Latest Odisha News

BREAKING NEWS

ଏପ୍ରିଲ ୫ରୁ ହାଇକୋର୍ଟରେ ଭର୍ଚୁଆଲ ଶୁଣାଣି

କଟକ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଏପ୍ରିଲ ୫ରୁ କେବଳ ଭର୍ଚୁଆଲ ମୋଡରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋର୍ଟର ଅଧିକାରୀ ଏବଂ କର୍ମଚାରୀଙ୍କୁ ଛାଡି ଏହାର ପରିସର ମଧ୍ୟକୁ ଅନ୍ୟମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିବ ବୋଲି ସରକାରୀ…

ଡିଲ୍ ବେଳେ ବାଘ ଛାଲ ଶିକାରୀ ଓ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ୱର: ରାଜ୍ୟରେ ବାଘ ଛାଲ ରାକେଟର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ପୁଣି ଦୁଇ ଜଣ ବାଘ ଛାଲ ଶିକାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ନୟାଗଡ଼ ଅଞ୍ଚଳରୁ ଜଣେ ଶିକାରୀ ଓ ସହଯୋଗୀଙ୍କୁ ଗିରଫ କରାଯାଇଛି । ୪ ଲକ୍ଷ ଟଙ୍କାରେ ଡିଲ୍ ଚାଲିଥିବା ବେଳେ ଖବର ପାଇ ହଠାତ୍…

ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଉଦଳା ଅଞ୍ଚଳରୁ ସାଢ଼େ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବାରିପଦା: ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ମୟୂରଭଞ୍ଜ ଜିଲ୍ଲା କପ୍ତାପଦା ଥାନା ପୋଲିସ । ଉଦଳା ଅଞ୍ଚଳରୁ ସାଢେ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଗଞ୍ଜେଇ ମାଫିଆ ଶରତ ନାଏକଙ୍କୁ ଗିରଫ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷରୁ ଅଧିକ ଟଙ୍କା…

ପୁଲୱାମାର କାକାପୋରାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାର କାକାପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ୩ ଜଣ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ଅଞ୍ଚଳକୁ କର୍ଡନ କରି ନେଇଛନ୍ତି ସୁରକ୍ଷାକର୍ମୀ । ଗୁଳି ବିନିମୟ ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା…

ରଣବୀରଙ୍କ ପରେ ଆଲିଆ ଭଟ୍ଟଙ୍କୁ କରୋନା

ମୁମ୍ବାଇ: ଆଉ ଜଣେ ବଲିଉଡ୍ ବିଉଟିଙ୍କୁ କରୋନା । ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ଆଲିଆ ଭଟ୍ଟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ଆଲିଆ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି- ‘କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୁଁ ନିଜକୁ ହୋମ୍ ଆଇସେଲସେନରେ ରଖିଛି ।…

ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆରାଧନା ସମ୍ମାନ ୨୦୨୦ ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ନୃତ୍ୟ ଅନୁଷ୍ଠାନ ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ୯ ମ ଗୋଟିପୁଅ ଉତ୍ସବ ଓ ଆରାଧନା ସମ୍ମାନ -୨୦୨୦ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୨୦୨୦ ବର୍ଷ ପାଇଁ ବାସୁଦେବ ମାଲବିଶୋଇ ଏବଂ ଲଳିତ ନାରାୟଣ…

ଶିଶୁ କିଶୋର ପତ୍ରିକା ‘ଶିଶୁଲେଖା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନର ୧୬ତମ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଷ୍ଠାନ ପକ୍ଷରୁ ଏକ ଆଲୋଚନା ସଭା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ହୋଇଯାଇଛି। ଏହି ଅବସରରେ ପୂର୍ବରୁ ଅନେକ ଲୋକପ୍ରିୟତା ସାଉଁଟିଥିବା ଶିଶୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨ ତାରିଖ ଶୁକ୍ରବାର ମୀନ ୨୦ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ପଞ୍ଚମୀ ଭୁକ୍ତ ଷଷ୍ଠୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଆଜିର ଘାତ ବାରବିଛା, ଧନୁ ଓ ମୀନ ରାଶିର ଆଜିର ଘାତ ଚନ୍ଦ୍ର- ସିଂହ, କନ୍ୟା ଓ ମକର ରାଶି…

ଗୁଡ୍ ଫ୍ରାଇଡେ ପାଇଁ ବିଏମସିର କଟକଣା

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ଗ୍ରାଫ୍ । କିଛି ଦିନ ଧରି ୨୦୦ ଉପରେ ପଜିଟିଭ୍ ସଂଖ୍ୟା ରହିବା ପରେ ଏବେ ୪ ଶହ ମୁହାଁ ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ଖାସକରି ରାଜଧାନୀ ଭୁବନେଶ୍ବରରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ତତ୍ପର…

ପ୍ରିରିଲିଜ ବ୍ୟବସାୟରେ ରେକର୍ଡ କଲା ରାଜମୌଲୀଙ୍କ ଆରଆରଆର ଫିଲ୍ମ

ମୁମ୍ବାଇ:ଦକ୍ଷିଣ ଭାରତ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜମୌଲୀଙ୍କ ଆଗାମୀ ଫିଲ୍ମ ଆରଆରଆର ପ୍ରିରିଲିଜ ବ୍ୟବସାୟରେ ରେକର୍ଡ କରିଛି । ମିଡିଆ ରିପୋର୍ଟସ ଅନୁସାରେ ଏହି ଫିଲ୍ମ ରିଲିଜ ପୂର୍ବରୁ ୯୦୦ କୋଟି ଆୟ କରିସାରିଛି । ପୂର୍ବରୁ ବାହୁବଳୀ-୨ ପ୍ରିରିଲିଜରେ ୫୦୦ କୋଟି ଆୟ କରିଥିଲା । ଏହା ମଧ୍ୟ…