Latest Odisha News

BREAKING NEWS

ନୀତି ଥିଲା ‘ଭାରତ ପ୍ରଥମେ ପରମାଣୁ ବୋମା’ ବ୍ୟବହାର କରିବ ନାହିଁ, ଏବେ ପରିସ୍ଥିତି ଅନୁଯାୟୀ ଅସ୍ତ୍ର ପ୍ରୟୋଗ ହେବ:…

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ସମସ୍ତ ପ୍ରକାରର ଦ୍ୱିପାକ୍ଷୀକ ସମ୍ପର୍କରେ ଅବନତି ଘଟିବାରେ ଲାଗିଛି । ଧାରା ୩୭୦କୁ ନେଇ ପାକିସ୍ତାନ ଚୀନ ସହିତ ବିଶ୍ୱ ସମୁଦାୟରେ ଚର୍ଚ୍ଚା କରୁଥିବା ବେଳେ ସୀମାରେଖା ନିକଟରେ ପଡ଼ୋଶୀ ଦେଶ ପକ୍ଷରୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୦୮-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୭ ରିଖ ଶନିବାର ସିଂହ ୦୧ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ବୃଷ ସିଂହ କନ୍ୟା ରାଶିର…

ବିଜେଡି ନେତାଙ୍କୁ ନୂଆ ନିଯୁକ୍ତି, ଜାଣନ୍ତୁ କିଏ ରହିଲେ କେଉଁ ପଦବୀରେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବିଜେଡି ନେତାମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଚଳିତ ୨୦୧୯ ନିର୍ବାଚନରେ କୌଣସି କାରଣବଶତଃ ଟିକେଟ୍ ପାଇପାରିନଥିବା କିଛି ନେତାଙ୍କୁ ଥଇଥାନ କରିଛନ୍ତି ବିଜେଡି ସୁପ୍ରିମୋ । ଏଥିରେ ଓଡିଶା ଦକ୍ଷତା…

ଚେନ ଲୁଟେରାଙ୍କୁ କାବୁ କରିଥିବା ସାହସୀ ବାଳକକୁ ପୁରସ୍କୃତ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ ସତ୍ୟଜିତ ମହାନ୍ତି ଶୁକ୍ରବାର ଦିନ ଭୁବନେଶ୍ୱରରେ ଏକ ବାଳକର ସାହାସିକତା ପାଇଁ ତାକୁ ପୁରସ୍କୃତ କରିଛନ୍ତି । ପିଲାଟିର ନାଁ ସୁବ୍ରତ ଓଝା । ସୁବ୍ରତ ଅଗଷ୍ଟ ୧୪ ତାରିଖ ଦିନ ତାଙ୍କ ମାଆଙ୍କ ସହ ମଞ୍ଚେଶ୍ୱର ଅଞ୍ଚଳରେ ଏକ ଅଟୋରେ ଯାଉଥିଲେ । ଏହି ସମୟରେ ୩ ଜଣ…

ହରିୟାଲୀ ଚିକେନ ଟିକ୍କା

ଘରେ ପ୍ରସ୍ତୁତ କରନ୍ତୁ, ହରିୟାଲୀ ଚିକେନ ଟିକ୍କା । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ ଚିକେନ – ୨୫୦ ଗ୍ରାମ ଲଙ୍କା ଗୁଣ୍ଡ – ୧ ଚାମଚ ହଳଦୀ ଗୁଣ୍ଡ – ଅଳ୍ପ ଗରମ ମସଲା – ୨ ଚାମଚ ଆମଚୁର ପାଉଡ଼ର – ୧ ଚାମଚ ଜିରା ଗୁଣ୍ଡ – ୧ ଚାମଚ ଦହି – ୧କପ…

ବାସ୍ତୁ ଅନୁଯାୟୀ ବ୍ୟବହାର କରନ୍ତୁ ଫର୍ଣ୍ଣିଚର, ପାଇବେ ଶୁଭଫଳ

ଫେଙ୍ଗସୁଇ ଅନୁଯାୟୀ ଘରେ ସୁଖ, ଶାନ୍ତି ପାଇଁ ଘରେ ସବୁବେଳେ କାଠରେ ଫଟୋଫ୍ରେମ୍ ତିଆରି କରି ଘରର ପୂର୍ବ ଦିଗରେ ଟାଙ୍ଗନ୍ତୁ। ସେହିପରି ଯଦି ଆପଣ ବେପାରରେ ଲାଭ ବଢ଼ାଇବାକୁ ଚାହୁଁଛନ୍ତି, ତେବେ କାଠ ତିଆରି ଫର୍ଣ୍ଣିଚର କିମ୍ବା କୌଣସି ସାଜସଜ୍ଜା ଜିନିଷ ଘରର ପୂର୍ବ ଭାଗରେ ରଖନ୍ତୁ। ଏହା…

ଇଣ୍ଡିଆନ୍ ଗ୍ରାଣ୍ଡ୍ ପ୍ରିକ୍ସ୍ ୧୦୦ ମିଟର ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ

ପାତିଆଲା: ଭାରତର ଦ୍ରୁତ ଧାବିକା ଦୂତୀ ଚାନ୍ଦ ପାତିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦୂତୀ ଏହି ଦୌଡ଼ ପ୍ରତିଯୋଗିତାକୁ ୧୧.୪୨ ସେକେଣ୍ଡରେ ଅତିକ୍ରମ କରିଥିଲେ ।

ଏବେ ଆଧାର ଜରିଆରେ ଟ୍ରେନ ଯାତ୍ରା ହୋଇଯିବ ବହୁତ ସହଜ, ଜାଣନ୍ତୁ କିପରି

ଭୁବନେଶ୍ୱର: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଥର ଆଧାର କାର୍ଡ ଜରିଆରେ ଟ୍ରେନ ଯାତ୍ରା କରିବା ହୋଇଯିବ ବହୁତ ସହଜ। ଭାରତୀୟ ରେଳବାଇ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି)ରେ ଟ୍ରେନ ବୁକିଂ କରିବା ପାଇଁ ଆଧାର ଭେରିଫିକେସନ କରିବା ପରେ ୧୨ଟି ଟ୍ରେନ ଟିକେଟ ବୁକ୍‌…

ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ଆଇଏଏସ୍ ଅଧିକାରୀ ଗଗନ ଧଳ: ଓଡିଶା ସରକାର

ଭୁବନେଶ୍ୱର: ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ ବ୍ୟକ୍ତିଗତ ତଥା ପାରିବାରିକ କାରଣରୁ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିବା ନେଇ ଶୁକ୍ରବାର ଦିନ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟର ପ୍ରତିକ୍ରିୟା ଦେଇ ଶ୍ରୀ ଧଳ କହିଛନ୍ତି ଯେ, ସେ ଅନେକ…