ଉତ୍ତରପ୍ରଦେଶରେ ପୁଣି ଗଣବଳତ୍କାର ଆଉ ତାପରେ ପରେ ଆତ୍ମହତ୍ୟା
ଚିତ୍ରକୁଟ: ହାଥ୍ରାସ ମାମଲା ପରେ ମଙ୍ଗଳବାର ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରୁ ଆସିଛି ଆଉ ଗୋଟିଏ ଗଣବଳତ୍କାର ଖବର । ଜଣେ ନାବାଳିକାକୁ ତିନି ଜଣ ପୁରୁଷ ଅପହରଣ କରି ଅନେକ ଘଣ୍ଟା ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ଏହା ପରେ ଝିଅଟି ହାତ ଓ ଗୋଡରେ ବନ୍ଧା ହୋଇ ଏକ ନର୍ସରୀରେ ଛାଡି…