Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସାଂସଦ ନା ଗ୍ୟାଙ୍ଗଷ୍ଟର, କିଏ ଧରିଛି ଗୋଡ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ପୂର୍ବତନ ସାଂସଦଙ୍କ ଭିଡିଓ । ଏନକାଉଣ୍ଟରରୁ ବର୍ତ୍ତିବାଲାଗି ବାରମ୍ବାର ନେହୁରା ହେଉଛନ୍ତି । ଏପରିକି ବେକରେ ଲେଖା ପକାଇ ବୁଲୁଛନ୍ତି । କିଛି ଏପରି ଦାବି କରି ଅନେକ ଲୋକ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ହେଲେ ଏହି ଭିଡିଓକୁ ନେଇ…

ଫିଲ୍ମ ‘ସାଇଲେନ୍ସ’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ମଙ୍ଗଳବାର ଅଭିନେତା ମନୋଜ ବାଜପେୟୀଙ୍କ ଅଭିନୀତ ଚଳଚ୍ଚିତ୍ର 'ସାଇଲେନ୍ସ କ୍ୟାନ୍ ୟୁ କ୍ୟାନ୍‌ ହିୟର୍‌ ଇଟ୍‌'ର ଟ୍ରେଲର୍‌ ରିଲିଜ୍ ହୋଇଛି। ଏହା ଶୁଣିବା ପରେ ମନୋଙ୍କ ବାଜପେୟୀଙ୍କ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଏପର୍ଯ୍ୟନ୍ତ ମନୋଜ ବାଜପେୟୀଙ୍କ ଚଳଚ୍ଚିତ୍ର…

ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଭୁବନେଶ୍ୱର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁଧାଂଶୁ ଷଡଙ୍ଗୀ ସ୍ଥାନରେ ସୌମେନ୍ଦ୍ର ଏହି ଦାୟିତ୍ୱ ମିଳିଛି । ୧୯୯୫ ବ୍ୟାଚ୍ ଆଇପିଏସ ଅଫିସର ସୌମେନ୍ଦ୍ର…

ସଞ୍ଜୟ ଲୀଲା ଭନ୍‌ଶାଲୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନଶାଲୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ଗୋରେଗାଓଁ ଫିଲ୍ମ ସିଟିରେ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି ସୁଟିଂ କରୁଥିଲେ ଭନ୍‌ଶାଲୀ। ସୂଚନା ଅନୁଯାୟୀ ସଞ୍ଜୟ ଲୀଲା ଭନଶାଲୀ କରୋନା ପରୀକ୍ଷା…

ଜଳୁଛି ଶିମିଳିପାଳ ଜଙ୍ଗଲ, ଜନବସତି ମୁହାଁ ବନ୍ୟପ୍ରାଣୀ

ଭୁବନେଶ୍ୱର : ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭିବାର ନାଁ ନଉନି । ଗଛଲତା ଜଳି ପାଉଁଶ ହେଲାଣି । ଆଉ ଜୀବଜନ୍ତୁଙ୍କର କେଉଁଠି ମୃତ୍ୟୁ ହେଲାଣି ତ କେଉଁଠି ସେମାନେ ପ୍ରାଣ ବଞ୍ଚାଇବା ପାଇଁ ଏବେ ଜନବସତି ମୁହାଁ । ଜଙ୍ଗଲରୁ ଏକ ହରିଣ ଆସି କରଂଜିଆ ବନଖଣ୍ଡ ରରୁଁଆ ବିଟ ବୃନ୍ଦେଇ ପୋଷି ଗାଁରେ…

ଆଣ୍ଟିଲିଆ ସମ୍ମୁଖରେ ବିସ୍ଫୋରକ ଜବତ ମାମଲା; ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ ସଚିନ ଭେଜଙ୍କ ଗିରଫ ଦାବି କଲେ…

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି ଗାଡି ଜବତ ମାମଲାରେ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର ମୁମ୍ବାଇ ପୋଲିସର 'ଏନକାଉଣ୍ଟର ସ୍ପେଶାଲିଷ୍ଟ' ଏପିଆଇ ସଚିନ ଭେଜଙ୍କୁ ଗିରଫ କରିବାକୁ ଦାବି…

ଶିବରାତ୍ରୀରେ ତାଣ୍ଡବ ରଚିବ ଓଲିଉଡ

ଭୁବନେଶ୍ୱର: ଓଲିଉଡରେ ପୁଣିଥରେ ଆରମ୍ଭ ହୋଇଯାଇଛି ତଗଡା କମ୍ପିଟିସନ୍ । ପରସ୍ପରକୁ ଟକ୍କର ଦେବାକୁ ବକ୍ସ ଅଫିସକୁ ଓହ୍ଲାଇଲେଣି ଗୋଟିଏ ପରେ ଗୋଟିଏ ମୁଭି । ଏହି ଧାରାରେ ସାମିଲ ହୋଇ ରଲିଜ ଅପେକ୍ଷାରେ ରହିଛି ଆକ୍ସନ ଥ୍ରିଲର ମୁଭି ତାଣ୍ଡବ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲାବେଳେ ଏହାର…

ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଏମ୍‌ ତ୍ରିଭେନ୍ଦ୍ର ସିଂ ରାୱତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ବିଜେପି ରାଜ୍ୟ ୟୁନିଟରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ମଙ୍ଗଳବାର ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିପାରନ୍ତି। ସୂଚନା ଅନୁଯାୟୀ ଆଜି ରାୱତ ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ…

ଖୁବ୍‌ ଶୀଘ୍ର ବଡ଼ ପରଦାକୁ ଫେରିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତା ଉର୍ମିଲା ମାତୋଣ୍ଡକର ଫିଲ୍ମକୁ ଫେରିବାକୁ ଯୋଜନା କରୁଛନ୍ତି। ୨୦୧୮ ରିଲିଜ୍ ବ୍ଲାକମେଲ୍ ର ଏକ ଗୀତରେ ଶେଷ ଥର ପାଇଁ ନଜର ଆସିଥିଲେ ଉର୍ମିଳା। ଉର୍ମିଲା ମାତୋଣ୍ଡକର ପ୍ରକାଶ କରିଛନ୍ତି ଯେ ସେ ସମସ୍ତେ ଏକ ୱେବ୍ ସିରିଜରେ ଅଭିନୟ କରିବାକୁ ପ୍ରସ୍ତୁତ…

ଆସନ୍ତୁ ଜାଣିବା କେତେ ବାଟ ଆଗେଇଛି ବୁମରାହଙ୍କ ବିବାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ବିବାହ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ପେସ ବୋଲର ସଞ୍ଜନା ଗଣେଷନ ନାମକ ଜଣେ ମଡେଲ ଏବଂ ସ୍ପୋର୍ଟ୍ସ ଆଙ୍କରଙ୍କୁ ସେ ବିବାହ କରିବାକୁ ଯାଉଥିବାରୁ ଏ ନେଇ ସମସ୍ତ ଅପଡେଟ ଖବର ଜାଣିବାକୁ ପ୍ରଶଂସକମାନେ ଆଗ୍ରହୀ ହୋଇ…