Latest Odisha News

ରୋଗୀ କରୋନା ପଜିିଟିଭ ପରେ ସାଲେପୁରରେ ଘରୋଇ ନର୍ସିଂ ହୋମ୍ ସିଲ୍

ସାଲେପୁର (କଟକ): ସାଲେପୁରରେ ଥିବା ଶ୍ରୀରାମ ନର୍ସିଂ ହୋମ୍ ସିଲ୍ । ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସିଲ୍ କରିଛି ପ୍ରଶାସନ ।

ଏହି ଘଟଣା ପରେ ନର୍ସିଂ ହୋମର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ନର୍ସିଂ ହୋମକୁ ସିଲ୍ କରିବା ସହ ଏହାର ଆଖପାଖ ଅଞ୍ଚଳକୁ ସଟଡାଉନ୍ ଘୋଷଣା କରାଯାଇଛି ।

Leave A Reply

Your email address will not be published.