Latest Odisha News

BREAKING NEWS

ଫିଲ୍ମ ‘ଧୋରେ ବାୟା ଧୋ’ର ଲିଡ୍ ରୋଲରେ ଅଭିନୟ କରିବେ ହରିହର ମହାପାତ୍ର

ଭୁବନେଶ୍ୱର: ଆଠ ବର୍ଷର ବ୍ୟବଧାନ ପରେ ପୁଣି ଲିଡ୍ ରୋଲରେ ନଜର ଆସିବେ ଓଲିଉଡର ହାସ୍ୟ ଅଭିନେତା ହରିହର ମହାପାତ୍ର । ଚଳଚ୍ଚିତ୍ର ‘ଧୋରେ ବାୟା ଧୋ’ରେ ତାଙ୍କୁ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଦିବ୍ୟା । ହରିହର ନିଜେ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର ।

BjdElectrycity

ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର, ହାଡୁ, ପିଙ୍କି ପ୍ରଧାନ, ସାତି୍ୟକୀ ମିଶ୍ର ଓ ଲୀନା ପ୍ରମୁଖ ଅଭିନୟ କରିଛନ୍ତି ।

ସିଦ୍ଧାନ୍ତ ଟିଭି ବ୍ୟାନରରେ ସୀତାରାମ ଅଗ୍ରୱାଲ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିଦେ୍ର୍ଧଶନା ଦେଇଛନ୍ତି ଚଣ୍ଡି ପରିଜା ।
ବାରିପଦାର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଛି ।

Leave A Reply

Your email address will not be published.