୨୦ର ବିଜେତା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରର ପ୍ରାଥମିକ ଶିକ୍ଷକ ରଣଜିତସିନ ଡିସଲେ ବିଶ୍ୱ ଶିକ୍ଷକ ପୁରସ୍କାର ୨୦୨୦ର ବିଜେତା ହୋଇଛନ୍ତି। ଏହାପରେ ତାଙ୍କୁ ବିଶ୍ୱ ବ୍ୟାଙ୍କ ଶିକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି ବୋଲି ସୂଚନା ମିଳିଛି। ତାଙ୍କୁ ଜୁନ୍ ୨୦୨୧ ରୁ ଜୁନ୍ ୨୦୨୪ ପର୍ଯ୍ୟନ୍ତ…

କରୋନା ଦ୍ୱିତୀୟ ତରଙ୍ଗ ନେଲାଣି ୬୨୪ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାୟ ୬୨୪ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି ବୋଲି ଭାରତୀୟ ମେଡିକାଲ୍ ଆସୋସିଏସନ୍ ଆଇଏମ୍‌ଏ ର ସର୍ବଶେଷ ତଥ୍ୟରୁ ଜଣାପଡିଛି। ଆଇଏମ୍‌ଏର କୋଭିଡ୍ ରେଜିଷ୍ଟ୍ରି ଅନୁଯାୟୀ, ଦିଲ୍ଲୀରେ ୧୦୯ ସର୍ବାଧିକ ମୃତ୍ୟୁ ଘଟିଥିବା ବେଳେ ମୋଟ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ୍ରାଇଭର ଜୀବନ୍ତ ଦଗ୍ଧ

କାମାକ୍ଷାନଗର : ପାଉଁଶ ବୋଝେଇ ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ । ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ପଥପ୍ରାନ୍ତ ସେବା କେନ୍ଦ୍ର ସମ୍ମୁଖରେ ଘଟିଛି ଦୁର୍ଘଟଣା । ପାଉଁଶ ବୋଝେଇ ହାଇୱା ଟ୍ରକ ପଛ ପାଖରୁ ପାଉଁଶ ବୋଝେଇ ହାଇୱା ଟ୍ରକ ଧକ୍କା…

ଭଦ୍ରକରେ ଅବାଧ ଗଂଜେଇ ଚାଲାଣ, ୪ ଗିରଫ

ଭଦ୍ରକ: ପରିସୀମାରେ ବେଶ ଛୋଟ ଭଦ୍ରକ ଜିଲ୍ଲା । ହେଲେ ଏଠି ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାରବାର । ମାତ୍ର କିଛି ଦିନ ପୂର୍ବରୁ ବନ୍ତ ଛକରେ ବ୍ରାଉନ୍ ସୁଗାର ଓ ଆସ୍କା ଫୋର୍ଟ ମଦ ଜବତ ହୋଇଥିଲା । ହେଲେ ଗତକାଲି ଗଂଜେଇ ଚାଲାଣ କାରବାରରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଭଦ୍ରକ…

କରୋନା ମୁକାବିଲା; ସିଏମ୍‌ସି ପାଇଁ ୧୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଅଞ୍ଚଳରେ କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିପାଇଁ ସିଏମ୍‌ସି ପୂର୍ବରୁ ୨୬,୭୧,୧୯,୧୪୪ କୋଟି ଟଙ୍କା ପାଇଥିଲା।…

ଚଢ଼ାଉ ବେଳେ ୫୫ ଗ୍ରାମ ବ୍ରାଉନ ସୁଗର ଜବତ

ଖୋର୍ଦ୍ଧା : ପୁଣି ଜବତ ହେଲା ବ୍ରାଉନ ସୁଗାର । ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳରେ ଚଢ଼ାଉ ବେଳେ ଏହି ବ୍ରାଉନ ସୁଗର ଜବତ ହୋଇଛି । ଏକ ଦାମୀ କାରରୁ ୫୫ ଗ୍ରାମ ବ୍ରାଉନସୁଗର, ତିନୋଟି ଦାମି ମୋବାଇଲ ଏବଂ ନଗଦ ୨୦ ହଜାର ୩୦୦ ଟଙ୍କା ଜବତ ହୋଇଛି । ଏହି ଅଞ୍ଚଳରେ ଦିନକୁ ଦିନ ବଢୁଛି ବ୍ରାଉନ ସୁଗର…