Latest Odisha News

BREAKING NEWS

ଡ୍ରଗ୍ସ ମାମଲା, ୮ ଘଣ୍ଟା ଜେରା ପରେ ଏହି ଅଭିନେତାଙ୍କୁ ଗିରଫ କଲା NCB

ମୁମ୍ବାଇ: ଅଭିନେତା ଅଜାଜ ଖାନ ଗିରଫ । ଡ୍ରଗ୍ସ ମାମଲାରେ ପ୍ରାୟ ୮ ଘଣ୍ଟାର ଜେରା ପରେ ବୁଧବାର ଅଭିନେତା ଅଜାଜ ଖାନଙ୍କୁ ଏନସିବି ଗିରଫ କରିଛି । ମୁମ୍ବାଇ ବିମାନବନ୍ଦରରେ ଅଭିନେତା ଅଜାଜ ଖାନଙ୍କୁ ଅଟକ ରଖାଯାଇଥିଲା । ତ’ପରେ ଏନସିବିର ଅଧିକାରୀ ଅଜାଜଙ୍କୁ ଡ୍ରଗ୍ସ ମାମଲାରେ ଗୁଡ଼େଇ ତୁଡ଼େଇ…

ଆଜିଠୁ ଦୁଇ ଦିନ ତାତିରେ ସନ୍ତୁଳି ହେବ ଓଡ଼ିଶା, ୨୦ ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆକାଶରୁ ଅଗ୍ନିବର୍ଷା । ରାଜ୍ୟରେ ବଢୁଛି ପାରଦ । ଅସହ୍ୟ ତାତିରେ ଝଟପଟ ହେଉଛି ଓଡ଼ିଶା । ମାର୍ଚ୍ଚରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଆଜିଠୁ ଆହୁରି ବଢ଼ିବ ତାପମାତ୍ରା । ଆଜିଠୁ ଦୁଇ ଦିନ ରାଜ୍ୟର ୨୦ଟି ଜିଲ୍ଲା ପାଇଁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।…

ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ୱର: ଆଜି ଚୈତ୍ର କୃଷ୍ଣ ତୃତୀୟ ତିଥିରେ ଶ୍ରୀଜିଉ ମାନଙ୍କ 'ବନକଲାଗି' ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ପରେ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’…

ଔପନ୍ୟାସିକା ସ୍ବାଗତିକା ସ୍ୱାଇଁ ପାଇଲେ ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାର

ଭୁବନେଶ୍ୱର : ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ତରଫରୁ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ 'ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାର' ପ୍ରଦାନ ଉତ୍ସବ ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଔପନ୍ୟାସିକା ସ୍ୱାଗତିକା ସ୍ୱାଇଁଙ୍କୁ ତାଙ୍କ ଉପନ୍ୟାସ…

ପ୍ରଫେସର ଦୀପକ ବେହେରା କିସ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ନୃତତ୍ତ୍ୱବିତ୍ ଏବଂ ଦକ୍ଷ ପ୍ରଶାସକ ପ୍ରଫେସର ଦୀପକ କୁମାର ବେହେରା କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି । କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଉଭୟ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା୩୧-୩-୨୦୨୧ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ୩୧ ତାରିଖ ବୁଧବାର ମୀନ ୧୮ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ତୃତୀୟା ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର  ଆଜିର ଘାତ ବାରକର୍କଟ ରାଶିର ଆଜିର ନିଷେଧ ଖାଦ୍ୟ : ପୋଟଳ  ମେଷ ଆଜି ବନ୍ଧୁଙ୍କ ସହ…

ମାନସୀ ଦାସଙ୍କ ‘ବିନ୍ଦୁ ବଳୟ’ ଓ ‘ବ୍ଲାକ ବ୍ରଦର୍ସ’ ଉନ୍ମୋଚିତ

ଭୁବନେଶ୍ୱର : ସୁଧନ୍ୟା ପ୍ରକାଶନୀ ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ ଭବନ ପରିସରରେ ବିଶିଷ୍ଟ ଲେଖିକା ମାନସୀ ଦାସଙ୍କ ଆତ୍ମଜୀବନୀ ଉପନ୍ୟାସ 'ବିନ୍ଦୁ ବଳୟ' ଏବଂ ଅନୁବାଦ ପୁସ୍ତକ 'ବ୍ଲାକ ବ୍ରଦର୍ସ' ଉନ୍ମୋଚିତ ହୋଇଯାଇଛି । ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ…

ଡିଲେଶ୍ଵର ରଣାଙ୍କ ଗଳ୍ପ ସଙ୍କଳନ ‘ସେଁରରା’ ଉନ୍ମୋଚିତ

ଭୁବନେଶ୍ୱର : କଳାହାଣ୍ଡି ଯୁବ ଲେଖକ ସମାବେଶ ଆନୁକୂଲ୍ୟରେ ଯୁବ ଗାଳ୍ପିକ ଡିଲେଶ୍ଵର ରଣାଙ୍କ ପ୍ରଥମ ଗଳ୍ପ ସଙ୍କଳନ 'ସେଁରରା' ଉନ୍ମୋଚିତ ହୋଇଯାଇଛି। ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର …

ହାଇରିସ୍କ ଗ୍ରୁପକୁ ପ୍ରାଥମିକତା ଦିଆଯିବ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ କରୋନା ଟିକା । ଏହି ବୟସ ଶ୍ରେଣୀରେ ଆସୁଥିବା ହାଇରିସ୍କ ଗ୍ରୁପ ବା ଯେଉଁମାନେ ସୁପରସ୍ପ୍ରେଡର ହେବାର ଆଶଙ୍କା ରହିଛି, ସେମାନଙ୍କୁ କରୋନା ଟିକା ପ୍ରଦାନରେ ଅଗ୍ରାଧିକାର ଦିଆଯିବ । ରାଜ୍ୟ…

୮୦୦ ବର୍ଷ ପରେ ସୁପ୍ତ ଆଗ୍ନେୟଗିରିରୁ ଲାଭା ଉଦଗୀରଣ, ଦେଖିବାକୁ ଭୀଡ ଜମୁଛି

ନୂଆଦିଲ୍ଲୀ: ୟୁରୋପର ଆଇସଲାଣ୍ଡରେ ୮୦୦ ବର୍ଷ ପରେ ଏକ ସୁପ୍ତ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହୋଇଛି । ୧୧୫୦ ଡିଗ୍ରୀ ସେଲସିୟର ତାପମାତ୍ରାର ଲାଭା ଉଦଗୀରଣକୁ ଦେଖିବା ପାଇଁ ସେଠାରେ ଭୀଡ ଜମିବାରେ ଲାଗିଛି । ୧୯ ମାର୍ଚ୍ଚରେ ଲାଭା ବାହାରିଥିଲା, ସେବେଠାରୁ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଊର୍ଦ୍ଧ୍ୱ…