Latest Odisha News

BREAKING NEWS

ପାକିସ୍ତାନ ପାଇଲଟଙ୍କ ଦାବୀ, ଏଲିଅନଙ୍କୁ ଦେଖିଛି !

ଇସଲାମବାଦ: ପାକିସ୍ତାନର ଜଣେ ପାଇଲଟ ଆକାଶରେ ଏଲିଅନଙ୍କୁ ଦେଖିଥିବା ଦାବୀ କରିଛନ୍ତି । ଏପରି କି ସେ ଏହାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଦୂରରୁ ଏହା ଏକ ୟୁଏଫଓ ପରି ଦେଖା ଯାଉଥିଲା । ଏହି ଖବର ପ୍ରସାରିତ ହେବା ପରେ ସାରା ବିଶ୍ୱରେ ଏ ନେଇ ଆଲୋଚନା ସୃଷ୍ଟି ହୋଇଛି । ପାଇଲଟଜଣଙ୍କ ଏୟାରବେସରୁ ଏ-୩୨୦ ବିମାନ ନେଇ ଲାହୋରରୁ କରାଚୀକୁ ଯାଉଥିଲେ ।

BjdElectrycity

ଦୂରରୁ ଏହା ଏକ କୃତ୍ରିମ ଉପଗ୍ରହ ପରି ଜଣା ପଡୁଥିଲା । ସେ କଂଟ୍ରୋଲ ରୁମକୁ ସୂଚନା ଦେବା ସହ ଏହାର ଭିଡିଓ ପ୍ରସ୍ତୁତ କରିଥିଲେ । ବର୍ତମାନ ଏହାର ସତ୍ୟତା ନେଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.