Latest Odisha News

BREAKING NEWS

୨୨୫୬ କିଲୋ ଗଞ୍ଜେଇ ଜବତ ,୩ ଗିରଫ

ମାଲକାନଗିରି : ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚୋରାଚାଲଣ । ମାଲକାନଗିରି ଜିଲ୍ଲା ଚିତ୍ରୋକୋଣ୍ଡା ଅଞ୍ଚଳରୁ ରାୟପୁରକୁ କୋଇଲା ବୋଝେଇ ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରାଚାଲଣ । ୨୨୫୬ କେଜି ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସ.ଡି .ପି .ଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.