Latest Odisha News

BREAKING NEWS

ଓଡିଶାରେ ୧୦,୨୧୦ ଦେହଜୀବୀ

ଭୁବନେଶ୍ୱର: ରାଜ୍ୟରେ ୧୦,୨୧୦ଜଣ ଯୌନ କର୍ମୀ ଅଛନ୍ତି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ଦିନ ବିଧାନସଭାରେ ତଥ୍ୟ ପ୍ରଦାନ କରିଛନ୍ତି ।

ସର୍ବାଧିକ ୧୦୫୦ ଯୌନ କର୍ମୀ ବାଲେଶ୍ୱର ଜିଲ୍ଲାରେ ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେଭଳି କେରାପୁଟ ଓ ମୟୁରଭଞ୍ଜରେ ୭୫୦, କେନ୍ଦୁଝରରେ ୭୦୦, ଖୋର୍ଦ୍ଧାରେ ୬୧୦ ଓ କଟକରେ ୨୫୦ଜଣ ଯୌନ କର୍ମୀ ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ତଥ୍ୟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.