Latest Odisha News

BREAKING NEWS

ଜଙ୍ଗଲ ନିଆଁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲ ଜଳୁଛି । ନିଆଁ ଲିଭାଇବା କାମରେ ଲାଗିଛନ୍ତି ବନ ବିଭାଗ, ଅଗ୍ନିଶମ ବାହିନୀ ସହ ଓଡ୍ରାଫ ଟିମ୍ । ଜଙ୍ଗଲରେ ଅଗ୍ନିକାଣ୍ଡ ନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାଏର ହୋଇଛି ।…

ଆଣ୍ଟିଲିଆ ସମ୍ମୁଖରେ ବିସ୍ଫୋରକ ଜବତ ମାମଲା: ସିସିଟିଭିରୁ ଧରାପଡ଼ିଲେ ସଂଦିଗ୍ଧ ବ୍ୟକ୍ତି

ମୁମ୍ବାଇ: ମୁମ୍ବାଇରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ବାହାରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏସୟୁଭି ରଖିଥିବା ସଂଦିଗ୍ଧ ବ୍ୟକ୍ତିଙ୍କୁ ସିସିଟିଭିରେ ଧରାଯାଇଛି। (ପିପିଏ) ପିନ୍ଧିଥିବା ବ୍ୟକ୍ତି ଜଣକ ଫେବୃଆରୀ ଶେଷ ସପ୍ତାହରେ ମୁମ୍ବାଇର ମୁକେଶ ଅମ୍ବାନୀଙ୍କ ବାସଭବନ 'ଆଣ୍ଟିଲିଆ'…

ଭାଇରାଲ୍ ବିଚାର: ପ୍ରକୃତରେ କିଏ ଧନୀ ?

ଭୁବନେଶ୍ୱର: ଟଙ୍କା ଓ ସୁନାରୂପା ରଖି ଅନେକ ଲୋକ ନିଜକୁ ଧନୀ ମନେ କରନ୍ତି । ହେଲେ ପ୍ରକୃତରେ ସେମାନେ କ’ଣ ଧନୀ ? ଆଉ ସଂପର୍କ, ପ୍ରେମ ଓ ସ୍ୱାଧୀନତା ହାସଲ କରିଥିବା ବ୍ୟକ୍ତି ଜଣକ କ’ଣ ଗରିବ ? ଏହି ମର୍ମକୁ ଆପଣ କିପରି ଗ୍ରହଣ କରିବେ । ହୁଏ ତ ଏହି ଦୁଇ ଧାଡି ଆପଣଙ୍କୁ ଅଡୁଆ ଲାଗୁଥିବ ।…

ସରକାରୀ ଡାକ୍ତରଖାନାରେ ମିଳିବ ମାଗଣା କରୋନା ଟିକା; ଦିଲ୍ଲୀ

ନୂଆଦିଲ୍ଲୀ: ସରକାରୀ ଡାକ୍ତରଖାନାରେ ଦିଲ୍ଲୀବାସୀଙ୍କୁ କୋଭିଡ-୧୯ ଟିକା ମାଗଣାରେ ଉପଲବ୍ଧ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ଦିନ UT ର ସପ୍ତମ ବଜେଟ ଉପସ୍ଥାପନ କରିଥିବା ବେଳେ ଏହା କହିଛନ୍ତି। “ଦିଲ୍ଲୀ ସରକାର ଏଥିପାଇଁ ୫୦ କୋଟି ଟଙ୍କା ବଜେଟ୍ ଆବଣ୍ଟନ କରିଛନ୍ତି।…

ଖୁବ୍‌ ଶୀଘ୍ର କରୋନା ମୁକ୍ତ ରାଜ୍ୟ ହେବ କର୍ଣ୍ଣାଟକ!

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଚିକିତ୍ସା ଶିକ୍ଷା ମନ୍ତ୍ରୀ ସୁଧାକର କେ କହିଛନ୍ତି, ଯେ " ଖୁବ୍ ଶୀଘ୍ର ରାଜ୍ୟ ଏକ କୋଭିଡ-୧୯ ମୁକ୍ତ ରାଜ୍ୟ ଆଡକୁ ଅଗ୍ରସର ହେଉଛି। ମାର୍ଚ୍ଚ ୮ ସୋମବାର ସୁଦ୍ଧା ରାଜ୍ୟରେ କରୋନା ଟିକାକରଣ ଲୋକଙ୍କ ସଂଖ୍ୟା ଦିନ ୧୦…

ଜାଗରରେ ମନ୍ଦିରରେ ଗହଳି ମନା, ଲାଗିବନି ମେଳା: ଜାରି କଲେ କଟକଣା

ଭୁବନେଶ୍ୱର: ଆଉ ଦିନକ ପରେ ମହାଶିବରାତ୍ରି । ତାପୂର୍ବରୁ ରାଜ୍ୟରେ ଜାଗର ଯାତ୍ରା ନେଇ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏବର୍ଷ ରାଜ୍ୟର ଶିବାଳୟ ପରିସର ଓ ବାହାରେ ଗହଳି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ମେଳା ବସିବା ଉପରେ କଟକଣା ଜାରି ହୋଇଛି । ଜାଗରଯାତ୍ରା…

ଆଜି ଭାରତ, ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ ଉଦ୍‌ଘାଟନ କରିବେ ‌ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଫେନି ନଦୀ ଉପରେ ନିର୍ମାଣ ହୋଇତିବା ମୈତ୍ରୀ ସେତୁ ଉଦଘାଟନ କରିବେ। ମଙ୍ଗଳବାର ମଧ୍ୟାହ୍ନ ୧୨ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ…

କାହିଁକି କ୍ଷମା ମାଗିଲା ବରଗର୍‌ କିଙ୍ଗ୍‌?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କ ଉପରେ ଅପମାନଜନକ ଟ୍ବିଟ୍‌ କରିବା ପରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଏହାପରେ ସେମାନେ ଟୁଇଟ୍‌ ଡିଲିଟ୍‌ କରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏ ନେଇ ବରଗର୍‌ କିଙ୍ଗ୍‌ କ୍ଷମା ପ୍ରାର୍ଥନା କରିଛି। ବରଗର୍‌ କିଙ୍ଗ ଟ୍ୱିଟ୍…

ରାଜ୍ୟରୁ ୫୭ ନୂଆ କରୋନା ସଂକ୍ରମିତ, ୧୭ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିଲେ ବି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳେ ରହିଛି । ଗତ ୨୪ ଘଣ୍ଟାରେ ୧୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

କେବଳ ପାଟଦଣ୍ଡୁଆଙ୍କୁ ନେଇ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ଦଣ୍ଡନାଚ ଅନୁମତି ଦେବେ ତହସିଲଦାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ନେଇ ଜାରି ହୋଇଛି କୋଭିଡ୍ ଗାଇଡଲାଇନ୍ । କେବଳ ପାଟଦଣ୍ଡୁଆଙ୍କୁ ନେଇ ଦଣ୍ଡଯାତ୍ରା ଆୟୋଜନ ହେବ । ଦୁଇ ଶହ ଲୋକଙ୍କ ଭିତରେ ଦଣ୍ଡଯାତ୍ରା ପାଳନ କରାଯିବ । ମାସ୍କ ନଥିଲେ ମନ୍ଦିର ଭିତରେ ପ୍ରବେଶ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂସ୍କୃତିକ…