Latest Odisha News

BREAKING NEWS

ପ୍ରଥମେ ପିଏମ୍‌ ମୋଦୀ କୋଭିଡ-୧୯ ଟିକା ନେବା ଉଚିତ; ତେଜ ପ୍ରତାପ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରିୟ ଜନତା ଦଳ ନେତା ତେଜ ପ୍ରତାପ ଯାଦବ ବିରୋଧୀଦଳର ନେତାଙ୍କ ତେଜୁଥିବା ସ୍ୱରରେ ଯୋଗ ଦେଇଛନ୍ତି, ଯେଉଁମାନେ ଦେଶରେ କରୋନା ଟିକା ଉପଲବ୍ଧ ହେବାପରେ ଏହି ଟିକା ଗ୍ରହଣକୁ ନେଇ ବିରୋଧ କରୁଛନ୍ତି। ଯାଦବ ଶୁକ୍ରବାର ଦିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ଟୀକାକରଣର ପ୍ରଥମ ଡୋଜ୍ ନେବା ଉଚିତ ଏବଂ ପରେ ଏହା ଅନ୍ୟମାନଙ୍କୁ ମିଳିବା ଉଚିତ।

BjdElectrycity

ବିହାର ରାଜନେତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ କୋଭିଡ-୧୯ ଟିକା ନେବା ଉଚିତ, ତେବେ ଯାଇ ଆମେ ମଧ୍ୟ ଏହାକୁ ଗ୍ରହଣ କରିବୁ।

Leave A Reply

Your email address will not be published.