Latest Odisha News

BREAKING NEWS

ଅଭିନେତ୍ରୀ ପୂଜା ହେଗ୍‌ଡେ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଅଭିନେତ୍ରୀ ପୂଜା ହେଗଡେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଏବେ ସଙ୍ଗରୋଧରେ ରହିଛନ୍ତି।

ସେ କହିଛନ୍ତି କି, “ସମସ୍ତଙ୍କୁ ନମସ୍କାର। ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ ପ୍ରୋଟୋକଲଗୁଡିକ ଅନୁସରଣ କରି ମୁଁ ନିଜକୁ ପୃଥକ୍‌ ରଖିଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ନିକଟରେ ମୋ ସଂସ୍ପର୍ଶରେ ଆସିଥିଲେ ସେମାନେ ମଧ୍ୟ କରୋନା ପରୀକ୍ଷା କରି ନିଅନ୍ତୁ।

ଆପଣଙ୍କର ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ। ମୁଁ ବର୍ତ୍ତମାନ ସୁସ୍ଥ ଅଛି। ଦୟାକରି ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ। ”

Leave A Reply

Your email address will not be published.