Latest Odisha News

୫୯ ଆପ୍ ଉପରେ ସ୍ଥାୟୀ ପ୍ରତିବନ୍ଧକ 

ନୂଆଦିଲ୍ଲୀ : ଟିକଟକ୍ ସହିତ ୫୯ଟି ଆପ ଉପରେ ସ୍ଥାୟୀ ପ୍ରତିବନ୍ଧକ । ଭାରତୀୟ ଇଲୋଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଜ୍ଞାନ କୌଶଳ ମନ୍ତ୍ରଣାଳୟ ପକ୍ଷରୁ ଏସବୁ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାଦ୍ବାରା ଚାଇନାକୁ ବଡ ଝଟକା ଲାଗିଛି ।

ଅସ୍ଥାୟୀ ପ୍ରତିବନ୍ଧକ ହଟାଇ ଦିଆଯିବା ନେଇ ଚାଇନା ଆଶାବାଦୀ ଥିଲା . ମାତ୍ର ଏବେ ସେ ଆଶା ମୌଳି ଯାଇଛି । ପୂର୍ବରୁ ଜୁନ୍ରେ ଭାରତରେ ଟିକଟକ୍, ୟୁସି ବ୍ରାଉଜର, ସମେତ ୫୯ଟି ଆପ୍ ଉପରେ କଟକଣା ଜାରି କରାଯାଇଥିଲା ।

Leave A Reply

Your email address will not be published.