ଭିଏତନାମରେ କରୋନା ଭାଇରସର ନୂତନ ଭ୍ୟାରିଏଂଟ ଚିହ୍ନଟ
ନୂଆଦିଲ୍ଲୀ: ଭିଏତନାମରେ କରୋନା ଭାଇରସର ନୂତନ ଭ୍ୟାରିଂଏଟ ଚିିହ୍ନଟ ହୋଇଛି । ଯାହା କି ପ୍ରଥମେ ଭାରତ ଏବଂ ପରେ ବ୍ରିଟେନରେ ମିଳିଥିବା ବି.୧.୬୧୭ ଷ୍ଟ୍ରେନ ସଦୃଶ । ତେବେ ଏହା ବାୟୁରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସଂକ୍ରମିତ ରୋଗୀଙ୍କ ଜେନେଟିକ ଷ୍ଟଡିରୁ…