Latest Odisha News

କରୋନା କ୍ରିଏଟିଭିଟି : ସାଇସମୀକ୍ଷା ସ୍ୱାଇଁଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ କରାଯାଇଛି । ଏହି ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିଯୋଗୀଙ୍କ ଭିଡିଓର ଲାଇକସ୍ ଓ ଭିଉଜକୁ ଆଧାର କରି ପ୍ରଥମେ ଶ୍ରେଷ୍ଠ ୧୦୦ ପ୍ରତିଯୋଗୀ ଚୟନ ହେବେ । ଏମାନଙ୍କ ମଧ୍ୟରୁ ଆମର ତିନି ଜଣ ଜୁରୀ ଅଭିନେତା କୁନା ତ୍ରିପାଠୀ, ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ ବାଛିବେ ଶ୍ରେଷ୍ଠ ତିନି ବିଜେତାଙ୍କୁ । ବିଜେତାମାନଙ୍କୁ ପୂର୍ବ ଭାରତର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ ପୁରସ୍କୃତ କରାଯିବ । ଚାମ୍ପିଅନ ବା ପ୍ରଥମ ବିଜେତାଙ୍କୁ ହୀରାର ମୁଦି, ଦ୍ୱିତୀୟଙ୍କୁ ହୀରା ପେଣ୍ଡେଣ୍ଟ ଓ ତୃତୀୟ ବିଜେତାଙ୍କୁ ଗୋଲ୍ଡ କଏନ ଦିଆଯିବ ।

ଏବେ ଦେଖିବା ଭୁବନେଶ୍ୱରରୁ ସାଇ ସମୀକ୍ଷା ସ୍ୱାଇଁ କି ପ୍ରତିଭା ଦେଖାଉଛନ୍ତି ।

Leave A Reply

Your email address will not be published.