Latest Odisha News

BREAKING NEWS

ନୂଆବର୍ଷରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସି ସାରିଛି ନୂଆବର୍ଷ । ସବୁଆଡେ ଆନନ୍ଦ ଉତ୍ସବର ମାହୋଲ । ନାଚଗୀତ ମଉଜ ମଜଲିସ ସହ ସରାଦେଶ ପାଳନ କରୁଛି ନୂଆବର୍ଷ ।

ଏହି ନୂଆବର୍ଷ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟକରି ଦେଶବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

ଆଗାମୀ ୨୦୨୦ ବର୍ଷଟି ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ । ବୋଲି ମୋଦି ଟ୍ୱିଟ କରି ଲେଖିଛନ୍ତି ।

Leave A Reply

Your email address will not be published.