Latest Odisha News

BREAKING NEWS

ଦୁଇ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନରେ ନୋ‌ବେଲ୍

ନୂଆଦିଲ୍ଲୀ: ଦୁଇ ବୈଜ୍ଞାନିକ ଇମାନୁଏଲ୍ ଚାର୍‌ପେଣ୍ଟର ଏବଂ ଜେନିଫର୍‌ ଏ.ଡୋଡ୍‌ନା ରସାୟନ ବିଜ୍ଞାନରେ ଚଳିତ ବର୍ଷ ସମ୍ମାନଜନକ ନୋବେଲ୍ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସ୍ବିଡେନ୍‌ ‘ଏକାଡେମି ଅଫ୍‌ ସାଇନ୍ସ’ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ‘ଜେନୋମ୍‌ ଏଡିଟିଙ୍ଗ୍‌’…

CMS ପରୀକ୍ଷା ୨୦୨୦ ପାଇଁ ଆସିଲା ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: ମିଳିତ ଜନସେବା ଆୟୋଗ (UPSC) ମିଳିତ ଚିକିତ୍ସା ସେବା (CMS) ପରୀକ୍ଷା ୨୦୨୦ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି। ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଅଫିସିଆଲ୍ ୱେବସାଇଟ୍ upsc.gov.in ପରିଦର୍ଶନ କରିପାରିବେ । UPSC CMS ପରୀକ୍ଷା ୨୦୨୦ ଅକ୍ଟୋବର ୨୨ ରେ…

୧୫ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ସହିତ ଇଞ୍ଜିନିୟରିଂ ଛାତ୍ର ଗିରଫ

ନୂଆଦିଲ୍ଲୀ: ଉଡୁପି (କର୍ଣ୍ଣାଟକ) ପୋଲିସ ରବିବାର ଦିନ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି)ର ଜଣେ ୨୦ ବର୍ଷ ବୟସ୍କ ଛାତ୍ର ହିମାଂଶୁ ଯୋଶୀଙ୍କୁ ଡାର୍କ ୱେବ୍ ମାଧ୍ୟମରେ ୧୫ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ (488 MDMA) ସହିତ ଗିରଫ କରିଛି। ଛାତ୍ରଟି ନୋଏଡା ସହରରୁ ଆସି…

ଗେଟ୍ ୨୦୨୧: ଆଜି ଅନଲାଇନ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ ଇଞ୍ଜିନିୟରିଂ (GATE) ପାଇଁ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ବୁଧବାର ରହିଛି । ଆଗ୍ରହୀ ପ୍ରାର୍ଥୀ ଯେଉଁମାନେ IISc, IIT ଏବଂ ଅନ୍ୟାନ୍ୟ ସରକାରୀ ଅନୁଦାନ ପ୍ରାପ୍ତ ସଂସ୍ଥାଗୁଡ଼ିକରେ M.Tech ପାଠ୍ୟକ୍ରମରେ ଆଡମିଶନ ଚାହୁଁଛନ୍ତି,…

ଟାଟ୍ଟୁ ଆର୍ଟିଷ୍ଟ ପାଲଟିଲେ ବଲିଉଡ ସୁପରଷ୍ଟାରଙ୍କ ଝିଅ !

ମୁମ୍ବାଇ: ନେପୋଟିଜମକୁ ନା କହିଲେ ବଲିଉଡର ଜଣେ ସୁପରଷ୍ଟାରଙ୍କ ଲାଡଲି । ଅଭିନେତ୍ରୀ ବଦଳରେ ଟାଟ୍ଟୁ ଆର୍ଟିଷ୍ଟ ହେବାକୁ ପସନ୍ଦ କଲେ । ତେବେ ଏ କଥା ଆମେ କହୁନୁ ବରଂ ଖୋଦ ଆମିର ଖାନଙ୍କ ଝିଅ ସୋସିଆଲ ମିଡିଆରେ ଜଣାଇଛନ୍ତି । View this post on…

ମାତୃତ୍ବ ଲାଭ କଲେ ମିଳିବ ବୋନସ୍!

ନୂଆଦିଲ୍ଲୀ: ମହାମାରୀ କରୋନା ସମଗ୍ର ବିଶ୍ବକୁ ଗ୍ରାସ କରିଥିବା ବେଳେ ଏପରି ପରିସ୍ଥିତିରେ ଏକ ଦେଶ ତା ନାଗରିକମାନଙ୍କୁ ସନ୍ତାନ ପ୍ରସବ ପାଇଁ ବୋନସ୍‌ ଦେବାକୁ ନିଷ୍ପତ୍ତି ନେଇଛି। କାରଣ ମହାମାରୀ ସମୟରେ ଅଧିକାଂଶ ଲୋକେ ପିତାମାତା ହେବା ଯୋଜନାକୁ ସ୍ଥଗିତ ରଖିଥିଲେ। ସିଙ୍ଗାପୁରର ଜଣେ…

ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ; ଆହତଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବୁଧବାର ଦିନ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରିକି ୨…

ଦୀନେଶ କୁମାର ଖରା ହେଲେ ଏସ୍‌ବିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦୀନେଶ କୁମାର ଖରା ଏସ୍‌ବିଆଇର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଏସ୍‌ବିଆଇର ସମ୍ପ୍ରତି ଅଧ୍ୟକ୍ଷ ରଜନୀଶ କୁମାରଙ୍କ ସ୍ଥାନରେ ଦୀନେଶ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଅକ୍ଟୋବର ୭ ଅର୍ଥାତ୍ ଆଜି ରଜନୀଶ କୁମାରଙ୍କ…

ଟ୍ରେନ୍ ଛାଡ଼ିବାର କିଛି ସମୟ ପୂର୍ବରୁ କରିପାରିବେ ଟିକେଟ ବୁକିଂ

ନୂଆଦିଲ୍ଲୀ: ରେଳ ଯାତ୍ରୀମାନେ ଟ୍ରେନ ଛାଡିବାର ୩୦ରୁ ପାଞ୍ଚ ମିନିଟ ପୂର୍ବରୁ ରିଜର୍ଭେସନ (ସଂରକ୍ଷିତ) ଟିକେଟ ବୁକ୍ କରିପାରିବେ। କରୋନା ମହାମାରୀ ସମୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ରେଳବାଇ ଦ୍ବାରା ଜାରି…

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ, ବଡ ଧରଣ ବିସ୍ଫୋରଣ

ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ । ଗଭର୍ଣ୍ଣର ହାଉସ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବଡ ଧରଣର ବିସ୍ଫୋରଣ ଘଟିଛି । ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟି ନିଆଁ ହୁ ହୁ ହୋଇ ଜଳୁଛି । ପେଟ୍ରୋଲ ପମ୍ପ ନିକଟରେ ଲୋକେ ଠିଆ ମଧ୍ୟ ହୋଇପାରୁ ନାହାନ୍ତି । ଭୟଙ୍କର ବିସ୍ଫୋରଣ ଘଟିବା ପରେ…