Latest Odisha News

BREAKING NEWS

ବ୍ରେନ ଟ୍ୟୁମର ଅପରେଶନ ଅଧାରୁ ମହିଳାଙ୍କ ଚେତା ଫେରିଲା, ରୋଗୀ ଭାଓଲିନ୍ ବଜାଇଲେ

ଲଣ୍ଡନ: ଚିକିତ୍ସା ଜଗତର ଏକ ନିଆରା ଘଟଣା ଲଣ୍ଡନରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ୫୩ ବର୍ଷୀୟ ଡେଗମର ଟର୍ନରଙ୍କ ବ୍ରେନ ଟ୍ୟୁମର ଅପରେଶନ ଚାଲିଥିବା ବେଳେ ହଠାତ୍ ଚେତା ଫେରି ଆସିଲା । ଚିକତ୍ସା କରୁଥିବା ଡାକ୍ତର ବ୍ୟସ୍ତ ନ ହୋଇ ଟର୍ନରଙ୍କୁ କଣ ଭଲ ଲାଗେ ପଚାରିଥିଲେ । ସେ ପିଆନୋ ବଜାଇବାକୁ ଭଲ ପାଆନ୍ତି ବୋଲି କହିଥିଲେ ।

ଡାକ୍ତର ତାଙ୍କୁ ପିଆନୋ ଦେଇଥିଲେ ଏବଂ ଅପେରଶନ ଚାଲୁ ରଖିଥିଲେ । ୯୦ ପ୍ରତିଶତ ଟ୍ୟୁମର ବାହାର କରାଯିବା ପରେ ଟର୍ନରଙ୍କୁ ସୁସ୍ଥ ଏବଂ ବିପଦମୁକ୍ତ ଘୋଷଣା କରାଯାଇଥିଲା । ଅପରେଶନ ୬ ଘଂଟାରୁ ଊର୍ଦ୍ଧ୍ୱ ସମୟ ଚାଲିଥିଲା ।

Leave A Reply

Your email address will not be published.