Latest Odisha News

BREAKING NEWS

ପଣ୍ଡିଚେରୀରେ ଶିଳ୍ପୀ ପଞ୍ଚାନନ ସାମଲଙ୍କ ଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ପଣ୍ଡିଚେରୀ ସହରର ଅରୋଧନ ଆର୍ଟ ଗ୍ୟାଲେରୀଠାରେ ଉଦଘାଟନ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ଟାଗୋର ଆର୍ଟସ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଇ.ଏମ୍. ରାଜନ ଓ…

ମନରୁ ଲିଭିନି ‘ଫନୀ’ର ଭୟଙ୍କର ଦୃଶ୍ୟ; ପଲିିଥିନ୍ ତଳୁ ପୁଣି ଏକ ବାତ୍ୟାର ଆତଙ୍କରେ ଆତଙ୍କିତ ପୁରୀ…

ପୁରୀ: ଚଳିତ ବର୍ଷ ମେ’ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାର ୧୪ଟି ଜିଲ୍ଲାରେ ଯେଉଁ ତାଣ୍ଡବଲୀଳା ରଚିଯାଇଛି ତାହାର ଚିହ୍ନ ଏବେ ମଧ୍ୟ ଅନେକ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ଯେଉଁ ୧୪ଟି ଜିଲ୍ଲାରେ ଫନୀ ବାତ୍ୟା ଭୟଙ୍କର ତାଣ୍ଡବ ରଚିଥିଲା ଯେହି ଜିଲ୍ଲାଗୁଡ଼ିକ ହେଲା ଯଥାକ୍ରମେ…

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: କ୍ଷମା ମାଗିଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଂସଦ ଅନୁଭବ ମହାନ୍ତି କିଛିଦିନ ତଳେ ଦୁର୍ବ୍ୟବହାର କରିଥିଲେ । ଏହାକୁ ସବୁଆଡୁ ସାମ୍ବାଦିକ ମାନେ ଦୃଢ ବିରୋଧ କରିଥିଲେ ତେବେ ଶେଷରେ ଶୁକ୍ରବାର ଦିନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ସହ କରିଥିବା…

ଏୟାର ଇଣ୍ଡିଆ ବିମାନରେ ନିଆଁ; ଅଳ୍ପକେ ବର୍ତ୍ତିଲେ ୧୮୨ ଯାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଶୁକ୍ରବାର ଅପରାହ୍ନ ସାଢେ ୫ ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରୁ ୧୮୨ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନର ବାମ ପାଖରେ କୌଣସି…

ବାତ୍ୟା ସମୟରେ କ’ଣ କରିବେ ଓ କ’ଣ ନ’କରିବା ଉଚିତ, ଜାଣନ୍ତୁ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେଇ ସରିଛି । ଘଣ୍ଟାକୁ ୧୩ କିମି ବେଗରେ ଏହା ସ୍ଥଳଭାଗ ଆଡକୁ ମାଡି ଆସୁଛି । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ କିପରି ପ୍ରସ୍ତୁତ ରହିବେ ଜାଣନ୍ତୁ... ବାତ୍ୟା ପୂର୍ବରୁ କ'ଣ କରିବେ : ୧.ବାତ୍ୟା ଖବର ଶୁଣି ସାଧାରଣତଃ ଲୋକେ…

ବାତ୍ୟା ପାଇଁ ପ୍ରସ୍ତୁତ ଯାଜପୁର; ପହଞ୍ଚିଲା ‘ଏନଡିଆରଏଫ’ ଟିମ

ଯାଜପୁର: ସାମ୍ଭାବ୍ୟ ବାତ୍ୟା ଯେତିକି ପାଖେଇ ଆସୁଛି ଏହାର ପ୍ରଭାବ ସେତିକି ଅନୁଭୁତ ହେଉଛି । ବାତ୍ୟା ବୁଲବୁଲର ମୁକାବିଲା କରିବା ନିମନ୍ତେ ଯାଜପୁର ଜିଲ୍ଲାରେ ପହଞ୍ଚିଛି ଏନଡିଆରଏଫ ଟିମ। ୨୫ ଜଣ ସଦସ୍ୟ ବିଶିଷ୍ଟ ଏହି ଏନଡିଆରଏଫ ଟିମରେ ଜଣେ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟରଙ୍କ ସମେତ ୨୩…

ଓଡିଶାକୁ ନାହିଁ ବାତ୍ୟା ଭୟ: ‘ଏସଆରସି’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲ ଓଡିଶାର ସ୍ଥଳଭାଗ ସ୍ପର୍ଶ କରିବ ନାହିଁ ବୋଲି ଏସାଆରସି ସ୍ପଷ୍ଟ କରିଛି । ତେବେ ଏହା ଓଡ଼ିଶା ଉପକୂଳର ନିକଟରୁ ଅତିକ୍ରମ କରୁଥିବାରୁ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଆସନ୍ତା ୪୮ ଘଣ୍ଟା ଯାଏଁ ବର୍ଷା ଓ ପବନ ହେବାର…

ବାତ୍ୟା ବୁଲବୁଲ୍: ସନ୍ଧ୍ୟା ପରଠାରୁ ପବନର ବେଗ ବଢିପାରେ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲୁବୁଲ୍ ଶୁକ୍ରବାର ଭୋର୍ ୫ଟା ସମୟରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବାପରେ ଏହା କ୍ରମେ ଓଡ଼ିଶାର ନିକଟବର୍ତ୍ତୀ ହେଉଛି । ଏବେ ଏହା ପାରାଦୀପ ଉପକୂଳଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି । ଭାରତୀୟ…

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ବିଭୁପ୍ରସାଦ ରାଉତରାୟ

କଟକ: ବିଭୁପ୍ରସାଦ ରାଉତରାୟ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ହାଇକୋର୍ଟର ମୁଖ୍ୟ ବଚାରପତି ଚିଫ୍ ଜଷ୍ଟିସ କେ ଏସ୍ ଜାଭେରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ…

ଭୁବନେଶ୍ୱର ବାଲିଯାତ୍ରା ପାଇଁ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଚଳିତବର୍ଷ ଭୁବନେଶ୍ବର ସହରଠାରୁ କିଛି ଦୂରରେ କୁଆଖାଇ ନଦୀ ପଠାରେ ଆୟୋଜିତ ହେଉଛି ବଳିଯାତ୍ରା । ନଭେମ୍ବର ୧୨ରୁ ୨୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମେଳା ଉପରେ ନଜର ରଖିବା ପାଇଁ ୬ଟି ୱାଚ ଟାୱାରର ବ୍ୟବସ୍ଥା କରାଯିବ ବୋଲି…