Latest Odisha News

କ୍ବାରେନଣ୍ଟାଇନ ସେଣ୍ଟରରେ ଟିକଟକ ଭିଡିଓ ଭାଇରାଲ; ଥାନାରେ ମାମଲା ରୁଜୁ

ଭଦ୍ରକ: ଭଦ୍ରକ ଜିଲ୍ଲାର ଏକ କ୍ବାରେନଣ୍ଟାଇନ ସେଣ୍ଟରରେ ଟିକଟକ ଭିଡିଓ ଭାଇରାଲ ହେବା ଘଟଣାରେ ଭାତପଡା ପଞ୍ଚାୟତର ସରପଞ୍ଚ ସ୍ବର୍ଣ୍ଣମୟୀ ଜେନା ସୋମବାର ଦିନ ତିହିଡି ଥାନାରେ ମାମଲା ରୁଜୁ କରିଛନ୍ତି। ଏପରିକି ସେ ସାତଜଣ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ଭାଇରାଲ ହୋଇଥିବା ଭିଡିଓରେ ପ୍ରାୟ ୬ଜଣ ବ୍ୟକ୍ତି ପରସ୍ପର ସହ ନାଚୁଥିବା ଦେଖିବାକୁ ମିଳିଥିଲା।

Comments are closed.